Browsing Category

ସ୍ୱାସ୍ଥ୍ୟ/ବିଜ୍ଞାନ

ପଣା ସଂକ୍ରାନ୍ତି ଉପଲକ୍ଷେ କେନ୍ଦ୍ରାପଡା ଗ୍ରାମୀଣ ବିକାଶ ଯୁବକ ସଙ୍ଗ ତରଫରୁ ଜଳଛତ୍ର

  କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡା  କଟକ ଚାନ୍ଦବାଲି ରାସ୍ତା ଅନୁଆପଡା ଛକ ଠାରେ ମହା ବିଷୁବ ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ କେନ୍ଦ୍ରାପଡା ଗ୍ରାମୀଣ ଯୁବକ ସଙ୍ଗ ତରଫରୁ ଜଳଛତ୍ର ର ଆୟୋଜନ କରାଯାଇଛି ।ଏହା ସଭାପତି ମାନସ ରଞ୍ଜନ ତ୍ରିପାଠୀଙ୍କ…

ମେକ ଅପର ଯାଦୁ ଦେଖାଇଲେ ବଲିଉଡ ମେକ ଅପ ମ୍ୟାନ ରାଜୁ ଓର୍ପେ

ବିଉଟିସିଆନ କ୍ଷେତ୍ରରେ ନୂଆ ସମ୍ଭାବନା, .ବଲାଙ୍ଗିରରେ ବିଉଟିସିଆନ କର୍ମଶାଳା । ବଲାଙ୍ଗିର(ନିରୋଜ ମିଶ୍ର)- ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ସ୍ତରୀୟ ଏକଦିବସୀୟ ବିଉଟିସିଆନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିଉଟିସିଆନ ସଂଘ ଆୟୋଜନ…

ଗୋଟିଏ ଟେବଲରେ ଏକାଠି ରକ୍ତଦାନ କଲେ ରାଜ ଦମ୍ପତ୍ତି

 ବଲାଙ୍ଗୀରରୁ ନିରୋଜ ମିଶ୍ର : ରାଜପରିବାରର ଜନ୍ମ ହୋଇ ପାରିଥାନ୍ତି ଦୁହେଁ | ହେଲେ ସେବା ଆଉ ମଣିଷ ପଣିଆ ଅଛି ସେମାନଙ୍କ ଭିତରେ  | ଜୀବନ ବିନ୍ଦୁ ବିଶାଳ ରକ୍ତଦାନ ଶିବିର ରେ ରକ୍ତ ଦାନ କଲେ ଯୁବନେତା ଅରକେଶ ସିଂ ଦେଓ  ଏବଂ ତାଙ୍କ ସହଧର୍ମିଣୀ ଅଦ୍ରୀଜା  ମଞ୍ଜରୀ  ସିଂ .

ପ୍ରଥମ ଆନ୍ତଜାର୍ତୀୟ କଳା ଉତ୍ସବ

ସମସାମୟିକ ଚିତ୍ରକଳା ଶିବିର ଓ ଶିଶୁ ଚିତ୍ରକଳା ପ୍ରତିଯୋଗିତା  ଭୁବନେଶ୍ୱର ଧଉଳି •ରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ କଳା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଉତ୍ସବ ଅବସରରେ ଏକ ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ୨୨ଜଣ ଜାତୀୟସ୍ତରର ଶିଳ୍ପୀଙ୍କୁ ନେଇ ଏକ…

ଅଚାନକ ଭାବେ ଘଟୁଥିବା ଘଟଣାର ଚିକିତ୍ସା  ବ୍ୟବସ୍ଥା ସୁଲଭ ମୂଲ୍ୟରେ ଯୋଗାଇଦେଉଛି ମାଇ କ୍ୟୋର ହସ୍ପିଟାଲ୍

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କର୍ମଶାଳା ରାୟଗଡରୁ ସରୋଜ ସାହୁ : ରାୟଗଡ ସ୍ଥିତ ସାଇ ଇଣ୍ଟରର୍ନ୍ୟାସନାଲ ହୋଟେଲରେ ବିଶାଖାପାଟଣମ୍ ର ମାଇ କ୍ୟୋର ହସ୍ପିଟାଲ୍ ତରଫରୁ ନ୍ୟୁରୋ  ସର୍ଜନ ଉପରେ ଏକ ପ୍ରଶିକ୍ଷଣ ସିବିର ଅନୁଷ୍ଠିତ  ହୋଇଯାଇଛି । ମାଇ କ୍ୟୋର ହସ୍ପିଟାଲ୍ ର ଡାକ୍ତର ଟି. ସୁରେଶ ଅଚାନକ ଭାବେ…

ଦୀର୍ଘ ୩ବର୍ଷ ପରେ  ‘ସୁମିତ୍ରା’ଙ୍କ ଘର ବାହୁଡା 

ଭୁବନେଶ୍ୱର  : ନାମ - ସୁମିତ୍ରା କାଳନ୍ଦୀ, ଗ୍ରା-ହରିଜନ କଲୋନୀ, ପୋ-ଘାଟସିଲା, ପୋଲିସ୍ ଷ୍ଟେସନ-ଘାଟସିଲା, ଜିଲ୍ଲା - ଇଷ୍ଟ ସିଙ୍ଗଭୂମି, ରାଜ୍ୟ- ଝାଡ଼ଖଣ୍ଡ, ସ୍ୱାମୀ ନାମ - ବିମଲ କାଳନ୍ଦୀ, ପୁଅ ନାମ - ବିଷ୍ଣୁ କାଳନ୍ଦୀ, ଦୀର୍ଘ ୩ ବର୍ଷ ପୂର୍ବରୁ ନିଜର ସ୍ୱାମୀ ବିମଲ୍ କାଳନ୍ଦୀ ସହ…

 ବିଲୁପ୍ତ ହେବାକୁ ବସିଥିବା ଲୋକ କଳାକୁ ବଞ୍ଚାଇ ରଖିବା ନିମନ୍ତେ ଏକ ଅଭିନବ ପ୍ରୟାସ  

ନଗରପାଳ କଳା ଓ ସଂସ୍କୃତି ସଂଘ ଲୋକାର୍ପିତ  ବାରିପଦାରୁ ଦିଲ୍ଲୀପ ମହାନ୍ତି :  ବାରିପଦା ପୌରପରିଷଦ ପକ୍ଷରୁ ଲୋକାର୍ପିତ ହେଲା ନଗରପାଳ କଳା ଓ ସଂସ୍କୃତି ସଂଘ । ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ  ଭାବେ ଶୁଭ ଉଦଘାଟନ…

ଜମୁଛି ବ୍ୟାସସରୋବର ମେଳା

  ଯାଜପୁରରୋଡ୍/ବ୍ୟାସନଗରରୁ ଜୟଶଙ୍କର ଦାଶ  : ବ୍ୟାସନଗର ଯାହାକି ପ୍ରଥମେ ଡୋଲିପୁର ପରେ ଯାଜପୁରରୋଡ୍ ଓ ବର୍ତ୍ତମାନ ବ୍ୟାସଦେବ ଏବଂ ବ୍ୟାସ ସରୋବର ନାମାନୁସାରେ ବ୍ୟାସନଗର ସହର ରୂପେ ପରିଚିତ । ପୌରାଣିକ ପୀଠ ବ୍ୟାସ ସରୋବର ଆମ ଐତିହ୍ୟ ପରମ୍ପରା ସହିତ ନିବିଡ଼ ସମ୍ପର୍କ ରହିଛି । ଏଠାରେ…

ତ୍ରୀବେଶୀ ଯୁବ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ଗଣବିବାହ ୨୩ରେ

 ବାରିପଦା(୨୦/୦୧)- ବାରିପଦା ଛଉପଡ଼ିଆ ପରିସରରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ  ଶୁଭ ଗଣବିବାହ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ୨୩ରେ ଆୟୋଜିତ ହେବ । ଉକ୍ତ ଗଣବିବାହ ଉତ୍ସବରେ ମୋଟ ୧୨ ଯୋଡ଼ା ବର-କନ୍ୟାଙ୍କ ସାମୁହିକ ବିବାହ ସମ୍ପାଦନ ହେବ ।…

ଓଡିଶା ଡିଜାଇନ୍କୁ ଆନ୍ତର୍ଜାତିକ ସ୍ତରରେ ପହଚାଂଇବା ଲାଗି ଖଦିବୋର୍ଡ ସଭାପତିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର :   ଟା୍ରଇଟୁନ ଏକାଡେମୀର ଡିଜାଇନ ଛାତ୍ରଛାତୀ୍ର ମାନଙ୍କ ଦ୍ୱାରା ଶନିବାର ଦିନ ଡିଜାଇନ ପ୍ରଦର୍ଶନୀ ‘ଉଦ୍ଭବ’ ଉତ୍ସବ  ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ଏସିଆନ୍ ଏଜ୍ ଦୈନିକ ଇଂରାଜୀ ଖବର…