Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ମୈଦାନ ମାରିନେଲା କଂଗ୍ରେସ , ବିଜେପି ହାତରୁ ଛଡାଇନେଲା ଗୁରୁଦାସପୁର ଲୋକସଭା ଆସନ
ନୂଆଦିଲ୍ଲୀ : ବିଜେପି ନିରାଶ ହୋଇଛି, କାରଣ ପଞ୍ଜାବ ଗୁରୁଦାପୁର ଲୋକସଭା ଆସନରୁ କଂଗ୍ରେସ ଠାରୁ ସୋଚନୀୟ ଭାବେ ପରାଜୟବରଣ କରିଛି । ମୋଦି ମାଜିକ କାମ କଲାନାହିଁ ନିଜ ହାତ ରେ ଥିବା ଲୋକସଭା ଆସନଟକୁ ବଞ୍ଚାଇ ରଖିବା ପାଇଁ । ଜଣାଶୁଣା ଅଭିନେତା ବିନୋଦ ଖାନ୍ନାଙ୍କ ପରଲୋକ ହେବା ପରେ ପଞ୍ଜାବର…
ଓଡିଶା କ୍ୟାଡର ଆଇଏଏସ ଆଇ ଶ୍ରନିବାସ ହେଲେ କର୍ପୋରେଟ ବ୍ୟାପାର ସଚିବ
କେନ୍ଦ୍ର ବଜେଟ ଫେବୃୟାରୀରେ ଆଗତ ହେବାକୁ ଥିବା ବେଳେ ତାପୁର୍ବରୁ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ବୁଧବାରଦିନ ୧୧ଜଣ ସଚିବଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି । ମଣିପୁର କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ତଥା ପରିବେଶ ସଚିବ ଅଜୟ ନାରାୟଣ ଝାଙ୍କୁ କେନ୍ଦ୍ର ଅର୍ଥ…
ଗର୍ଭପାତ ଆଇନସିଦ୍ଧ ହୋଇ ବି ସ୍ଥିତି ଉଦବେଗଜନକ , ଭାରତରେ ପ୍ରାୟ ୬୦ପ୍ରତିଶତ ଗର୍ଭପାତ ନିରାପଦ ନୁହେଁ
ନୂଆଦିଲ୍ଲୀ : ଭାରତରେ ଗତ ୪୬ ବର୍ଷ ଧରି ଗର୍ଭପାତକୁ ଆଇନସିଦ୍ଧ କରାଯାଇଥିବା ବେଳେ ପ୍ରତିବର୍ଷ ହେଉଥିବା ଗର୍ଭପାତର ୬୦% ନିରାପଦ ନୁହେଁ । ତେଣୁ ଭାରତରେ ହେଉଥିବା ଅସୁରକ୍ଷିତ ଗର୍ଭପାତ, ଯେଉଁ ସବୁ ଦେଶରେ ଗର୍ଭପାତକୁ ବେଆଇନ ଘୋଷିତ କରାଯାଇଛି ସେ ସେବୁ ଦେଶରେ ହେଉଥିବା ଅସୁରକ୍ଷିତ…
ସମାଲୋଚନା ଓ ଜିଡିପି ହ୍ରାସ ପରେ ନରମିଲେ ସରକାର, ୨୭ଟି ଆଇଟମ ଉପରେ ଜିଏସଟି କମିଲା : କ୍ଷୁଦ୍ର ଓ ମଧ୍ୟମ ଫାର୍ମ…
ନୂଆଦିଲ୍ଲୀ :ବିନା ପ୍ରସ୍ତୁତିରେ ଓ ବଜାର ତଥା ବିକ୍ରେତା -କ୍ରେତାଙ୍କ ସାମର୍ଥ୍ୟକୁ ଅନୁଧ୍ୟାନ ନକରି ତରବରିଆ ଭାବେ ଦେଶରେ ଲାଗୁ ହୋଇଥିବା ଜିଏସଟି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେବା ପରେ କେନ୍ଦ୍ର ସରକାର ଏବେ ଟିକସ ହାରର ପୁନର୍ବିନ୍ୟାସ କରିବାକୁ ବାଧ୍ୟ…
ବ୍ୟାଙ୍କ ଆକାଉଂଟ୍ କାରବାର ନେଇ ୧୩ ବ୍ୟାଙ୍କରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲେ ସରକାର • ବିମୁଦ୍ରୀକରଣ ପରେ ସନ୍ଦେହ…
:ନକଲି କମ୍ପାନୀ ଏବଂ କଳା ଧନ ବିରୋଧୀ ଲଢେ଼ଇରେ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଭାରତ ସରକାର ବ୍ୟାଙ୍କ ଆକାଉଂଟ୍ କାରବାର ନେଇ ୧୩ ବ୍ୟାଙ୍କରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି । ବିମୁଦ୍ରୀକରଣ ପରେ ହୋଇଥିବା ଏହି କାରବାରରେ ୨,୦୯,୦୩୨ କମ୍ପାନୀର କାରବାର…
ଝିଅର ବ୍ୟକ୍ତିଗତ ଜୀବନ ଉପରେ ବାପାଙ୍କ ଜୋର ଚଳିବନି
ଭୁବନେଶ୍ୱର : ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦେଇଥିବା ନିର୍ଦ୍ଦେଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କେରଳ ରାଜ୍ୟରେ ଘଟିଥିବା ଲଭ୍ ଜିହାଦ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଛନ୍ତି । ଝିଅର ବାପାଙ୍କୁ ତାଗିଦ କରି କହିଛନ୍ତି ଯେ ଝିଅର…
୫ ରାଜ୍ୟରେ ବଦଳିଲେ ରାଜ୍ୟପାଳ, ଆସାମ ମିଶନ ପରେ ବନୱାରୀଲାଲଙ୍କୁ ତାମିଲନାଡୁ ଦାୟିତ୍ୱ
ନୂଆଦିଲ୍ଲୀ : ନିଜେ ଯିବାପରେ ଫାଙ୍କା ପଡିଥିବା ବିହାରର ରାଜ୍ୟପାଳ ପଦବୀରେ ବିଜେପିର ପୂର୍ବତନ ଉପସଭାପତି ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେବଳ ସେତିକି ନୁହେଁ, ବିହାର ସମେତ ୫ ରାଜ୍ୟର ରାଜ୍ୟପାଳ ଓ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ହୋଇଥିବା…
ନାରୀ ସଶକ୍ତିକରଣ ବାଲୁକା କଳାକୃତି
ନାଗାଲ୍ୟାଣ୍ଡର ଦୀମାପୁରଠରେ ଓଡିଶାର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ ସାହୁ ପବିତ୍ର ସାରଦୀୟ ଦୁର୍ଗାପୂଜା ଅବସରରେ ନାରୀ ସଶକ୍ତିକରଣ ସମ୍ପର୍କିତ ଥିମ୍ ଉପରେ ଏକ ବାଲୁକା କଳାକୃତି ପ୍ରଦର୍ଶନ କରୁଛନ୍ତି ।
ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ବାରଣାସୀ-ବଦୋଦରା ମହାମନା ଏକ୍ସପ୍ରେସ ଚଳାଚଳର…
ଭୁୁବନେଶ୍ୱର, - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୧୪ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ…
ନୌସେନାକୁ ଶକ୍ତିଶାଳୀ କରୁଛି ଚାଇନା: ଆମେରିକା
ଓ୍ବାଶିଂଟନ,୧।୯: ଚାଇନା ଏହାର ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେ ନିରନ୍ତର ସମରାଭ୍ୟାସ ଜାରି ରଖିବା ସହିତ ନୌସେନାକୁ ଶକ୍ତିଶାଳୀ କରୁଥିବା ଆମେରିକା କହିଛି। ଚାଇନା ପଶ୍ଚିମ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଭୂମଧ୍ୟ ସାଗର, ବାଲଟିକ୍ ସାଗର ଓ ୟୁରୋପର କେତେକ ସାମୁଦ୍ରିକ ସୀମାରେ…