ନୂଆଦିଲ୍ଲୀ (ଏସପିବି): ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଅଗଷ୍ଟ ୨୩ରେ ହେବ | ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିସଙ୍କ | ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ମନ୍ତ୍ରୀ ଶ୍ରୀ ନିସଙ୍କ ୱେବନିଅର ମାଧ୍ୟମରେ ଆଲୋଚନା ବେଲେ କହିଥିଲେ ଯେ, ନିଟ ପରୀକ୍ଷା 26 ଜୁଲାଇ 2020ରେ ଅନୁଷ୍ଠିତ ହେବ। ସେହିପରି ଜେଇଇ ମେନ ପରୀକ୍ଷା 18, 20, 21, 22, 23 ଜୁଲାଇ, 2020ରେ ଅନୁଷ୍ଠିତ ହେବ। ଜେଇଇ (ଆଡଭାନ୍ସ) ପରୀକ୍ଷା ଅଗଷ୍ଟରେ ଅନୁଷ୍ଠିତ ହୋଇପାରେ । ସେ କହିଥିଲେ ଯେ ୟୁଜିସି ନେଟ 2020 ଏବଂ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।
Sign in
Sign in
Recover your password.
A password will be e-mailed to you.
Next Post