Browsing Category

ଜାତୀୟ/ଆନ୍ତର୍ଜାତୀୟ

ଝଟକା :  ଭାରତର ଆର୍ଥିକ ଅଭିବୃଦ୍ଧି ହାର କମାଇଲା ମୁଡିଜ 

  ନୂଆଦିଲ୍ଲୀ : ଭାରତର ଆର୍ଥିକ ବ୍ୟବସ୍ଥା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ମୋଦି ସରକାରକୁ ଆଉ ଗୋଟେ ଝଟକା ଦେଇଛି ମୁଡିଜ | ପୂର୍ବରୁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୫.୮% ରହିବ ବୋଲି କହିଥିବା ମୋଡିଜ ଇନଭେଷ୍ଟର ସର୍ଭିସେସ ତାକୁ କମାଇ ୫.୬% ରହିବ ବୋଲି ଆଜି କହିଛି | ମୁଡିଜ…

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବୋଲସୋନରୋ 

ବ୍ରାସିଲିଆ:  ଆଗାମୀ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନରୋ | ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ବ୍ରାଜିଲ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରମୁଖ୍ୟ ବୋଲସୋନରୋଙ୍କୁ ସାକ୍ଷାତ କରି ଏହି ନିମନ୍ତ୍ରଣ…

ରେଳବାଇର ଡ଼ିସକାଉଣ୍ଟ ଅଫର : ଅପ ଟୁ ଫିଫ୍ଟି ପରସେଣ୍ଟ 

ଦିଲ୍ଲୀ : ରେଳବାଇ ଆଣିଛି ଅଫର | ଲୋକଙ୍କୁ ଦେବା ଟ୍ରେନ ଟିକେଟରେ ରିହାତି | ଆଉ ଏଇମାସ ଶେଷ ଆଡକୁ ଲାଗୁ ହେବ ଏହି ଡ଼ିସକାଉଣ୍ଟ ଅଫର | ଆଉ ଏହି ଡ଼ିସକାଉଣ୍ଟ ଶତାବ୍ଦୀ, ଗତିମାନ, ତେଜସ, ଡବଲ ଡେ଼କାର, ଇଣ୍ଟରସିଟି ଟ୍ରେନ ଆଦିରେ ଥିବା ଏସି ଚେୟାର କାର ଆଉ ଏକଜେକ୍ୟୁଟିଭ ଚେୟାର କାର ପାଇଁ…

ଲୋକଙ୍କ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରର ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବେ ବ୍ୟବହାର କରାଯାଇପାରିବ  ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ…

ଐତିହାସିକ : ମୋଦି-ଶାହା ମାଇଲେ କତୁରୀ, ଉଠିଲା ତିନିଶ ସତୁରି

ଭାରତୀୟ ସ୍ଵାଧୀନୋତ୍ତର ଇତିହାସରେ ସର୍ବବୃହତ ବଳିଷ୍ଠ ନିଷ୍ପତ୍ତିକବର ପାଇଲା ଜାମୁ-କାଶ୍ମୀରର ରାଜ୍ୟ ପରିଚୟ, ଧାରା ୩୭୦ ଓ ୩୫ ଏ ଲାଦଖ ଓ ଜାମ୍ମୁ-କାଶ୍ମୀର ହେଲେ କେନ୍ଦ୍ର ଶାସିତ ଅଂଚଳବିଜୁ ଜନତା ଦଳର ଦମଦାର ସମର୍ଥନ ନୂଆଦିଲ୍ଲୀ: ପୂର୍ଣ୍ଣଛେଦ ପଡ଼ି଼ଛି ସବୁ କଳ୍ପନା କଳ୍ପନାଜଳ୍ପନାରେ |…

ଭାରତର ପ୍ରଗତିଶୀଳ ଉର୍ଜା କ୍ଷେତ୍ର ବିଦେଶୀ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିଛି – ଧର୍ମେନ୍ଦ୍ର ପ୍ରଧାନ

ବ୍ଲୁମବର୍ଗ ଏନ୍ଇଏଫ୍ ସମିଳନୀରେ କେନ୍ଦ୍ରମନ୍ତ୍ରୀ  ଦେଶର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇ ଦେବା ପାଇଁ କେନ୍ଦ୍ରbସରକାର ପ୍ରତିଶ୍ରୁତିବଦ୍ଧ ଦେଶର ଉର୍ଜା ସୁରକ୍ଷା ଏବଂ ସ୍ଥାୟୀ ଉର୍ଜା ଉବିଷ୍ୟକୁ ସୁନିଶ୍ଚିତ  କରିବା ପାଇଁ ଉଭୟ ଘରୋଇ ଏବଂ ବିଦେଶୀ…

କର-ନାଟକ ନାଟକରେ ନୂଆ ମୋଡ, ଆଉ ୧୪ ଜଣଙ୍କ ସଭ୍ୟପଦ ରଦ୍ଦ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭାର ବାଚସ୍ପତି  କେ ରମେଶ କୁମାରଙ୍କ ଦ୍ୱାରା କଂଗ୍ରେସର ୧୭ ବାଗୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନିଷ୍ପତ୍ତି ସେମାନଙ୍କ ପାଇଁ ସଜା ହୋଇଥିବା ବେଳେ  ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଛି, ଏହା ନିଃସନ୍ଦେହ | ହେଲେ ବିଜେପି ଓ…

ସବୁ ଘରେ ୨୦୨୪ ସୁଦ୍ଧା ଜଳ ପହଁଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟ ବଢ଼ାଇଲା ସହଯୋଗର ହାତ

ଜଳଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର  – ୨୦୧୯-୨୦ କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଂଚାଇବାର ଲକ୍ଷ୍ୟ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତଥା ଇସ୍ପାତ ମନ୍ତ୍ରଣାଳୟକୁ ମିଶି ମିଶନ ମୋଡରେ କାମ କଲେ…

ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ସ୍କିଲ୍ ଗ୍ୟାପ୍ ହ୍ରାସ କରିବା ଉପରେ ଦେଲେ ଗୁରୁତ୍ୱ ନୂଆଦିଲ୍ଲୀ/ଭୁବନେଶ୍ୱର,– ସ୍କିଲ୍ ଗ୍ୟାପ୍ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ  କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା…