Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପିଲାଚୋର ଗୁଜବ ନେଇ ଲୋକଙ୍କ ଭିତରେ କୋକୁଆ ଭୟ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଣଓଡିଆଙ୍କୁ ନିସ୍ତୁକ ମାଡ ସହ ଅଟକ, ରାତି ଅଧିଆ ପହରା ଦେଉଛନ୍ତି ଗ୍ରାମବାସୀ
ବୌଦ୍ଧ, ( ସିମୁନ୍ ନାଏକ ) ; ସମ୍ପ୍ରତି ରାଜ୍ୟରେ ପିଲାଚୋରି ଘଟଣାକୁ ନେଇ ନାନା ଗୁଜବ ଶୁଣାଯାଉଥିବା ବେଳେ ମଙ୍ଗଳବାର ହରଭଙ୍ଗା ବ୍ଲକ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା…
ଗଞ୍ଜେଇ ବ୍ୟବସାୟର ଭୂସ୍ୱର୍ଗ : ଘଂଟାପଡା ଫାଣ୍ଡି କେବେ ହେବ ଥାନା ?
କଂଟାମାଳ , ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଛି ଘଂଟାପଡା ଯାହା ଏକ ବିଚିତ୍ର ଭୌଗଳିକ ସ୍ଥତି ମଧ୍ୟରେ ଅବସ୍ଥିତ । ଘଂଟାପଡା ଅଂଚଳର ପଶ୍ଚିମରେ ଚିରତ୍ସୋତା ତେଲନଦୀ ସହ ଯୋଡି ହୋଇଛି ଉଭୟ ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରର ପରିସୀମା । ସେହିପରି ଦକ୍ଷିଣରେ…
ଜଙ୍ଗଲରୁ ଲଗଲୋଡିଙ୍ଗ ବେଳେ ଶ୍ରମିକଙ୍କ ମୃତ
ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମାଧପୁର ରେଂଜ ର ରାଣିସାହି ଜଙ୍ଗଲରୁ ଟ୍ରକରେ କାଠ ଲାଗଲୋଡ କରି ଆଣିବାକୁ ଯାଇଥିବା ଏକ ଟ୍ରକପଛକୁ ଫେରାଉଥିବା ସମୟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କ ର ମୃତୁ୍ୟ ଘଟିଛି । ପ୍ରାପ୍ତ ସୂଚନା ମତେ…
ପଦ୍ମପୁର ପାଇକମାଲ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା
ପଦ୍ମପୁର/Nila deep -ବରଗଡ଼ ଜିଲ୍ଲାର ପଦ୍ମପୁର ପାଇକମାଲ ରାସ୍ତାରେ ମୁଗ ବୋଝେଇ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଛି ।ସୂଚନା ଅନୁଯାୟୀ ବରଗଡ଼ରୁ ପାଟଣାଗଡ଼ ଅଭିମୁଖେ ପଦ୍ମପୁର ଦେଇ ଯାଉଥିବା ମୁଗ ବୋଝେଇ ପିକଅପ ଭ୍ୟାନ…
ଶ…..ତୁ ମାଡୁଆ ଟା…ତତେ ମାଡ ଦରକାର
ନିର୍ବାହୀ ଅଧିକାରୀ-ପୂର୍ବ ପୌରାଧ୍ୟକ୍ଷ ଉଚ୍ଚବାଚ, ପ୍ରସଙ୍ଗ ଯାଇ ଥାନାରେ
ବାରିପଦାରୁଦିଲ୍ଲୀପ ମହାନ୍ତି : ବୈଠକ ଚାଲିଥିଲା କାଉନ୍ସିଲର | ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା | ହଠାତ ଲାଇଟ ପ୍ରସଙ୍ଗ ଉଠିଲା | କଥାବାର୍ତ୍ତା ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଉଚ୍ଚବାଚ…
ମହିଳା ଙ୍କୁ ସୁରକ୍ଷା ଦେବାକୁ ଯାଇ ସାମ୍ବାଦିକ ହେଲେ ଦୁର୍ବ୍ୟବହାର ଶିକାର
କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ : ମହାକାଳପଡା ବ୍ଲକ୍ ର ପେଟ୍ ଛେଲା ଗ୍ରାମପଞ୍ଚାୟତ ନିକଟସ୍ଥ କୋଚିଳା ଗ୍ରାମରେ ଏକ ମହିଳା କରିଥିବା ଏକ ଦୋକାନକୁ କିଛି ଖଳ ପ୍ରକୃତିର ଲୋକ ଉଠେଇବା ପାଇଁ ଚେଷ୍ଟା କରୁଥିଲେ । ତହସିଲଦାରଙ୍କ ବାରଣ ସତ୍ତେ ସେହି ବ୍ୟକ୍ତି ମାନେ ଆଜି ସକାଳୁ…
ଆଠ ବର୍ଷ ନା ବାଳିକା ଦୁଷ୍କର୍ମ ଥାନାରେ ଏତଲା, ଅଭିଯୁକ୍ତ ଗିରଫ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : ଗତକାଲି ଡେରାବିଷ ଅନ୍ତର୍ଗତ ନରସିଂହ ପୁର ପଂଚାୟତ ତିଲଙ୍ଗ ଗ୍ରାମର ଜଣେ ନା ବଳିକା ଖେଳୁଥିବା ବେଳେ ନାବଳିକାକୁ ଟଙ୍କାର ପ୍ରଲୋଭନ ଦେଖାଇ ନାବଳିକାକୁ ନିରୋଳା ସ୍ଥାନରେ ଏକ ଗୃହକୁ ନେଇ ଜଣେ ଯୁବକ ଦୁଷକର୍ମ କରିବାକୁ ଉଦ୍ୟମ…
୩୦ ବର୍ଷ ପରେ ଭିଜିଲାନ୍ସ ମାମଲାରେ ତତ୍କାଳୀନ ଯୋଗାଣ ନିରୀକ୍ଷକ ଦୋଷମୁକ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଦୀର୍ଘ ୩୦ ବର୍ଷର ମାମଲାର ବିଚାର କରି ଅଭିଯୁକ୍ତ ତତ୍କାଳୀନ ଯୋଗାଣ ବିଭାଗର ନିରୀକ୍ଷକ ଗଣେଶ ଚନ୍ଦ୍ର ବରାଳଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରାଇ ଦେଇଛନ୍ତି । ପ୍ରାପ୍ତ ସୂଚନାରୁ…
ବୁଢାଖୋଲ ଛକରୁ ଗଞ୍ଜେଇ ଓ ୨ ବାଇକ ଜବତ୍,୪ଅଭିଯୁକ୍ତ ଗିରଫ୍
କଣ୍ଟାମାଳ , ବୌଦ୍ଧ ( ବଂଶିଧର ମାଝୀ / ସିମୁନ୍ ନାଏକ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ରାସ୍ତାର ବୁଢାଖୋଲ ଘାଟି ଛକରେ ବୁଧବାର ସକାଳୁ କଣ୍ଟାମାଳ ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଦୁଇଟି ବାଇକ୍କୁ ଜେରା ବେଳେକ୍ସେମାନଙ୍କ ନିକଟରୁ ଗଞ୍ଜେଇ…
ସ୍ପଷ୍ଟ କଲେ ଏସ୍ପି ରାହୁଲ ପି ଆର,ପିଲା ଚୋରି ମିଛ ଖବର
ସୋସିଆଲ ମେଡିଆରେ ଚାଲିଛି ଅପପ୍ରଚାର, ପାଗଳ ଯା ଖାଉଛନ୍ତି ପାହାର !
ରାୟଗଡ(ସରୋଜ କୁମାର ସାହୁ) ଦୁଇ ଦିନ ହେଲା ରାୟଗଡ ଜିଲ୍ଲାରେ ପିଲାଚୋରି ଗୁଜବ ଚାରିଆଡେ ଯୋର ଧରିଛି । କୌଣସି ଜାଗାରେ ଅଚିହ୍ନା ଲୋକ ଦେଖିଲେ ପିଲା ଚୋର ଭାବି ବାନ୍ଧିରଖିବା ସହ ନିର୍ଦ୍ଧୁମ୍ ବାଡଉଥିବା ଦେଖିବାକୁ…