Browsing Category

ରାଜ୍ୟ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୯୦ ଅଭିଯୋଗ ପଞ୍ଜିକୃତ ୨୨ ତତ୍କାଳ ସମାଧାନ

ଓଡ଼ଗାଁ,୨୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ…

ବାଇକ ସହ ୩ କେଜି ଗଞ୍ଜେଇ ଜବତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ଜଣଙ୍କ ଠାରୁ ବାଇକ ସହ ୩ କେଜି ଗଂଜେଇ ଜବତ କରି ଅଭିଯୁକ୍ତ ଙ୍କୁ ସୋମବାର କୋର୍ଟ ଚାଲାଣ କରିଛି| ରାମପୁର ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟାରେ…

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

  ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ତରଭା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ ଓ ଅତିରିକ୍ତ…

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଯୋଗଦାନ

ରାୟଗଡ:-ତା.୨୮/୦୭/୨୫: ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି,,ଭl.ପ୍ର. ସେ.ଆଜି ପୂର୍ବାହ୍ନରେ ଯୋଗଦନ କରିଛନ୍ତି l ବିଦାୟୀ ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଭୁବନେଶ୍ୱରକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗକୁ ନିର୍ଦ୍ଧେଶକ ଭାବରେ ବଦଳି ହେବା…

ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନୂତନ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ…

ରାୟଗଡ- ୨୮/୦୭, ରାୟଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରାରମ୍ଭିକ ଅଧିଷ୍ଠାପନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ଯାଇଅଛି। କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ଶୁଭାରମ୍ଭ କରିବା ସହ ମହାବିଦ୍ୟାଳୟ ର ନୀତି ନିୟମ , ବିଦ୍ୟାର୍ଥୀ…

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ- ୨୮/୦୭, ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନଷ୍ଠିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ତାଙ୍କର ଉଦବୋଧନରେ ବୈଦିକ ଦର୍ଶନ , ସଂସ୍କୃତି ଓ ପରମ୍ପରା…

ଧର୍ମଗଡ଼ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା 28.7.2025 – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ…

ସାମ୍ବାଦିକ ମୁକେଶ ଭୋଇ ଙ୍କ ମାତୃ ବିଯୋଗ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଓଡିଶା ଭାସ୍କର ସାମ୍ବାଦିକ ମୁକେଶ ଭୋଇ ଙ୍କ ମା ଜୟନ୍ତୀ ଭୋଇ ( ୬0) ଙ୍କ ଆଜି ଦେହାନ୍ତ ହୋଇ ଯାଇଛି | ସେ ଗତ କିଛି ବର୍ଷ ହେବ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ଘରୋଇ ନର୍ସିଙ୍ଗ ହୋମ…

ଘୁ.ଉଦୟଗିରିରେ ହାତି ଉପଦ୍ରଵ ଓ ଆକ୍ରମଣକୁ ନେଇ ରେଞ୍ଜର କାର୍ଯ୍ୟାଳୟ ଘେରିଲେ ଅଞ୍ଚଳ ବାସୀ..

ଘୁ.ଉଦୟଗିରି(ଅବନୀକୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବନ ବିଭାଗ କାର୍ଯ୍ୟାଳୟକୁ ଅଞ୍ଚଳବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଶନିବାର ହାତୀ ଆକ୍ରମଣରେ ମାଲାନଶୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତିଙ୍କୁ ଦଳି ଚକଟି ଖଣ୍ଡ ବିଖଣ୍ଡ କରି…

ଆସିଲା ଶ୍ରାବଣ ମାସ ତୃତୀୟ ସମବାର ରେ ଧବଳେଶ୍ୱର ମନ୍ଦିର ରେ ଲାଗିଛି ଭିଡ଼.

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ଆସି ଯାଇଛି ଓ ଶ୍ରାବଣ ମାସର ତୃତୀୟ ସମବାର ଦିନ ପୋଡାପାଡ଼ି ଧବଳେଶ୍ୱର ଶିବ ମନ୍ଦିର ଠାରେ ଶିବ ଙ୍କ ଭକ୍ତ ଖାନ୍ଦ ରେ ଖାଉଡ଼ି ଧରି ଶିବ ଙ୍କ ଲିଙ୍ଗ ରେ ପାଣି ଉଠାଇ ଢ଼ାଳିବା ଦେଖିବାକୁ ମିଳିଛି ଛୋଟ ଛୋଟ ଝିଅ…