Sign in
Sign in
Recover your password.
A password will be e-mailed to you.
Browsing Category
ଜାତୀୟ/ଆନ୍ତର୍ଜାତୀୟ
୪୧୪ କୋଟି ଫାଂକି ଦେଶରୁ ଫେରାର ରାମଦେବ ଇନ୍ଟରନ୍ୟାଶନାଲ ଲିମିଟେଡ଼
୪ବର୍ଷ ପରେ ନିଘୋଡ଼ ନିଦରୁ ଉଠି ଅଭିଯୋଗ ଦାଖଲ କଲା ଷ୍ଟେଟ ବ୍ୟାଙ୍କ
ପୁଣି ଜଣେ ଫେରାର ଦେଶରୁ ୪୧୪ କୋଟି ଟଙ୍କା ଲୁଟ କରି | ଏଥର ପଦାକୁ ଆସିଥିବା ଫେରାର ବ୍ୟାଙ୍କ ଋଣ ଖିଲାପକାରୀ ହେଉଛନ୍ତି ବାସମତି ଚାଉଳ ରପ୍ତାନି କରୁଥିବା ରାମଦେବ ଇନ୍ଟରନ୍ୟାଶନାଲ ଲିମିଟେଡ଼ ସତ୍ତ୍ୱାଧିକାରୀ ସୁରେଶ…
ଆଇଏଏଫ ମିଗ-୨୯ (UPG) ବିମାନ ଦୁର୍ଘଟଣା: କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ
ପଞ୍ଜାବ : ବାୟୁସେନାର ଏକ ଲଢୁଆ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଛି | ଆଜି ସକାଳ ୧୦ଟା ୪୫ ବେଳେ ପଂଜାବର ସହିଦ ଭଗତ ସିଂ ନଗର ନିକଟସ୍ଥ ଛୁଆରପୁର ଏକ ଫାର୍ମ ନିକଟରେ ଘଟିଛି ଏହି ଅଘଟଣ | ଗ୍ରାମବାସୀ ମାନେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି | ବିମାନ ଚାଲକ ନିରାପଦରେ ଅବତରଣ…
ଅଗଷ୍ଟ ୨୩ରେ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା
ନୂଆଦିଲ୍ଲୀ (ଏସପିବି): ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଅଗଷ୍ଟ ୨୩ରେ ହେବ | ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିସଙ୍କ | ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ମନ୍ତ୍ରୀ ଶ୍ରୀ ନିସଙ୍କ ୱେବନିଅର ମାଧ୍ୟମରେ ଆଲୋଚନା ବେଲେ କହିଥିଲେ ଯେ, ନିଟ ପରୀକ୍ଷା 26…
ଲକଡାଉନ ଅବଧି ମେ ୨୯ ପର୍ଯ୍ୟନ୍ତ ବଢ଼ାଇଲେ ତେଲେଙ୍ଗାନା ସରକାର
ହାଇଦ୍ରାବାଦ : ତେଲେଙ୍ଗାନା ସରକାର ବଢ଼ାଇଲେ ଲକ ଡାଉନ ଅବଧି | ରାଜ୍ୟରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନକୁ ବଢାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି | ଲକ ଡାଉନକୁ ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ…
ଦୀର୍ଘଦିନର ଅନୁପସ୍ଥିତି ପରେ ଆବିର୍ଭାବ ହେଲେ ଚର୍ଚ୍ଚିତ କିମ
ଗୁରୁତର ଥିବା ବା ନିଧନ ହୋଇଥିବା ନେଇ ହେଉଥିଲା କଳ୍ପନା ଜଳ୍ପନା
ପ୍ୟୋଙ୍ଗୟାଙ୍ଗ(ବ୍ୟୁରୋ) : ଉତ୍ତର କୋରିଆର ଚର୍ଚିତ ତଥା ବିବାଦୀୟ ନେତା କିମ ଜଂଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ନାନା କଳ୍ପନା ଜଳ୍ପନା କାରି ରହିଥିବା ବେଳେ ଏପରିକି କିମ ମରିଯାଇଥାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି…
କରୋନାର ପ୍ରାବଲ୍ୟ ସତ୍ତ୍ୱେ ମହାରାଷ୍ଟ୍ରରେ ହେବ ନିର୍ଵାଚନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଭାରତର ନିର୍ବାଚନ କମିଶନଙ୍କ ନେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ଆଶଙ୍କିତ ସାମ୍ବିଧାନିକ ଅନିଶ୍ଚିତତା ଏଡ଼ାଇବା ପାଇଁ ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ | ରାଜ୍ୟରେ କରୋନାର ପ୍ରାବଲ୍ୟ ସତ୍ତ୍ୱେ ଏହି ନିର୍ବାଚନ କରାଇବା ପାଇଁ ମେ…
ରୁଷିଆ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ
ମସ୍କୋ : କରୋନା ରୋଗରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ନିକଟରେ ହୋଇଥିବା ପରୀକ୍ଷାରୁ ତାଙ୍କ ଦେହରେ କରୋନା ପଜିଟିଭ ଥିବା ନିଜେ ସୂଚନା…
କର୍ମଚାରୀଙ୍କ ଦରମା କାଟ ସମ୍ପର୍କିତ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ
ତିରୁବନନ୍ତପୁରମ/ଏସପିବି - ବିରୋଧୀ କଂଗ୍ରେସ ଓ ବିଜେପିର ବିରୋଧ ସତ୍ତ୍ୱେ ସରକାରୀ କର୍ମଚାରୀଙ୍କ ଦରମା କାଟିବା ପାଇଁ କେରଳ ସରକାରଙ୍କ ଦ୍ୱାରା ଜାରି ଏକ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ମଞ୍ଜୁରୀ ଦେଇଛନ୍ତି | ଏହି ଅଧ୍ୟାଦେଶ ବଳରେ ଜାରି ରହିଥିବା ଏହି କରୋନା ମହାମାରୀ…
ଟେଲିଫୋନରେ ହସିନାଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ (ଏସପିବି) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କ ସହ କଥାବାର୍ତ୍ତା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ, ଭାରତବାସୀଙ୍କ ତରଫରୁ ଏବଂ ନିଜ ତରଫରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶବାସୀଙ୍କୁ…
ସତର୍କ ଘଣ୍ଟି : ଭାରତରେ ଚିହ୍ନଟ ହେଲା କରୋନା nCoV19ଭୁତାଣୁ !
NewDelhi/SPB : ଭାରତ ରେ ଦୁଇ କୋରୋନା ରୋଗୀ ଚିହ୍ନଟ ହୋଇଛି , ନିଶ୍ଚିତ ଭାବେ ଏହା ଏକ ସତର୍କ ଘଣ୍ଟି ସମସ୍ତଙ୍କ ପାଇଁ | ଖୋଦ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସୂଚନା ଦିଆ ଯାଇଛି | ମଂତ୍ରଣାଳୟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ nCoV19କରୋନା ଭୁତାଣୁ ଭାରତରେ ଚିହ୍ନଟ…