ବିଜେପିର ନୂତନ ରାଜ୍ୟ ସଭାପତିଙ୍କୁ ଭେଟିଲେ ବିଜେପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ।

0 2

ବରଗଡ଼- ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କ ନେତୄତ୍ବରେ ଭାରତୀୟ ଜନତା ଦଳର ନୂତନ ନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଭୂବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ରାଧେଶ୍ୟାମ ମହାପାତ୍ର, ଅଜିତ କୁମାର ସାହୁ, ଗୌରହରି ସେଠ,ମଧୂସୁଦନ ଖମାରୀ,ସର୍ଜନ ଡ଼ନସନା,ରାଜିତ ମେହେର,ଲଲିତ ପ୍ରଧାନ, ଭୂବନ ସାହୁ, ଭୋଜରାଜ ସାହୁ ଓ ନିଳମଣି ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.