Browsing Category

କଳା ସାହିତ୍ୟ ସଂସ୍କୃତି

 କିସାନ ସମାଜର ବାର୍ଷିକ ଯାତ୍ରା ମହୋତ୍ସବ l 

 କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଚାରଭାଟି ଠାରେ 550 କିସାନ ସମାଜର  ବାର୍ଷିକ ଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଶିଷ୍ଟସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜଣାଶୁଣା ଗବେଷକ  ଲିଙ୍କନ କୁମାର କିଣ୍ଡେl, ରାଜନେତା ତଥ ସଂଗଠକ ବୃନ୍ଦାବନ ମାଝୀ, ଶୁଭାରାମ…

  ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଜା-ଆଈ ଓ ଜେଜେମା-ଜେଜେ ବାପା ସମିଳନୀ

ଓଡଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର ) ଶିଶୁମାନଙ୍କର ବୃଦ୍ଧିରେ ଅଜା-ଆଈ ଓ ଜେଜେମା-ଜେଜେ ବାପାମାନଙ୍କର ଭୁମିକା କିଛି କମ ନୁହେଁ ।  ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ ।  ବାଲ୍ୟବସ୍ଥାରୁ ସେମାନଙ୍କୁ ଲାଳନ ପାଳନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ…

ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି 

 ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରିଠାରେ କୁଇ ଭାଷାଭାଷୀ, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଦେବା ସହ ଭାଇ ଚାରା ବଜାୟ ରଖିବା ପାଇଁ ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି ହୋଇଛି |  ଘୁ.ଉଦୟଗିରି ବ୍ଲକରେ ବହୁଳ ସଂକ୍ଷକ କୁଇ ଭାଷାଭାଷୀ ବସବାସ…

୧୫ରୁ  ” କମଳ ଦେଶ ରାଜକୁମାର”

ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୦ତମ ଜନ୍ମଦିନ ଉପଲକ୍ଷେ ପ୍ରଫୁଲ୍ଲ କର ଫାଉଣ୍ଡେସନ ପକ୍ଷରୁ ସବୁ ବର୍ଷ ପରି ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ " କମଳ ଦେଶ ରାଜକୁମାର" | ଭୁବବନେଶ୍ୱରର ରବୀନ୍ଦ୍ରମଣ୍ଡପରେ ଫେବୃଆରୀ ୧୫/୧୬  ଦୁଇଦିନ ଧରି…

ଝଙ୍କଡ଼ ଶାରଳା ପୀଠରେ ଅଗ୍ରଣୀ “ଶାରଳା ପଞ୍ଜିକା”ର ପାଣ୍ଡୁଲିପି ପୂଜା

ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା'ଶାରଳାଙ୍କ ପୀଠରେ ସରସ୍ୱତୀ ପୂଜା ଅବସରରେ ଶାରଳା ଦାସ ସ୍ମୃତି ସାଂସଦ ତରଫରୁ ପ୍ରକାଶ ପାଇ ଆସୁଥିବା ଅଗ୍ରଣୀ "ଶାରଳା ପଞ୍ଜିକା"ର ପାଣ୍ଡୁଲିପି ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦ୍ଵିତୀୟ ଶ୍ରୀକ୍ଷେତ୍ର ପ୍ରତିଷ୍ଠା ପଛରେ ରହିଛି ସୁନ୍ଦର କିମ୍ବଦନ୍ତୀ 

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା :ପବିତ୍ର ଶ୍ରୀପଞ୍ଚମୀ ତିଥିରେ ମହାପ୍ରଭୂଙ୍କ ରଥକାଠ ଅନୁକୂଳ ହେଲା     ବାରିପଦା(ଦିଲ୍ଲୀପ ମହାନ୍ତି )- ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ରଥ କାଠ ଅନୁକୂଳ କରାଯାଇଛି ।…

ଧ୍ୱନିପ୍ରତିଧ୍ୱନି ଓ ସାଗରିକାର ୪୪ତମ ମାସିକ ସାହିତ୍ୟ ଆସର 

ବାଲେଶ୍ୱର(ଉଜ୍ଜ୍ୱଳ କର): ଦୈନିକ ସମ୍ବାଦ ପତ୍ର ‘ଧ୍ୱନିପ୍ରତିଧ୍ୱନି’ ଓ ମାସିକ ସାହିତ୍ୟ ପତ୍ରିକା ‘ସାଗରିକା’ର ୪୪ତମ ମାସିକ ସାହିତ୍ୟ ଆସର ଅପରାହ୍ନରେ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ  ହୋଇଯାଇଛି । କବିତାର ମଧୁରତା ଓ ଭାଷାବିନ୍ୟାସ ପାଠକକୁ ବାନ୍ଧି ରଖିପାରେ । ଏହି ମନୋରମ…

ମହାତ୍ମା ଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର 4 ର୍ଥ ବାର୍ଷିକ ଉତ୍ସବ 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ ଜିଲ୍ଲା ଗୁଣପୁର ମହାତ୍ମା ଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର 4 ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣପୁର ତହସିଲଦାର ନମ୍ରତା ମୋଦୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା…

ରାଜବୋଡାସମ୍ବର ଧନୁଯାତ୍ରା:କୄଷ୍ଣ ବଳରାମଙ୍କୁ ଆଣିବା ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ । 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ପଞ୍ଚମ ଦିନରେ ମହାରାଜ କଂସଙ୍କ ସ୍ବପ୍ନରେ ଶ୍ରୀକୃଷ୍ଣ ଙ୍କୁ ଦେଖିଥିଲେ । ଶ୍ରୀକୃଷ୍ଣ ଙ୍କୁ କିପରି ମଥୁରା ନଗରୀ କୁ ଆଣିହେବ ସେଥିପାଇଁ  ଧନୁଯାତ୍ରାର ଆୟୋଜନ କରି…

ରାଜବୋଡାସମ୍ବର ଧନୁଯାତ୍ରା:ପୁତନାର ନିଧନ ପରେ ଅଷ୍ଟମଲ୍ଲ ଓ କାଳିୟ ଦଳନ ପ୍ରେରଣ  ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର କେର୍ମେଲାବାହାଲ ଠାରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ପୁତନାକୁ କୄଷ୍ଣ ଓ ବଳରାମଙ୍କ ଦ୍ବାରା ବଧ ।ପୁତନାର ନିଧନରେ ମହାରାଜ କଂସ ମର୍ମାହତ…