Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଚମ୍ପା ରାସ୍ପେଦାଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଚମ୍ପା ହେଉଛନ୍ତି ମେଡିକାଲ ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଥିବା ମାଲକାନଗିରି ଦିଦାୟୀ (ପିଭିଟିଜି) ସମ୍ପ୍ରଦାୟର ପ୍ରଥମ ଛାତ୍ରୀ
ଲାପ୍ଟପ୍ ଦେଲେ, ଭଲ ପାଠପଢ଼ି ଭଲ ଡାକ୍ତର ହେବାକୁ ଆଶିର୍ବାଦ ଦେଲେ ଏବଂ ସେବା ମନୋବୃତ୍ତି ନେଇ କାମ କରିବାକୁ ଉପଦେଶ ଦେଲେ
ଭୁବନେଶ୍ୱର: …
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀ ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତହୋଇଯାଇଛି। ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର…
କଂଗ୍ରେସ ଆରଜେଡ଼ି ସହ ମିଶି ଲୋକମାନଙ୍କୁ ଭ୍ରମିତ କରୁଛି – ଧର୍ମେନ୍ଦ୍ର ପ୍ରଧାନ
ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• 'ଯୁବ ସମ୍ମିଳନୀ: ୟୁଥ୍ ଅଫ୍ ବିହାର @ ୨୦୪୭'ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ଆଲୋଚନା କଲେ
ବିହାର, ଅଗଷ୍ଟ ୨୬ – ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ…
କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ଅଭିମୁଖୀକରଣ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ…
ପିଲାଙ୍କୁ ଗାଡି ନଦେବାକୁ ଅପିଲ ପିଲା ଭୁଲ କଲେ ଅଭିଭାବକ ଗଣିବେ ତଣ୍ଡ
ପରିବହନ ବିଭାଗ ତରଫରୁ ଗାଡି ତଲାସୀ ଓ ସଚେତନତା କାର୍ଯ୍ୟକ୍ରମ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି ତା:୨୬-୦୮-୨୦୨୫ରିଖ ଦିନ ରାୟଗଡ ଜିଲ୍ଲା ପରିବହନ ବିଭାଗ ତରଫରୁ ଗୁଣପୁର ମହାବିଦ୍ୟାଳୟ, ବାଇପାସ ଛକଠାରେ ୧୮ବର୍ଷରୁ କମ ବୟସର ପିଲାମାନେ ଗାଡି ଚଳାଉଥିବା ସମୟରେ ଯାଞ୍ଚ ଓ ସଚେତନତା…
ପୂର୍ବତଟ ରେଳପଥ ଦ୍ୱାରା ରକ୍ତଦାନ ଶିବିରର ସଫଳ ଆୟୋଜନ
ଭୁବନେଶ୍ୱର: ଆଜି ଭୁବନେଶ୍ୱରର ପୂର୍ବତଟ ରେଳବାଇ କେନ୍ଦ୍ରୀୟ ହସ୍ପିଟାଲ ଠାରେ ରୋଟାରୀ କ୍ଲବ ସହଯୋଗରେ ଏକ ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ରକ୍ତଦାନ ଶିବିରରେ ଯୋଗଦାନ କରିଥିବା ୪୩ ଜଣ ଦାତା, ସ୍ୱେଚ୍ଛାସେବୀ ଏବଂ ଚିକିତ୍ସା ବୃତ୍ତିଗତଙ୍କ ନିସ୍ଵାର୍ଥ ସମର୍ପଣ ଏହି…
‘ଆମ ଶାସନ’ ହେଉଛି ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ: ବିଜେଡି
ପୂର୍ବରୁ ସମାଲୋଚନା କରୁଥିବା ଯୋଜନାର କେବଳ ନାମ ପରିବର୍ତ୍ତନ କରି ଲାଗୁ କରୁଛନ୍ତି ରାଜ୍ୟ ସରକାର
ଆମ ଶାସନକୁ ମିଶାଇ ୨୫ ଯୋଜନାର ନାମ ପରିବର୍ତ୍ତନ କରି ଲାଗୁ ହୋଇଛି
ଭୁବନେଶ୍ୱର, ୨୬/୦୮/୨୦୨୫: ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା "ଆମ ଶାସନ' ବ୍ୟବସ୍ଥା,…
ରାଜଗାଙ୍ଗପୁର: ଗଣେଶପୂଜାରେ ୧୦୦ ମେଢ଼
ରାଜଗାଙ୍ଗପୁର (ବିଷ୍ଣୁ ଭୌମିକ) ରାଜଗାଙ୍ଗପୁର ସହରରେ ଗଣେଶପୂଜାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସହରରେ ୧୦୦ରୁ ଅଧିକ ମେଢ଼ ପୂଜା ପାଇବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୪ରେ ମୁର୍ତ୍ତି ବିସର୍ଜନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ବେଶ୍ ତତ୍ପର ହୋଇପଡ଼ିଛି ଲିପଲୋଇସ୍ଥ କୃତ୍ରିମ…
କାର୍ଯ୍ୟରତ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ
ରାଜଗାଙ୍ଗପୁର(ବିଷ୍ଣୁ ଭୌମିକ ).: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁନମୁରୁ ପଞ୍ଚାୟତ ଲମଲୋଇ ଗ୍ରାମସ୍ତ ଓସିଏଲ୍ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡର ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜଗାଙ୍ଗପୁର ଥାନା ଗ୍ରାମର କୁନମୁରୁ ପଞ୍ଚା ପଞ୍ଚାୟତ ତେତେରକେଳ କଲା ଗ୍ରାମ ପ୍ରଦୀପ…
କୃଷିବିଶ୍ୱବିଦ୍ୟାଳୟ ସ୍ଥାପନଦାବିରେ ବିଜେଡିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ବିଜେଡି ଟାର୍ଗେଟରେ ବିଜେପି, ନିଜଜିଲ୍ଲାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅଣଦେଖା
ବଲାଙ୍ଗୀର,୨୫ା୮-ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସରକାରଙ୍କ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ପ୍ରତିନିଧିତ୍ୱ କରୁଛନ୍ତି । ଏହା ସହିତ ବଲାଙ୍ଗୀରବାସୀଙ୍କ ଭୋଟପାଇ ତାଙ୍କ ପତ୍ନୀ ସଂଗୀତାକୁମାରୀ…