Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ଗାଁ ସମିତି ସଭ୍ୟଙ୍କ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ
ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଆଗ୍ରହକୁ ଗୁରୁତ୍ବ ଦେଇ ଓଡ଼ଗାଁ ପଞ୍ଚାୟତ ସମିତି ସଭ୍ୟମାନେ ରବିବାର ନୟାଗଡ଼ ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ । ସଭ୍ୟମାନେ ବୃଦ୍ଧା ଶ୍ରମ ବୁଲିବା ସହିତ…
ବାହାଡାଝୋଲା ପିଏଚସି କୁ ସିଏଚସି କରିବା ସହିତ ବିଶେଷଜ୍ଞ ଓ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି
ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଳର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବାହାଡାଝୋଲା ଠାରେ ଅବସ୍ଥିତ କଷ୍ଟି ଡାକୁଆ ପିଏଚସି କୁ ସିଏଚସି ରେ ପରିଣତ କରିବା ସହିତ ଏଠାରେ ବିଶେଷଜ୍ଞ ସ୍ଥାୟୀ ଡାକ୍ତର…
ଓଡ଼ଗାଁ ଘରୋଇ ବସ୍ ମାଲିକ ସଂଘର ବନ୍ଧୁ ମିଳନ ଉତ୍ସବ
ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଘରୋଇ ବସ୍ ମାଲିକ ସଂଘର ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ହ୍ବାଇଟ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ସଂଘର ସଭାପତି ଶ୍ରୀଧର ପ୍ରଧାନ ଏବଂ ସମ୍ପାଦକ ମୁନା ବାବୁଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି…
ଜିଲ୍ଲାସ୍ତରୀୟ ନିଷ୍ଠା -ସମତା ଓ ଅନ୍ତର୍ନିବେଶୀ ଶିକ୍ଷା କର୍ମଶାଳା ଉଦ୍ଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର ) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ୨୨ ଜୁଲାଇ ତାରିଖରୁ ଆରମ୍ଭ ହୋଇଥିବା ପାଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ ନିଷ୍ଠା -ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ଗୋଷ୍ଠୀ…
ମାନବ ଚାଲାଣ ରୋକିବା ଏବଂ ଦୁର୍ବଳ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାରେ ସମ୍ପ୍ରଦାୟ-ଆଧାରିତ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ…
https://youtu.be/hyJsaMLzKe8
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଏକ ଆଲୋଚନା ଚକ୍ର ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯକ୍ରମରେ…
ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ
ପଦ୍ମପୁର :- ପଦ୍ମପୁର ବୁଡ଼ସମ୍ବର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ' ସିରଜିନା ' ତରଫରୁ ଆଗାମୀ ଅଗଷ୍ଟ ୧ ତାରିଖ ତଥା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ କୁ ' ସମ୍ବଲପୁରୀ ଦିନ ' ଭାବରେ ପାଳନ କରିବା ପାଇଁ ଅନୁଷ୍ଠାନର ସଭାପତି…
ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ବିଳମ୍ବିତ ସନ୍ଧ୍ଯା ସମୟରେ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତା ଶରୀରକୁ ଖଣ୍ଡ ଖଣ୍ଡ କରି ମାରିଥିବା ଦେଖିବାକୁ ମିଳିଛି । ଘୁ.ଉଦୟଗିରି ଠାରୁ ମାତ୍ର…
ବେଲଗୁଣ୍ଠା ବିଜେପି ତରଫରୁ କାରଗିଲ ବିଜୟ ଦିବସ ପାଳିତ:ବହୁ ପୁର୍ବତନ ସାମରିକ କର୍ମଚାରୀ ସମ୍ବର୍ଦ୍ଧିତ
ବେଲଗୁଣ୍ଠା--(ଶିବରାମ ଚୌଧୁରୀ )--କାରଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବିଜେପି ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଅବସରପ୍ରାପ୍ତ ସାମରିକ କର୍ମଚାରୀ ସମ୍ବର୍ଦ୍ଧିତ ହୋଇଛନ୍ତି ।ବେଲଗୁଣ୍ଠା ନଗର ବିଜେପି ସାଧାରଣ ସମ୍ପାଦକ ସୁର୍ଯ୍ୟ ନାରାୟଣ ତ୍ରୀପାଠୀଙ୍କ…
ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଶାଖାର 27 ତମ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ
ନବରଙ୍ଗପୁର :27/07/25,ଅଶୋକ ସାହୁ, ଶାସକ ପ୍ରଶାସକ, ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ୨୭-ତମ ବାର୍ଷିକ ସମ୍ମିଳନୀ ବୈଭବ କଲ୍ୟାଣ ମଣ୍ଡପ ଗରାମୁଣ୍ଡା,ନବରଙ୍ଗପୁର ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।…
ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ଭାରତ ସରକାରଙ୍କର କ୍ରୀଡ଼ା ମନ୍ତ୍ରାଳୟ ତରଫରୁ ମେରା ୟୁବା ଭାରତ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ଗ୍ରାମ ପଂଚାୟତର ଅଭିମନ୍ୟୁ ନଗରରେ ମାଆଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘର…