Browsing Category

ଜାତୀୟ/ଆନ୍ତର୍ଜାତୀୟ

ଲେହ ଜେନେରାଲ ହସ୍ପିଟାଲ ଅବସ୍ଥା ନେଇ ଭାରତୀୟ ସେନାର ସ୍ପଷ୍ଟିକରଣ

ନୂଆଦିଲ୍ଲୀ/ ଏସପିବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲେହ ଗସ୍ତ କାଳରେ ପରିଦର୍ଶନ କରିଥିବା ଲେହ ଜେନେରାଲ ହସ୍ପିଟାଲର ଅବସ୍ଥା ନେଇ କେତେକ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଦୃଷ୍ଟିଗୋଚର ହୋଇଛି । ଆମ ସଶସ୍ତ୍ର ସେନାର ସାହସିକ ଯବାନଙ୍କ ଚିକିତ୍ସା ନେଇ ଏଭଳି…

ଚଳିତବର୍ଷ ସେପ୍ଟେମ୍ବର 15 ଯାଏଁ ଚାଲିବ 2021 ପଦ୍ମ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟା 

ନୂଆଦିଲ୍ଲୀ (ଏସପିବି)  2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍‌ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ ।…

ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ବଡ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ

ଆନ୍ତର୍ଜାତିକ ଉର୍ଜା ଏଜେନ୍ସି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ୱେବିନାର୍ • କରୋନା ବେଳେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ଆନ୍ତର୍ଜାତିକ ଉର୍ଜା ଏଜେନ୍ସିର ପ୍ରଶଂସା • ପରିବର୍ତିତ ବିଶ୍ୱ ଗ୍ୟାସ ବଜାରର ଦୃଶ୍ୟପଟ୍ଟରେ ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି ତିଆରି କରିବା ଉପରେ…

ବାରାମୂଳା ନୌଗାମ ସେକ୍ଟରରେ ଉତ୍ତେଜନା 

ନୂଆଦିଲ୍ଲୀ(ଏଜେନ୍ସି)  ପାକିସ୍ଥାନ ଉଲ୍ଲଙ୍ଘନ କରିଛି ଯୁଦ୍ଧବିରତି | ଆଜି ଭୋର ସମୟରେ ବାରାମୁଳା ନୌଗାମ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ହୋଇଛି ଏହି ଉଲ୍ଲଂଘନ | ପାକଁ ସେନା ପକ୍ଷରଯୁ ଗୋଳା ବର୍ଷଣ, ଭାରତୀୟ ସେନାର ପାଲଟା ଉତ୍ତର |

ଭାରତ-ଚାଇନା ସୀମା ଉତ୍ତେଜନା ପ୍ରସଙ୍ଗ : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଭାରତ- ଚୀନ ସୀମାରେ ସୃଷ୍ଟ ପରିସ୍ଥତି ଉପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ ବୈଠକ | ଆଜି ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଭାପତିମାନେ ଯୋଗ ଦେବେ | ଭିଡିଓ କନଫରେନସିଂରେ ଅନୁଷ୍ଠିତ…

 ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

 ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତି ନିମନ୍ତେ କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରିବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି : ପ୍ରଧାନମନ୍ତ୍ରୀ • କୋଇଲା କ୍ଷେତ୍ରରେ ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟ ଭାରତ ସମେତ ଜନଜାତି କ୍ଷେତ୍ର…

ରେକର୍ଡ ଭାଙ୍ଗିଲା କରୋନା :  ଦିନକରେ  ପ୍ରାଣ ହରାଇଲେ ୨୦୦୩ ଜଣ 

ନୂଆଦିଲ୍ଲୀ (ଏସପିବି ) : ସବୁ ଦିନର ରେକର୍ଡକୁ ଭାଙ୍ଗି ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  କରୋନାରେ ପ୍ରାଣ ହରାଇଛନ୍ତି ୨୦୦୩ ଜଣ |  ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧,୯୦୩ରେ ପହଂଚିଛି | ଏହା ସହିତ ଗତ ୨୪ ଘଣ୍ଟା  ମଧ୍ୟରେ ୧୦, ୯୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ କୋଭିଡ-19 ମୃତକଙ୍କ…

ନୂଆଦିଲ୍ଲୀ : ଜୁନ 14ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଏବଂ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ (କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବେସରକାରୀ) ଆଜିଠାରୁ ଏହି ନିର୍ଦ୍ଦେଶକୁ ପାଳନ କରିଛନ୍ତି । ହସ୍ପିଟାଲର…

ରାଜନୈତିକ ମତଭେଦରୁ ଊର୍ଦ୍ଧ୍ଵରେ ରହି ଜନସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ସମସ୍ତ ଦଳକୁ ନିବେଦନ କଲେ ଶାହ

ଦିଲ୍ଲୀରେ କୋଭିଡ-19 ପରିସ୍ଥିତି ସମ୍ପର୍କରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ  • ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏହି ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଲଢିବାକୁ ହେବ • ରାଜନୈତିକ ଏକତା ଜନସାଧାରଣଙ୍କ ଆସ୍ଥା…

ହ୍ୟାଟ୍ରିକ ମାରିଲା କରୋନା

ନୂଆଦିଲ୍ଲୀ ( ଏସପିବି)  ଲଗାତାର ତୃତୀୟ ଦିନ ପାଇଁ ୧୧ହଜାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୧୧, ୫୦୨ ଜଣ |  ଫଳରେ ଆଜି କୋବିଦ-୧୯ ଟାଲି ପହଂଚିଛି ୩,୩୨,୪୨୪ ରେ | ଆଉ ମୃତ୍ୟୁ ସଂଖ୍ୟା ପହଂଚିଛି ୯୫୨୦ | ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦% ଅର୍ଥାତ…