Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ମିଳିଲା ନିଖୋଜ ଯୁବକଙ୍କ ଝୁଲନ୍ତା ଶବ
ପାଇକମାଲ/ ଗୌରାଙ୍ଗ ଚରଣ ଦାଶ :- 22 ତାରିଖ ସକାଳ ପ୍ରାୟ 11 ଘଣ୍ଟା ସମୟରେ ପାଇକମାଲ ନିକଟସ୍ଥ କେନାବୁଡା ଗ୍ରାମରେ ଅଭେଲ ବରିହା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଭୀଷ୍ମ ବରିହା ଗତ 19 ତାରିଖରୁ ନିଖୋଜ ଅଛନ୍ତି ବହୁ ଖୋଜାଖୋଜି କରିବା ପରେ ଆଜି କୋକନରା ଗ୍ରାମର ସୀମା ରେ…
ଜନ୍ମଦାତ୍ରୀର ବୁକୁ ଫଟା ଚିତ୍କାର : ଧନରେ…. ତୁ କୁଆଡେ ଗଲୁରେ…
କାଳ ଦଶହରା, ନିରବ ନିର୍ମଳା : ଏକା ସ୍ମଶାନରେ ଜଳିଲେ ବାପା, ମା ଓ ଝିଅ
ପିପିଲି- ଧନ ତୁ କୁଆଡେ ଗଲୁରେ....ମୁଁ କେମିତି ବଞ୍ଚିବିରେ....ମତେ ଯାହା ମରଣ ହେଲାଣି....ବୁକୁ ଫଟା ଚିତ୍କାର କରି ଭୁଇଁରେ ଲୋଟି ପଡୁଛି ମା ବୁଢୀଟିଏ | ଗାଁଲୋକଙ୍କ ଆଖିରେ ଲୁହ, ଆଉ କୋହରେ ଫାଟି ପଡୁଥିଲା…
ମାନସିକ ଭାରସାମ୍ୟ ହରାଇଲେ : ଅକାଳରେ ଚାଲିଗଲେ ଅକ୍ଷୟ
କାଳିଆପାଣିରୁ ଦୟାନିଧି ମହାନ୍ତ: ମଣିଷର ଚିନ୍ତା ଶକ୍ତି ,ବିବେକ ,ଧର୍ଯ୍ୟ ଆଉ ସାହସ ସବୁ କିଛି ହାର ମାନିଯାଏ ଯେତେବେଳେ ରୋଗ, ବ୍ୟାଧି ,ଦାରିଦ୍ର ଏକା ବେଳେ ଗ୍ରାସକରେ l ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଅଛି କାଳିଆପାଣି ଟାଟା ମାଇନିସ ପରିସର ଭିତରେ ଥିବା ମାର୍କେଟ କମ୍ପ୍ଲେକ୍ସର ଜଣେ…
ରାବଣ ଜଳିଲା, ହେଲେ ଲିଭିଗଲା ୫୦ ଜୀବନ ଦୀପ : ରକ୍ତରେ ଭିଜିଲା ଦଶହରା
ଅମୃତସର : ଅମୃତ ସହର ରକ୍ତରେ ଭିଜିଲା | ରାବଣ ଜଳିଲା ହେଲେ ଲିଭିଗଲା ୫୦ ଜୀବନ ଦୀପ | ରାବଣ ପୋଡି ଚାଲିଥିବା ବେଳେ ଘଟିଗଲା ଏକ ହୃଦୟ ବିଦାରକ ଘଟଣା । ପଞ୍ଜାବ ଅମୃତସରରେ ଆଜି ରାବଣ ପୋଡି ଉତ୍ସବ ଚାଲିଥିବା ବେଳେ ଏକ ବଡ ଧରଣର ଅଘଟଣ ଘଟିଛି । ରାବଣ ପୋଡି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ…
ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ଯୁବକ
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) : ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିିଷଦ ଅନ୍ତର୍ଗତ ଜାରିଙ୍ଗୀ ମୈାଜାରେ ଭୀମସେନ ସାହୁଙ୍କ ପୁଅ ଦୁତିକୃଷ୍ଣ ସାହୁ(୨୭) ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘରେ କେହି ନଥିବା ସମୟରେ ପୂର୍ବର କୈାଣସି ଘରୋଇ କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା…
କେଡ଼େ ନୃଶଂସ ସେ ମଣିଷ, ତା ହାତ ଥରିଲାନି !!!!!!!
ବଲାଙ୍ଗିର/ନିରୋଜ ମିଶ୍ର - କିଏ ସେ ନୃଶଂସ ଅମଣିଷ | ଗୋଟାଏ ନିଷ୍ପାପ ଆଉ ନିରୀହ ଶିଶୁକୁ ନିର୍ମମ ଭାବେ ହତ୍ୟା କଲା ! ଶିଶୁ ଟିକେ ହତ୍ୟା କରିବାକୁ ଟିକେ ତା ହାତ ପଛ ଘୁଞ୍ଚା ଦେଲାନି !!!
ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଂଚଳର ସୁଣ୍ଢିମୁଣ୍ଡା ନାଳ ନିକଟରୁ ଜଣେ ନାବାଳକଙ୍କ ମୁଣ୍ଡବିହୀନ ଶବ…
ଓଡଗାଁ : ଥାନା ସାମ୍ନାରେ ମାଓପୋଷ୍ଟର
"ଅସାଧୁ ପୋଲିସ କର୍ମଚାରୀଙ୍କୁ ମିଳିବ ଦଣ୍ଡ"
ଓଡ଼ଗଁ : ୨୦୦୮ ମସିହା ଫ୍ରେବୁୟାରୀ ୧୫ ତାରିଖରେ ମାଓବାଦିଙ୍କ ନୟାଗଡ ଥାନା, ମହିପୁର ଫାଣ୍ଡି, ଦଶପଲ୍ଲା ଥାନା ଆକ୍ରମଣ ଓ ନୟାଗଡ ଅସ୍ତ୍ରାଗାର ଲୁଣ୍ଠନ ସହିତ ୧୪ଜଣ ପୋଲିସ କର୍ମଚାରୀ ଏବଂ ଦଶପଲ୍ଲାର ଜଣେ ସାଧାରଣ ନାଗରୀକଙ୍କୁ ବର୍ବର ପୂର୍ଣ୍ଣ…
ଟ୍ରକ ଧକ୍କାରେ ଝିଆରୀର ମୃତ୍ୟୁ, ବାପ ଝିଅ ଗୁରୁତର। ଟ୍ରକକୁ ଜାଳିଲେ ଉତ୍ୟକ୍ତ ଲୋକେ
ଯୋଡ଼ା :ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ରେଲୱେ ସାଇଡିଂ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ ସାଗରିକା ମହାକୁଡ଼ ନାମ୍ନୀ ଜଣେ ୧୩ ବର୍ଷୀୟା ବାଳିକାର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ନିକଟବର୍ତ୍ତୀ ଗୋବର୍ଦ୍ଧନପୁର ଗ୍ରାମର ବିଜୟ ମହାକୁଡ଼ ନିଜ ଝିଅ ବିଦ୍ୟୁସ୍ମିତା ଓ ଝିଆରୀ ସାଗରିକାକୁ ନେଇ ଏକ…
ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ସମ୍ବଲପୁର-ତାଳଚେର ରେଳପଥ ରେଢ଼ାଖୋଲ ଷ୍ଟେସନ ର 5କିଲୋମିଟର ଦୂର ହେମାମୁରା ଗ୍ରାମ ନିକଟରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି l ମୃତ ଯୁବକ ହେଲେ ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚୟତ ର ସାମସିଂହା ଗ୍ରାମର ସୁଜିତ ଦେହୁରୀ ଓରଫ କାଳିଆ…
ନୂତନ ଭାବେ ତିଆରି ହେଉଥିବା ପୋଲର ଛାତ ଭୁଶୁଡ଼ି ୩୦ ଶ୍ରମିକ ଆହତ
Sundargarh/Rourkela : ବଣେଇ ଉପଖଣ୍ଡର ଜାମଢ଼ି ରୁ କୁଞ୍ଚିପାଣି କୁ ସଂଯୋଗ କରୁଥିବା ରାସ୍ତା ଉପରେ କେନ୍ଦ୍ରୀୟ ଏନ.ବି.ସିସି ସଂସ୍ଥା ଦ୍ୱାରା ନୂତନ ଭାବେ ନିମିତ୍ତ ହେଉଥିବା ପୋଲର ଛାତ କାମ ହଉଥିବା ବେଳେ କୌଣସି କାରଣରୁ ହଠାତ ପୋଲ ର ଛାତ ଭୁଶୁଡି ପଡିବାରୁ ୩୦ ରୁ ଉର୍ଦ୍ଧ ଶ୍ରମିକ ଛାତ…