Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
ଛେରା ପହଁରା କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ (ଶାସକ ପ୍ରଶାସକ ବ୍ୟୁରୋ) ପବିତ୍ର ରଥଯାତ୍ରା ଅବସରରେ ନୂଆଦିଲ୍ଲୀର ହଜଖାସ ସ୍ଥିତ ଜଗନ୍ନାଥ ଶ୍ରୀଜୀଉଙ୍କ ରଥ ଯାତ୍ରା ପାଳିତ ହୋଇ ଯାଇଛି | ଦିଲ୍ଲୀରେ ରହୁଥିବା ପ୍ରବସୀ ଓଡ଼ିଆଙ୍କ ସମେତ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ ପାଳିତ ହୋଇଥିବା ଏହି ଘୋଷ ଯାତ୍ରାରେ ମୁଖ୍ୟ…
ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ଭାରତକୁ 5 ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି କରିବାରେ ମହାରାଷ୍ଟ୍ରର ସହଯୋଗ ଉପରେ ହେଲା ଆଲୋଚନା ମହାରାଷ୍ଟ୍ର ବିକାଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ ଦିଗ ଉପରେ ଚର୍ଚା କଲେ ଦୁଇ ନେତା
ନୂଆଦିଲ୍ଲୀ/ ଭୁବନେଶ୍ୱର –ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାମହାରାଷ୍ଟ୍ରର ବିକାଶ ପାଇଁ…
ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସଜବାଜ
ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା:ଭାରତ-ସାଉଦି ସଂମ୍ପର୍କ ବୃଦ୍ଧି ପାଇଁ…
ନୂଆଦୀଲ୍ଲି/ଭୁବନେଶ୍ୱର, : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇଡେ଼୍ରାକାର୍ବନ କ୍ଷେତ୍ରରେ…
ଅଫିସରଙ୍କୁ ସଫଳତାର ଶ୍ରେୟ ଦେଲେ ପ୍ରଧାନମନ୍ତ୍ରୀ
ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଶାସନ କ୍ଷମତାସୀନ ଦଳ ପ୍ରତି ଲୋକମାନଙ୍କ ପୁନଃ ଆସ୍ଥା ପ୍ରକଟର ଶ୍ରେୟ ଅଧିକାରୀମାନଙ୍କର: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ(ଏସପିବ୍ୟୁରୋ) ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଦେଶର ଜନସାଧାରଣ କେନ୍ଦ୍ରରେ…
ନୂଆ ଜିଏସଟି ରିଟର୍ଣ୍ଣ ପାଇଁ ଟ୍ରାଞ୍ଜିସନ ପ୍ଲାନ
ନୂଆଦିଲ୍ଲୀ : ଟିକସଦାତାମାନଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଜିଏସଟି ପରିଷଦର ୩୧ତମ ବୈଠକରେ ନୂଆ ଜିଏସଟି ରିଟର୍ଣ୍ଣ ବ୍ୟବସ୍ଥା ପ୍ରଚଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ଟ୍ରାଞ୍ଜିସନକୁ ସରଳ କରିବା ଲାଗି ଏକ ଟ୍ରାଞ୍ଜିସନ ଯୋଜନା ପ୍ରସ୍ତୁତ କରାଯାଇଛି ।…
ଗଠିତ ହେଲା ବିଜେପି ପାର୍ଲାମେଣ୍ଟାରୀ ପାର୍ଟୀ କାର୍ଯ୍ୟକାରିଣୀ କମିଟି
ଓଡିଶାରୁ ସୁରେଶ ସଚେତକ, ଧର୍ମେନ୍ଦ୍ର ଓ ଜୁଏଲ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ
ନୂଆଦିଲ୍ଲୀ( ଶାସକ ପ୍ରଶାସକ ବ୍ୟୁରୋ ) ବିଜେପି ସଂସଦୀୟ ଦଳ କାର୍ଯ୍ୟକାରୀଣୀ କମିଟି ଗଠିତ ହୋଇଛି । ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସଭାପତି ଭାବେ ଅମିତ ଶାହା, ଲୋକସଭରେ ଉପନେତା…
ଆମେରିକା ଉର୍ଜା ସଚିବଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଟେଲିଫୋନ ଆଲୋଚନା
ଆମେରିକା ସହ ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସୁଦୃଢ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– ଆମେରିକାର ଶକ୍ତି ସଚିବ ରିକ୍ ପେଁରିଙ୍କ ସହ ଟୋଲିଫୋନ ଯୋଗେ କଥା ହୋଇଛନ୍ତି ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀ…
“ଆୟୁଷ୍ମାନ ଭାରତ” : ଓଡ଼ିଶା ସମେତ 4ଟି ରାଜ୍ୟକୁ ଯୋଜନାରେ ସାମିଲ ପାଇଁ ନିଆଯାଉଛି ପଦକ୍ଷେପ
ରାଜ୍ୟ ଯୋଜନା ସହିତ ମିଶ୍ରଣ କରାଯାଇ କାର୍ଯ୍ୟକାରୀ ହେବ ଗୋଟିଏ ଯୋଜନା
ନୂଆଦିଲ୍ଲୀ (ଏସ ପି ବ୍ୟୁରୋ) : ଓଡ଼ିଶାରେ "ଆୟୁଷ୍ମାନ ଭାରତ" ଯୋଜନା କାର୍ଯ୍ୟକାରୀ ହେବ | ରାଜ୍ୟ ଯୋଜନା ସହିତ ମିଶ୍ରଣ କରାଯାଇ କାର୍ଯ୍ୟକାରୀ ହେବ ଗୋଟିଏ ଯୋଜନା | ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର…