Browsing Category

ଅଘଟଣ

ଗୁଣିଗାରେଡ଼ି ସନ୍ଦେହ : ଗଛରେ ବାନ୍ଧି ବାଡେଇ ବାଡେଇ ମାରିଦେଲେ

  ଯୋଡ଼ାରୁ ସମୀର ନନ୍ଦ  :  ବାମେବାରୀ ଥାନା ଅନ୍ତର୍ଗତ ପିଢ଼ପୋଖରୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଅଭିଯୋଗ ଆସିଛି। ଗାଁରେ ୪ଜଣ ଯୁବକ ସୁଦାମ ମୁଣ୍ଡାଙ୍କୁ ଗତ ୬ତାରିଖରେ ହତ୍ୟା କରିବା ପରେ ଏକ ଗାତରେ ଫିଙ୍ଗିଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୁକ୍ତ ଟୁଟୁ ମୁଣ୍ଡାଙ୍କ ମାଙ୍କ…

୪ ଡକାୟତଂକୁ କାବୁ କଲା ଯାଜପୁର ପୋଲିସ 

  ଯାଜପୁର/ବ୍ୟୁରୋ ଚିଫ ଜୟଶଙ୍କର ଦାଶ : ଯାଜପୁର ପୋଲିସ୍କୁ ମିଳିଛି ଏକ ବଡ ସଫଳତା |    ବୈରୀ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଗୋଟିଏ କାର ,୪ଟି ବାଇକ୍ ଏବଂ ବହୁ ମାରଣାସ୍ତ୍ର ସହ ୮ଟି ମୋବାଇଲ ଜବତ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଏଟିଏମ୍…

ଜଙ୍ଗଲୀ ବାରାହା ମାଂସ ସହିତ ଜଣେ ଗିରଫ

  ବାରିପଦା(ଦିଲ୍ଲୀପ ମହାନ୍ତି )- ମଙ୍ଗଳବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଡ଼ୁକୁରା ରେଞ୍ଜ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ଗ୍ରାମରେ ଏକ ଜଙ୍ଗଲୀ ବାରହାକୁ ମାରି ତାର ମାଂସକୁ ବିକ୍ରି କରାଯାଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପହଁଞ୍ଚିଥିଲା ।…

କେତେ ମଲେ ହେଜିବେ ସରକାର !!!!!!

  ପୁଣି  ଦୁର୍ଘଟଣାରେ  ଜୀବନ ହରାଇଲା ନିରୀହ ଛାତ୍ରୀ : କଂଗ୍ରେସ-ବିଜେପି ପକ୍ଷରୁ ରାସ୍ତାରୋକୋ ବାଇପାସ ନିର୍ମାଣ ନହେବା ଯୋଗୁ ଏନଏଚ ପାଲଟିଛି ମୃତ୍ୟୁ ଯନ୍ତା କାଲି ବଲାଙ୍ଗୀର ସ୍କୁଲ କଲେଜ ବନ୍ଦ ଡାକରା ଦେଲେ ଛାତ୍ର ଛାତ୍ରୀ  ବଲାଙ୍ଗୀରରୁ ନିରୋଜ  ମିଶ୍ର : ବଲାଙ୍ଗୀରରେ ଗତ ତିନିଦିନରେ…

ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା କୁଟୁରା ମୃତ

କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ;  ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଂଜ  ଅନ୍ତର୍ଗତ ଉମା ବିଟ୍ ର ସୁଖାମୁଣ୍ଡା ଗାଁ ନୀକଟରେ ଶନିବାର ଗୋଟିଏ ଜଂଗଲି କୁଟୁରାକୁ କୁକୁର ଦୌଡାଉ ଥିବା ଦେଖି ଗ୍ରାମର ଡୋଲାମଣି କବାଟ ସେମାନଙ୍କ ପଛରେ ଧାଇଁଥିଲେ । କୁଟୁରାଟି ଭୟରେ ପୋଖରି ପାଣିରେ…

ପଦ୍ମପୁର ପୋଲିସ ସକ୍ରିୟ,ଅସାମାଜିକ ଲୋକ ଛାନିଆ   

  ପଦ୍ମପୁର(ନୀଳ ଦୀପ)- ଏବେ ସକ୍ରିୟ ହୋଇଯାଇଛି ପଦ୍ମପୁର ପୋଲିସ | ପଦ୍ମପୁର ଉପଖଣ୍ଡରେ ଦିନୁ ଦିନକୁ ବଢି ଚାଲିଥିବା ନିଶା କାରବାର ଉପରେ ଏବେ ପଦ୍ମପୁର ପୋଲିସ ଲଗାମ୍ ଲଗାଇବା ପାଇଁ ନେବା ଆରମ୍ଭ କରିଛି ଠୋସ ପଦକ୍ଷେପ | ଆଇଆଇସି ପ୍ରିୟଙ୍କା  ରାଉତରାୟଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ…

ଅଂଚଳ ମହାବିଦ୍ୟାଳୟରେ ଶୋକସଭା

  ପଦ୍ମପୁର- ନୀଳ ଦୀପ :-ଅଂଚଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଗୋପାଳ ମହାପାତ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଟିତ ହୋଇଥିଲା । ଅଂଚଳ ମହାବିଦ୍ୟାଳୟ ସଭା ପ୍ରକୋଷ୍ଠରେ  ଆୟୋଜିତ ଏହି ସଭାରେ ଅଧ୍ୟକ୍ଷ ଡ. ଲଳାତେନ୍ଦୁ ନାଏକ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ ।…

ସ୍ତ୍ରୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା 

୩ଜଣ ଗିରଫ, ମାରଣାସ୍ତ୍ରସହ ୨ ବାଇକ ଜବତ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଥାନା ବିଶିରିଙ୍ଗି ଛକ ରାସ୍ତା ନିକଟ ଦୁରରେ ଗତ ୧୬ ତାରିଖ ଦିନ ସକାଳେ ଘଟିଯାଇଥିବା ସଞ୍ଜିବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭି.ବେଣୁ ଗୋପାଳଙ୍କ ସମେତ ମୋଟ ୩ଜଣଙ୍କୁ…

ପଥର ଛଇରେ ବୁଡ଼ି ନାବାଳକ ମୃତ

ଯାଜପୁରରୋଡ୍(ଜୟଶଙ୍କର ଦାଶ) : ଯାଜପୁରରୋଡ୍ ବ୍ୟାସନଗର ତହସିଲ ଅନ୍ତର୍ଗତ ଚାନ୍ଦମା ମୌଜା ଓ ଯାଜପୁରରୋଡ୍ ପଛପାଖରେ ଥିବା ପଥର ଛଇରେ ଶନିବାର ଅପରାହ୍ନରେ କହ୍ନେଇପୁର ଗ୍ର୍ରାମର ଗୌରହରି ନାୟକଙ୍କ ପୁଅ ପ୍ରତୀକ ନାୟକ(୧୪) ବୁଡି ମୃତୁ୍ୟ ଘଟିଛି । ପ୍ରତୀକ ନିଜ ସାଇକେଲ୍ଟିକୁ ଧୋଇବା ପାଇଁ ପଥର…