Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପିଏନବି କଟକ ପକ୍ଷରୁ ରିଟେଲ ଆଉଟ୍ ରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ: ଦେଶର ଅଗ୍ରଣୀ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ କଟକର ରଶ୍ମି ପ୍ୟାଲେସଠାରେ ଏକ ରିଟେଲ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଏନବିର ବିଭିନ୍ନ ଖୁଚୁରା ଉତ୍ପାଦ ଯେପରି ଗୃହ ଋଣ, କାର ଋଣ ଏବଂ ଶିକ୍ଷା ଋଣ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ସେମାନଙ୍କ…
ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ଦ୍ୱାରା ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ କର୍ମଶାଳା ଉଦ୍ଘାଟିତ।
- ଶକ୍ତି ପରିବର୍ତ୍ତନ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ
- ଶକ୍ତି ପରିବର୍ତ୍ତନରେ ଓଡ଼ିଶା ନେତୃତ୍ୱ ନେଉଛି
ଭୁବନେଶ୍ୱର, ୧୮ ଜୁଲାଇ ୨୦୨୫ — ଭୁବନେଶ୍ୱରର ମେଫେୟାରରେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ…
ବର୍ଷେ ପରେ ଆରମ୍ଭ ହେଲା ଧରଣୀଧର ବିଶ୍ଵବିଦ୍ୟାଳୟରେ ଆଇସିସି ପ୍ରହସନ।
ପ୍ରଶାସନ ସ୍ଥିତି ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି ବୋଲି ଗୁରୁତର ଅଭିଯୋଗ।
କେନ୍ଦୁଝର,ତା୧୮/୭- ଚଳିତ ମାସ ୧୨ ତାରିଖରେ ହଠାତ ଶୋଇ ପଡ଼ିଥିବା ଧରଣୀଧର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଉଠି ପଡ଼ି ଏକ ଆଇସିସି କମିଟି ବୈଠକ ଡାକିଥିଲେ। ଛାତ୍ରୀ କିମ୍ବା ମହିଳା କର୍ମଚାରୀ ଯୌନ ନିର୍ଯ୍ୟାତନାର…
ବେଦାନ୍ତ ଆଲୁମିନିୟମ କଳାହାଣ୍ଡିରେ ଏକ ବୃହତ ବହୁ – ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରୁଛି
ଲାଞ୍ଜିଗଡ଼, ୧୮ ଜୁଲାଇ ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପ୍ରୋଜେକ୍ଟ ଆରୋଗ୍ୟ ଅନ୍ତର୍ଗତ ଏକ ବୃହତ ବହୁ - ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଅବହେଳିତ ଅଞ୍ଚଳଗୁଡ଼ିକୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଜର ପ୍ରତିବଦ୍ଧତାକୁ…
ଓଡ଼ିଶା ବନ୍ଦକୁ ସଂପୂର୍ଣ୍ଣ ରୂପେ ସଫଳ କରିଥିବା ହେତୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ଧନ୍ୟବାଦ ଦେବା…
ମୋହନ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛନ୍ତି : ମିଳିତ ବିରୋଧୀ ଦଳ
ବିଚାର ବିଭାଗୀୟ ତଦନ୍ତ ନ ହେବା ଯାଏ ଆନ୍ଦାନଳ ଚାଲୁ ରହିବ। : ମିଳିତ ବିରୋଧୀ ଦଳ
ଭୁବନେଶ୍ବର, ତାରିଖ: ୧୭.୦୭.୨୦୨୫ : ଆଜି ଜୁଲାଇ ୧୭, ୨୦୨୫ରେ ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର…
କଂଗ୍ରେସ ବନ୍ଦ୍ ଡାକରା ଓଡ଼ଗାଁରେ ଚକ ଅଖ ବନ୍ଦ୍
ଓଡ଼ଗାଁ,୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ଏଫ୍ଏମ୍ ସ୍ବୟଂ ଚାଳିତ ମହାବିଦ୍ୟାଳୟ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତୀ ଘଟଣା ପ୍ରତିବାଦରେ କଂଗ୍ରେସ ଦଳର ବନ୍ଦ୍ ଡାକରାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ଯାନ ବାହାନ ଚଳାଚଳ ବନ୍ଦ୍ ରହିଥିବା ବେଳେ ବ୍ଳକର ଗ୍ରାମାଞ୍ଚଳ ମାନଙ୍କରେ ଏହା ପ୍ରଭାବ…
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ସ୍ବାମୀଙ୍କ ଅକାଳ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ମିଳିଲା ୨ଲକ୍ଷ ଟଙ୍କା
ଓଡ଼ଗାଁ,୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକ ଗୁମୀ ପଞ୍ଚାୟତ କଲିଆ ନିକଟ ରାଣୀଗମା ଗାଁର ଅନୁସୂଚିତ ଜନଜାତି ମହିଳାଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଓଡ଼ଗାଁ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ୨ ଲକ୍ଷ୍ୟ ଟଙ୍କାର ଚେକ୍ ପ୍ରଦାନ…
ପୁରୀରେ ଓଡ଼ିଶା ବନ୍ଦକୁ ବିପୁଳ ଜନସମର୍ଥନ; ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବି କଲା କଂଗ୍ରେସ
ପୁରୀ, ୧୭/୭ : ଗୁରୁବାର କଂଗ୍ରେସ ଓ ବାମଦଳ ଦ୍ୱାରା ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦକୁ ସାରା ରାଜ୍ୟରେ ବ୍ୟାପକ ଜନସମର୍ଥନ ମିଳିଛି। ଯେଉଁଥିରେ ପୁରୀ ଜିଲ୍ଲାରେ ମଧ୍ୟ ଉଲ୍ଲେଖନୀୟ ଅଂଶଗ୍ରହଣ ରହିଛି। ବାଲେଶ୍ୱରର ଏଫଏମ କଲେଜର ଛାତ୍ରୀ ସୌମ୍ୟଶ୍ରୀ ବିସିଙ୍କ ପାଇଁ ନ୍ୟାୟ ଦାବିରେ ଏହି ବନ୍ଦ…
ବିଜେପୁର ରେ ଓଡିଶା ବନ୍ଦ ସଫଳ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଠାରେ ବାଲେଶ୍ବର ରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ପ୍ରସଙ୍ଗକୁ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି ।ଆଜି ସକାଳୁ ବିଜେପୁର ବାର ଆଶ୍ସୋସିଏସନ ର ଉପସଭାପତି ଅରବିନ୍ଦ ପଧାନ ଙ୍କ ନେତୃତ୍ବରେ ସକାଳ ୬ ଟାରୁ ଦୋକାନ ବଜାର ବନ୍ଦ କରିଥିଲେ ବିଜେପୁର…
ବେଲଗୁଣ୍ଠାରେ କୁକୁର କାମୁଡ଼ାରେ ୧୪ ଆହତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ):ଗତ ଦୁଇଦିନ ମଧ୍ୟରେ ବେଲଗୁଣ୍ଠାରେ ଏକ ପାଗଳ କୁକୁର କାମୁଡ଼ାରେ ୧୪ ଜଣରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ବେଳେ ଆଜି ପାଗଳ କୁକୁରଟିକୁ ଲୋକେ ପିଟି ପିଟି ମାରିଦେଇଥିବା ଜଣାପଡିଛି I ଖବରରୁ ପ୍ରକାଶ ଯେ ଗତକାଲି ବେଲଗୁଣ୍ଠାର ଆଳିଆ ସାହି,ନୁଆଁ ବନ୍ଧ ଏବଂ ହାଟପଦା…