Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ନିଟ ଫଳ ବି ବାଉଳା, ଟପ୍ପରକୁ ନେଇ କୋଉଠି ଥୋଇଲା !!!
ଭାତ ହାଣ୍ଡି ଭିତରୁ ଗୋଟିଏ ଚିପି ଜାଣିଲା ପରି ଏବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ନିଟର ପରୀକ୍ଷାଫଳ ଦୋଷମୁକ୍ତ ବା ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି କହିବା ସମ୍ଭବପର ନୁହେଁ | କାରଣ ୬୫୦ ପାଇବା ପିଲା ଯଦି ୩୨୯ ପାଉଛି, ତେବେ ଆଉ ସେ ଫଳ ଭିତରେ କଣ କଣ ହୋଇନଥିବ ! ୧୬ ତାରିଖରେ ପ୍ରକାଶ…
କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କୋଭିଡ ପଜିଟିଭ୍
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏ ବିଷୟ ଘୋଷଣା କରିଛନ୍ତି | ପରୀକ୍ଷା ପରେ ତାଙ୍କର କରୋନା…
5718 କୋଟି ଟଙ୍କାର ‘ଷ୍ଟାର୍ସ’ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି
• ସ୍କୁଲ ଶିକ୍ଷାରେ ସୁଧାର ଲାଗି ବିଶ୍ୱ ବ୍ୟାଙ୍କ ସହାୟତାରେ ହେବ କାର୍ଯ୍ୟକାରୀ
• ପ୍ରକଳ୍ପରେ ଓଡ଼ିଶା ସମେତ ଛଅଟି ରାଜ୍ୟ ସାମିଲ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବିଶ୍ୱ ବ୍ୟାଙ୍କ ଠାରୁ 500 ନିୟୁତ ଆମେରିକୀୟ ଡଲାର (ପାଖାପାଖି 3700 କୋଟି ଟଙ୍କା) ଅର୍ଥରାଶି ସହାୟତାରେ 5718 କୋଟି…
ଖୋଲା ବଜାରରୁ 68,825 କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ 20 ରାଜ୍ୟକୁ ଅନୁମତି
ଓଡ଼ିଶା ସଂଗ୍ରହ କରିପାରିବ 2858 କୋଟି ଟଙ୍କାର ଋଣ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ 68,825 କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ 20ଟି ରାଜ୍ୟକୁ ଅନୁମତି ଦିଆଯାଇଛି। ଏହି 20ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ରହିଛି।…
ମଣିପୁର ଉପ ନିର୍ବାଚନ ପ୍ରଚାର ପତ୍ର ଉନ୍ମୋଚନ କଲେ ବୈଜୟନ୍ତ ପଣ୍ଡା
ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଣିପୁରରେ ହେବାକୁଥିବା ଉପ ନିର୍ବାଚନ ପାଇଁ ଦଳର ପ୍ରଚାର ପତ୍ର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀ ଚୟନ ସଂପର୍କିତ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ମଣିପୁରରେ ୫ଟି…
ଲକ୍ଷେ ଟଙ୍କିଆ ନୋଟରେ ମିଳିବ ଅଧକିଲେ ଚାଉଳ ବା ଦି କିଲୋ ଆଳୁ
କାରାକାସ୍: ଆର୍ଥିକ ଅସ୍ଥିରତା ଦେଇ ଗତି କରୁଥିବା ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଏବେ ଏକ ଲକ୍ଷ ଟଙ୍କିଆ ନୋଟ୍ ଛାପିବାକୁ ଯାଉଛି। ତେବେ ଏତେ ବଡ ନୋଟ୍ ସହିତ କେବଳ ଦୁଇ କିଲୋ ଆଳୁ କିମ୍ବା ଅଧା କିଲୋ ଚାଉଳ କ୍ରୟ କରାଯାଇପାରିବ | କ୍ରମାଗତ ଅର୍ଥନୀତିରେ ଅଧୋଗତି ଏବଂ ମୁଦ୍ରାର ଅବମୂଲ୍ୟାୟନ…
ଟ୍ରମ୍ପ ଓ ମେଲାନିଆଙ୍କୁ କରୋନା
ୱାଶିଂଟନ୍ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ସ କରୋନା ସଂକ୍ରମିତ ହେବା ପରେ ଆମେରିକାର ରାଷ୍ଟ୍ରପତି କରୋନା…
ଟିମ ନଡ୍ଡା : ଓଡିଶାରୁ ୪ ଜଣ
ବୈଜୟନ୍ତ ବଜାୟ ରଖିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ
ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ସମ୍ପାଦକ
ସଂସଦ ଅପରାଜିତା ଷଢଙ୍ଗୀ ଓ ସମ୍ବିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର
ନୂଆ ଦିଲ୍ଲୀ (ଶାସକ ପ୍ରଶାସକ ) : ବିଜେପିର ଜାତୀୟ ଟିମ ଘୋଷିତ ହୋଇଛି | ଟିମ ନଡ୍ଡାରେ ଓଡିଶାରୁ ୪…
ସାହସିକତା ପାଇଁ ମୂଷାକୁ ଗୋଲଡ଼ ମେଡାଲ
ନାମପେନ(ଏଜେନ୍ସି) : ସାହାସିକତା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥାଏ | ହେଲେ ମୂଷାକୁ ସାହାସିକତା ପାଇଁ ସ୍ବର୍ଣ୍ଣ ପଦକ ମିଳିବ କେବେ ଶୁଣିଛନ୍ତି !!! ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଓ ଅସ୍ୱାଭାବିକ ଲାଗିପାରେ | ହେଲେ ଏମିତି ହୋଇଛି | ଗୋଟାଏ ମୂଷା ଅନେକ ଲୋକଙ୍କ ଯବାନ…
ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ
• ଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ
• ଚଳିତବର୍ଷ ଆରମ୍ଭ ହୋଇଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାର କର୍ପୋରେସନର ସମୀକ୍ଷା
ନୂଆଦିଲ୍ଲୀ/ଭୁବନେଶ୍ୱର :…