Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ବ୍ୟାପୁଛି ଅଜଣା ରେ।ଗ, ମୁହଁ ମେ।ଡି ପଡୁଛନ୍ତି ଲେ।କ
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଚିକିତ୍ସା ପରେ ପ୍ରାୟ ୧୪୦ ଜଣ ରୋଗୀ…
ବିଏନଆର@୯୫ : ଅନେକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଆଉ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ସାନ୍ନିଧ୍ୟର ମୁକ ସାକ୍ଷୀ
୯୫ ବର୍ଷରେ ପୁରୀ ବିଏନଆର ହୋଟେଲ: ଭାରତରେ କେବଳ ରେଳବାଇ ସଂସ୍କୃତି ଓ ଐତିହ ହୋଟେଲ୍ |
ଏହି ଔପନିବେଶିକ ହୋଟେଲ ଉଚ୍ଚ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଛି |
ବିଗତ ଯୁଗର ଐତିହ ବହନ କରୁଥିବା ହୋଟେଲ ଅନେକଙ୍କ ପସନ୍ଦଯୋଗ୍ୟ |
ବିଏନଆର ହୋଟେଲ,…
କୋଭିଡ-19 ଟୀକା ଉପରେ କାର୍ଯ୍ୟ କରୁଥିବା ତିନୋଟି ଟିମ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ/ଶାସକ ପ୍ରଶାସକ : କୋଭିଡ-19 ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି ଦଳଗୁଡ଼ିକ ହେଲେ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ…
୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର-୨୦ ମାସ ସୁଦ୍ଧା ଭାରତ ସରକାରଙ୍କ ଖାତାର ମାସିକ ସମୀକ୍ଷା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ; ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ପର୍ଯ୍ୟନ୍ତ ଭାରତ ସରକାରଙ୍କର ମାସିକ ଖାତାକୁ ସମ୍ମିଶ୍ରଣ କରାଯାଇଛି ଏବଂ ଏହାର ରିପୋର୍ଟ ପ୍ରକାଶିତ ହୋଇଛି।
2020-21 ଆର୍ଥିକ ବର୍ଷର ଅକ୍ଟୋବର, ୨୦୨୦ ମାସ ସୁଦ୍ଧା ଭାରତ ସରକାର ମୋଟ ୭,୦୮,୩୦୦ କୋଟି ଟଙ୍କାର…
ମୋଦୀ ସୋସିଆଲ ମିଡିଆରେ ଦେଶର ସବୁଠାରୁ ଲୋକପ୍ରିୟ ରାଜନେତା
ନୂଆଦିଲ୍ଲୀ (ଏଜେନ୍ସି) : ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଟ୍ୱିଟର, ଗୁଗୁଲ୍ ସର୍ଚ୍ଚ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ସର୍ବାଧିକ ସଂଖ୍ୟକ ଟ୍ରେଣ୍ଡର ନେତୃତ୍ୱ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ରାଜନେତା ହୋଇ ରହିଛନ୍ତି ବୋଲି ଏକ…
ନସିରୁଦ୍ଧିନ ଶାହଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ନସିରୁଦ୍ଧିନ ଶାହଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର ପ୍ରଦାନ କରାଯାଇଛି । ସଂଗୀତ କଳାକେନ୍ଦ୍ର ପୁରସ୍କାର ଭର୍ଚୁଆଲ ଉତ୍ସବରେ ସଂଗୀତ କଳାକେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ପାଇଁ ନସିରୁଦ୍ଧିନଙ୍କ ନାମ…
ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି : ଆମର ପରୀକ୍ଷା ନେଲେ, ଦୃଢ଼ ଜବାବ ମିଳିବ
ସେନା ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ଯବାନଙ୍କ ସହିତ ନରହିଲେ ମୋର ଦୀପାବଳି ସମ୍ପୂର୍ଣ୍ଣ ହୁଏ ନାହିଁ : ଲୋଙ୍ଗେୱାଲା ପୋଷ୍ଟରେ କହିଲେ ପ୍ରଧାନମନ୍ତ୍ରୀ
‘ବିସ୍ତାରବାଦ ବିରୋଧରେ ଭାରତ ଦୃଢ଼ ପ୍ରତିରୋଧକାରୀ ଭାବେ ଛିଡ଼ା ହୋଇଛି’
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସେନାବାହିନୀ…
ବଦଳିଲା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନାମ, ହେଲା ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ
ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ହାଜିରା ଓ ଗୁଜରାଟର ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର କଲେ ଶୁଭାରମ୍ଭ
ବିଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ତା’ର ସାମୁଦ୍ରିକ ବାଣିଜ୍ୟ ସାମର୍ଥ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ…
ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ନୂଆ ମୋଡ : କମଲନାଥଙ୍କ ବାଟ ଓଗାଳିଲେ ନିର୍ବାଚନ କମିଶନ
ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା କଲେ ପ୍ରତ୍ୟାହାର
ନୂଆଦିଲ୍ଲୀ /ଶାସକ ପ୍ରଶାସକ : ଏକାଧିକ ମଡେଲ କୋଡ୍ ଉଲ୍ଲଂଘନ ଅଭିଯୋଗରେ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଷ୍ଟାର ପ୍ରଚାରକ…
ନୂଆଦିଲ୍ଲୀରେ ହାଇଡ୍ରୋଜେନ୍ ସିଏନଜି ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଐତିହାସିକ ପଦକ୍ଷେପ -ଧର୍ମେନ୍ଦ୍ର
• ପ୍ରଥମ ପର୍ଯ୍ୟାୟରେ ୫୦ଟି ବସରେ ପରୀକ୍ଷଣ
• ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବ
• ଆଇଓସିଏଲ ଏବଂ ଇନ୍ଦ୍ରପ୍ରସ୍ଥ କମ୍ପାନୀର ପଦକ୍ଷେପକୁ ପ୍ରଶଂସା
• ଭାରତକୁ ହାଇଡ୍ରୋକାର୍ବନ…