Browsing Category

ରାଜ୍ୟ

ରାଇରଙ୍ଗପୁରରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ:ନାବାଳିକା ସହମତିରେ ଘଟଣା ଘଟିବା ନେଇ ପୋଲିସର ପ୍ରତିକ୍ରିୟାକୁ…

 ନାବାଳିକା ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି  ପୋଲିସର ଅବହେଳାକୁ ନେଇ ଗର୍ଜିଲା ବିଜେଡି ଭୁବନେଶ୍ୱର, ୧୬/୦୬/୨୦୨୬: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛି। ଏହି ଘଟଣା ରାଜ୍ୟରେ ମହିଳା…

ବିଭିନ୍ନ ସ୍ଥାନରେ ରଜ ଉତ୍ସବ ମହାଆଡମ୍ବରରେ ପାଳିତ

https://youtu.be/5HmKjXo0OXE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ "ଆକାଂକ୍ଷା" ମହିଳା ସଂଗଠନ ପକ୍ଷରୁ ଅନୁଷ୍ଠାନର ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସଭାଗୃହରେ…

ସମଲେଇ ନୃତ୍ୟକଳା ପରିଷଦରେ “ରଜ ଉତ୍ସବ” ମହାଆଡମ୍ବରରେ ପାଳିତ

https://youtu.be/YblOtw0XiP8  ପାରଳାଖେମୁଣ୍ଡି / ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ ,…

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬;ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ ବ୍ରଦର୍ସ ଇଲେଭେନ୍ ଫାଇନାଲରେ,

ଓଡ଼ଗାଁ, ୧୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ନବମ ଦିନରେ ଅନୁଷ୍ଠିତ ଦୁଇଟି ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ…

ଏଏମ୍/ଏନଏସ୍ ଇଣ୍ଡିଆ ସ୍ଥାୟୀତ୍ୱ ସପ୍ତାହ 2026 ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼…

ଭୁବନେଶ୍ୱର, ୧୫ ଜୁନ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଓଡ଼ିଶାର ବିଭିନ୍ନ କାର୍ଯ୍ୟସ୍ଥଳରେ ସ୍ଥାୟୀତ୍ୱ ସପ୍ତାହ ପାଳନ କରିଛି। ଏହି ଅବସରରେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଚଳିତ ବର୍ଷର ବିଶ୍ୱସ୍ତରୀୟ ଥିମ୍“କ୍ଲାଇମେଟ୍ ଆକ୍ସନ୍ -…

ରଜର ଖୁସି ଭିତରେ ଅଘଟଣ

କେନ୍ଦ୍ରାପଡ଼ା:୧୫,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ରଜର ଖୁସି ଭିତରେ ଅଘଟଣ। କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ତନାର ଗାଁରେ ରଜଦୋଳି ଉପରେ ମାଡ଼ିଗଲା ଏକ ବୋଲେରୋ ଗାଡ଼ି। ଦୁର୍ଘଟଣାରେ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ରଜର ଆନନ୍ଦ ମଧ୍ୟରେ ଖେଳିଯାଇଛି ଚିନ୍ତାର ଛାୟା…

ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା,୧୫/୦୬, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକ ଅନୁପ ସିଲ୍ ଙ୍କ ଅନ୍ୟ ଶାଖାକୁ ବଦଳି ହୋଇଯାଇଥିବା ଯୋଗୁଁ ତାଙ୍କୁ ବ୍ୟାଙ୍କ୍ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦାୟୀ ଶାଖା ପରିଚାଳକ ଶ୍ରୀ ସିଲ୍ ଗତ ଦୁଇ…

ମଟରସାଇକେଲ ଦୁର୍ଘଟଣା:ଗଛରେ ପିଟିହେଲା ବାଇକ୍,ଦୁଇ ମୃତ

ବେଲଗୁଣ୍ଠା-୧୫/୬-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅଧୀନ ଭଞ୍ଜନଗର-ସୋରଡ଼ା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଗତ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ମଟରସାଇକେଲ ଗଛରେ ପିଟିହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ,…

ମାଲକାନଗିରିରେ ପୋଲିସକୁ ବଡ଼ ସଫଳତା: ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ କାରଖାନା ସାମଗ୍ରୀ ଜବତ

​ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଠାବ ହେଲା ବଡ଼ ମାଓ ଡମ୍ପ ​ମାଲକାନଗିରି୧୫/୦୬/୨୬(ସୁରେନ୍ଦ୍ର କୁମାର ବେମାଳ): ଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଜଣେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା…

୧୪ ବର୍ଷ ଧରି ୮ ହଜାର ଟଙ୍କାରେ ସେବା, ଯୋଗାଣ ସହାୟକଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ବିଧାୟକ ଓ ସାଂସଦଙ୍କୁ…

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକମାନେ ସେମାନଙ୍କର ଦୀର୍ଘଦିନର ସମସ୍ୟା ଓ ଦାବିଗୁଡ଼ିକ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଏକ ନିବେଦନପତ୍ର…