Browsing Category

ରାଜ୍ୟ

ଟିପିସିଓଡିଏଲ ଗ୍ରାମୀଣ ଓଡ଼ିଶାକୁ ସ୍ଥାୟୀ କୃଷି ପାଇଁ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ସହିତ ସଶକ୍ତ କରୁଛି

ଜଗତସିଂହପୁର:ନିରନ୍ତର ଗ୍ରାମୀଣ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକରେ ‘ସମୃଦ୍ଧି’ ପ୍ରକଳ୍ପ ଅଧୀନରେ ଏକ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛି।  ଏହି କାର୍ଯ୍ୟକ୍ରମର…

ଜିଲ୍ଲା ସ୍ତରୀୟ ପିଏମ କିଷାନ ର ୨୦ ତମ କିସ୍ତି ବଣ୍ଟନ ଓ ପିଏମ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ

ଜିଲ୍ଲାର ମୋଟ ୧,୨୧,୨୫୪ ଚାଷୀ ହେଲେ ଲାଭାନ୍ବିତ ବିକଶିତ ଓଡ଼ିଶା ର ଚିତ୍ର ରେ ବିକଶିତ ଜଗତସିଂହପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ: ମନ୍ତ୍ରୀ ଜଗତସିଂହପୁର,ତା-୦୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ର ବାରଣାସୀ…

ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ବିରୋଧରେ ଅଭିଯୋଗ

ଜଗତସିଂହପୁର,ତା-୦୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଶିଶୁ ସୁରକ୍ଷା ବିବାଦରେ ଜିଲ୍ଲାରେ କାର୍ଯ୍ୟ କରୁଥିବ ରୁଚିକା ସ୍ବେଛାସେବୀ ସଂସ୍ଥାର ଜିଲ୍ଲା ସଂଯୋଜନାଙ୍କୁ ଅସଦାଚରଣ ସମ୍ପର୍କରେ ଥାନାର ଅଭିଯୋଗ ପରେ…

ଶିଶୁ ସମାଚାରର ୧୮ତମ ସ୍ବନକ୍ଷତ୍ର ପାଳିତ

ପୁରୀ,୨/୮: ପିଲାଙ୍କ ମାସିକ ଖବରକାଗଜ ଶିଶୁ ସମ୍ବାଦପତ୍ର ଶିଶୁ ସମାଚାରର ଅଷ୍ଟାଦଶ ସ୍ବନକ୍ଷତ୍ର ସମାରୋହ ଓ ଜାତୀୟ ଶିଶୁ ପ୍ରତିଭା ମହୋତ୍ସବ ସ୍ଥାନୀୟ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ଉତ୍ସବ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉତ୍ସବରେ ରାଜ୍ୟସଭା…

ପି.ଏମ୍ କିଷାନ ଯୋଜନାର ୨୦ତମ କିସ୍ତି ପ୍ରଦାନ: ପୁରୀରେ ଜିଲ୍ଲାସ୍ତରୀୟ ଉତ୍ସବ

ପୁରୀ, ୨/୮: ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ପି.ଏମ୍ କିଷାନ ଯୋଜନାର ୨୦ତମ କିସ୍ତି ଉପଲକ୍ଷେ ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ…

ଜ୍ଞାନ ବିଜ୍ଞାନ ମେଳା ୨୫-୨୬

https://youtu.be/rO4-o3_z8UA ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର ଦିନ) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଶ୍ରୀ ସୁବାଷ ଜମାଦାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା…

ଜିଲ୍ଲା ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସ୍ଵାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀଙ୍କ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଫୁଲବାଣୀରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ବ୍ରହ୍ମପୁର, ୨ ଅଗଷ୍ଟ ୨୦୨୫: ସୁରକ୍ଷା ଏବଂ ଦକ୍ଷତା ବିକାଶ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି)…

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ବିଜ୍ଞାପିତ ଅଞ୍ଚଳ…

ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ପଦ୍ମପୁର ନିକଟସ୍ଥ ନବ ପ୍ରଭାତ ଆଶ୍ରମ ଠାରେ ପତଞ୍ଜଳି ଯୋଗପୀଠ ହରିଦ୍ଵାର ର ପୂର୍ବତନ ଡାକ୍ତର ଡ଼ଃ ସୁବାଷ ଚନ୍ଦ୍ର ନାୟକ ଙ୍କ ଆୟୁର୍ବେଦ ଚିକିତ୍ସା ରେ ବହୁ ପୁରାତନ ରୋଗ ଭଲ ହେଉଥିବା ରୁ ଦୂରଦୂରାନ୍ତରୁ ବହୁତ ରୋଗୀ ଆସି ନିଜ ନିଜ ର ରୋଗ ର ଆୟୁର୍ବେଦିକ ଚିକିତ୍ସା…