Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ବସ୍ ଓଲଟି 5 ଗୁରୁତର , 6 ଆହତ
ବୌଦ୍ଧ(ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ସଙ୍କୁରି ଆରଡ଼ି ରୋଡ଼ ରେ ଏକ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି l ପ୍ରାପ୍ତସୂଚନାନୁଯାୟୀ ବୌଦ୍ଧ ରୁ ଯାବର ଅଭିମୁଖେ ଯାଉଥିବା ଓଁକାର ନାମକ ଯାତ୍ରୀବାହୀ ବସ କୁଶଙ୍ଗ ପଞ୍ଚାୟତ ସଙ୍କୁରି ନିକଟରେ ଭାରସାମ୍ୟ…
ନାବାଳିକା ସହିତ ଗଣଦୁଷ୍କର୍ମ ମାମଲା : ଅଭିଯୁକ୍ତ ଦୁଇ ଯୁବକକୁ ୨୦ ବର୍ଷ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଚିଲଡ୍ରେନ୍ସ କୋର୍ଟ ଜଜ୍ ସମର ବିଳାଶ ବେହେରା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତିଳପୋଷ ଗ୍ରାମର କାଳି ଚରଣ ମହାନ୍ତଙ୍କ ପୁଅ ରଞ୍ଜନ ମହାନ୍ତ(୩୩) ଓ ନୂଆଗାଁ ଗ୍ରାମର…
ଅଣହିନ୍ଦୁଙ୍କ ସଂଖ୍ୟା ବଢ଼ୁଛି, ପ୍ରଶାସନ ନିଦାବିଷ୍ଣୁ
ଯାଜପୁରରୋଡ୍ (ବ୍ୟୁରୋ ଚିଫ୍, ଜୟଶଙ୍କର ଦାଶ): ରାଜ୍ୟରେ ଅଣହିନ୍ଦୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଥିବାରୁ ସେହି ଅନୁପାତରେ ଚୋରି, ରାହାଜାନୀ, ଡକାୟତି ମଧ୍ୟ ବଢ଼ିଚାଲିଛି । ମାତ୍ର ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଅଣହିନ୍ଦୁମାନେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ହାତବାରିଶି କରି ଥାନାରେ…
ଅବକାରୀ ଚଢାଉ – ୧ ଗିରଫ
ପଦ୍ମପୁର/ନୀଳ ଦୀପ - ରବିବାର ସକାଳ ୮ଟା ସମୟରେ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ମୋବାଇଲ ଉପ ନୀରିକ୍ଷକ ଚନ୍ଦନ କୁମାର ମଣ୍ଡଳ ସଦଳବଳେ ଜଗଦଲପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଅଂଚଳରେ ଚଢାଉ କରି ୨୫ ଲିଟର ରନ୍ଧାମଦ ଜବତ କରିବା ସହିତ ଆସାମୀ ଦକ୍ଷ…
ଅବକାରୀ ଚଢାଉ – ୧ ଗିରଫ
ପଦ୍ମପୁର/ନୀଳ ଦୀପ - ରବିବାର ସକାଳ ୮ଟା ସମୟରେ ବରଗଡ ଆରକ୍ଷୀ ଅଧିକ୍ଷକ ପ୍ରଦୀପ ରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପଦ୍ମପୁର ମୋବାଇଲ ଉପ ନୀରିକ୍ଷକ ଚନ୍ଦନ କୁମାର ମଣ୍ଡଳ ସଦଳବଳେ ଜଗଦଲପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଅଂଚଳରେ ଚଢାଉ କରି ୨୫ ଲିଟର ରନ୍ଧାମଦ ଜବତ କରିବା ସହିତ ଆସାମୀ ଦକ୍ଷ…
ମହାନଦୀ ପାଣିରେ ଝରିଗଲା ଶେଫାଳି
ବ୍ୟୁରୋ ଚିଫ ଜୟଶଙ୍କର : ଏକ ଦୁଖଦ ଘଟଣାରେ ଏକ ନିରୀହ ଜୀବନ ଅକାଳରେ ଝରି ପଡିଛି | କି ପରିସ୍ଥିତି ବାଧ୍ୟ କଲା ସେ ନିରୀହ ଝିଅଟିକୁ କାହିଁକି କେଜାଣି, ସେ ମହାନଦୀ ପାଣିକୁ ଡେଇଁ ଆତ୍ମହତ୍ୟା କେଇବା ଭଳି ଚରମ ନିଷ୍ପତ୍ତି ନେଲା !!!!!
.ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ମହାନଦୀ ରେ ଜୈନିକ…
ଓକିଲଙ୍କ ନିକଟକୁ ମୋଟର ସାଇକେଲରେ ଆସୁଥିବା ବେଳେ ମହକିଲ ମୃତ
ଯାଜପୁର ଚଣ୍ଡିଖୋଲ ରୁ ଜୟଶଙ୍କର ଦାଶ : ଚଣ୍ଡିଖୋଲ କୋର୍ଟର ଓକିଲଙ୍କ ନିକଟକୁ ମୋଟର ସାଇକେଲରେ ଆସୁଥିବା ବେଳେ ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ଉପରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଦୁଇ ମହକିଲ-ଟ୍ରକ୍ ଧକ୍କାରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ! ମୃତକ ହେଉଛନ୍ତି ଧର୍ମଶାଳା ଥାନା ଜୟସୁଙ୍ଗୁଡା…
ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ
ବଡ଼ବିଲ {ଚିତ୍ତରଞ୍ଜନ କର ) : ବଡ଼ବିଲ ପୋଲିସ ଓ ଜଙ୍ଗଲ ବିଭାଗ ଅତର୍କିତ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ, ଶାଳ, ପିଆଶାଳ କାଠ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ବଡ଼ବିଲ ଏସ ଡି ପି ଓ ରାହୁଲ ଜୈନ ଓ ବଡ଼ବିଲ ଫରେଷ୍ଟ ରେଞ୍ଜର ପଦ୍ମନାଭ ରାଉତଙ୍କ ନେତୃତ୍ୱରେ ହୋଇଥିବା ଏହି…
ଆପରାଧିଙ୍କ ଜୋସ ଲଗାମ ଛଡା,,ପୋଲିସକୁ ଖାତର ନାହିଁ
କାର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ
ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଲିସ ଚେଇଁ ଶୋଇଛି, ଲୁଟେରା ଲୁଟୁଛି । ଗତ ଜୁଲାଇ ୨୨ରେ ୫ରୁ ଅଧିକ ଏଟିଏମ ଭାଙ୍ଗି ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହେବା ପରେ ପୁଣି ବାରିପଦା ସହରରେ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ସମୟରେ ପୁଲିସ…
ବିନା ବ୍ୟବଛେଦରେ ତରବରିଆ ଶବ ଦାହ କରି ହରଡଘଣାରେ ହରଭଙ୍ଗା ପୋଲିସ
ଶଗଡିଆ ନାଳରେ ଭାସି ରବି ଦେହୁରୀର ମୃତ୍ୟୁ ଘଟଣା ଭିନ୍ନମୋଡ
ଥାନା ରେ ଏତଲା , ହତ୍ୟା ପରେ ଫିଙ୍ଗା ଯାଇଥିଲା ମୃତଦେହ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସଂଙ୍କୁଲେଇ ପଞ୍ଚାୟତର ଶଙ୍କରଡା ଗ୍ରାମ ର ରବି ଦେହୁରୀ (୪୫) ଙ୍କ ମୃତଦେହ ଗତ ସୋମବାର ସକାଳେ…