Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୂଚନା ଓ ଲୋକ ସମ୍ପର୍କ ଉପ-ନିର୍ଦେଶିକା ଙ୍କ ପଦ୍ମପୁର ଗସ୍ତ
ପଦ୍ମପୁର:- ପଦ୍ମପୁର ଉପଖଣ୍ଡ କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଏକ ଦିନିକିଆ ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ,…
ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ପକ୍ଷରୁ ପ୍ରମୁଖ ଚାରା ବଣ୍ଟନ ଅଭିଯାନ
ବଡବିଲ: ପରିବେଶ ପୁନରୁଦ୍ଧାର ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, JSW ଷ୍ଟିଲ୍, ଓଡ଼ିଶା ଏହାର ଖଣି ଅଞ୍ଚଳଗୁଡ଼ିକରେ ଏକ ବ୍ୟାପକ ଚାରା ବଣ୍ଟନ ଅଭିଯାନ ଆରମ୍ଭ କରିଛି। ପରିବେଶ, ସୁରକ୍ଷା ଏବଂ ଜଙ୍ଗଲ ବିଭାଗ ଏହି ପଦକ୍ଷେପର ନେତୃତ୍ୱ ନେଇ ଏହାର ତିନୋଟି ପ୍ରମୁଖ ଖଣି ସ୍ଥାନ: ନୂଆଗାଁ, ଗଣୁଆ…
ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରାଧାନ୍ୟ ଜାରି, ଭାରତୀୟ କମ୍ପାନୀ ଭାବରେ ଶୀର୍ଷ…
- ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୮୮ତମ ସ୍ଥାନରେ ରହିଛି
- ଏଲଆଇସି ମଧ୍ୟ ଶ୍ରେଷ୍ଠ ୧୦୦ ମଧ୍ୟରେ ରହିଛି
ନୂଆଦିଲ୍ଲୀ / ଭୁବନେଶ୍ୱର, ୩୦ ଜୁଲାଇ, ୨୦୨୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୨୦୨୫ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ…
ଖଲ୍ଲିକୋଟ ର ବିକାଶ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ବୈଠକ
ଖଲ୍ଲିକୋଟରୁ ଶିବରାମ ଜେନା\ଶାସକ ପ୍ରଶାସକ: ଖଲିକୋଟ:୩୦/୭, ଆଜି ସ୍ଥାନୀୟ ଖଲ୍ଲିକୋଟ ଏନ୍ ଏ ସି କାର୍ଯ୍ୟାଳୟ ଠାରେ ଏନ୍ ଏ ସି ଚେୟାରମେନ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ…
ସଫେଇ ଆପଣାଅ, ବୀମାରୀ ଭଗାଅ ଉଦଯାପନୀ ଉତ୍ସବ
ବଡାଖାନା ସହିତ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା
ଓଡଗାଁ,୩୦।୭: ନୟାଗଡ଼ ଜିଲ୍ଲା ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ଆୟୋଜିତ ସଫେଇ ଆପଣାଓ, ବୀମାରୀ ଭଗାଓ ଅର୍ଥାତ ସାମୁହିକ ସମଗ୍ର ସଫେଇ ଅଭିଯାନ ବୁଧବାର ଉଦଯାପିତ ହୋଇଛି । ସ୍ଥାନୀୟ ସରକାରୀ କଲ୍ୟାଣ ମଣ୍ଡପରେ କାର୍ଯ୍ୟ ନିର୍ବାହୀ…
ଭୁବନେଶ୍ୱର ରେଲୱେ ଷ୍ଟେସନରୁ ନାବାଳିକା ଉଦ୍ଧାର ଘଟଣା: ଅପହରଣକାରୀ ଯୁବକ ଜେଲ୍ ହାଜତକୁ ଗଲା,
ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ବିଜୟ ମଣ୍ଡପ ସାହିରେ ରହୁଥିବା ନାବାଳିକା ଅପହରଣକାରୀ ଅଭିଯୁକ୍ତ ଯୁବକ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୁତି ଗ୍ରାମ ଦେଉଳ ପଲ୍ଲୀ ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡାଙ୍କ ପୁଅ ଶୁଭମ୍…
ଛେଳି ଚୋର ଗିରଫ
ଓଡ଼ଗାଁ,୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବାହାଡ଼ାଝୋଲା ବଡ଼ପଦାସାହିରୁ ଛେଳି ଚୋରି କରୁଥିବା ସମୟରେ ସାହି ଲୋକଙ୍କ ଦ୍ୱାରା ଚୋର ଧରାପଡ଼ିଥିଲା । ଏବଂ ଚୋରକୁ ନେଇ ଓଡ଼ଗାଁ ପୋଲିସକୁ ହସ୍ତାନ୍ତର କରିଥିଲେ । ଛେଳି ମାଲିକ ଭଗବାନ ନାୟକଙ୍କ…
ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ
ଜଗତସିଂହପୁର,ତା-୩୦.୦୭.୨୦୨୫/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନ ରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଭା ପ୍ର ସେ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ପ୍ରଥମ ଦିନ ରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟପୁର…
ରାସ୍ତା ଉନ୍ନତିକରଣ ପାଇଁ ଶିଳାନ୍ୟାସ କଲେ ବିଧାୟକ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ ବ୍ରାହ୍ମଣୀ ଠାରୁ ଗଣ୍ଠିଆପାଲି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬କୋଟି ୬୬ ଲକ୍ଷ ମଞ୍ଜୁର ହୋଇଥିବାବେଳେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ…
ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା. ୩୦.୦୭.୨୦୨୫ : କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ପାଳନ ଉପଲକ୍ଷେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସ୍ଥିତ ସଦଭାବନା ସଭାଗୃହରେ…