Browsing Category

ରାଜ୍ୟ

ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

- ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଏମଓୟୁ - ୧୦ଟି ଜିଲ୍ଲା ଏବଂ ୧୯ଟି ପୌର ସଂସ୍ଥାରେ ସ୍ଵତନ୍ତ୍ର ଟିମ୍ ମୂତୟନ ହେବେ - ପ୍ରାୟ ୨.୨୮ ଲକ୍ଷ ବସ୍ତି ପରିବାର ପ୍ରତ୍ୟକ୍ଷ ଭାବରେ ଉପକୃତ ହେବା ଆଶା ଭୁବନେଶ୍ୱର,…

ନବ ଦାସ ଫାଉଣ୍ଡେସନ ପକ୍ଷ ରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଝାରସୁଗୁଡା, ୩୧/୮: ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡ଼ିଟରୀୟମ ଠାରେ ଆଜି ପୂର୍ବାହ୍ନ ରେ ରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆହ୍ଝାଇ କାର୍ଯ୍ୟକ୍ରମ ଝାରସୁଗୁଡ଼ା ର ପୂର୍ବତନ ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା…

ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ, ପୁରୀର ନୂଆ ଏସପି ପ୍ରତୀକ ସିଂ

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀର ନୂତନ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ଗୋବର୍ଦ୍ଧନ ପୀଠରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗୁରୁଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଓ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି। ଏହି ଅବସରରେ ପୂଜ୍ୟ ଗୁରୁଜୀ ମହାରାଜା କହିଛନ୍ତି, ପୁରୀ…

ବରମୁଣ୍ଡା ଠାରେ ରଶିଟଣା ପ୍ରତିଯୋଗିତା

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକଅନ୍ତର୍ଗତ ବରମୁଣ୍ଡା ଠାରେ ନୂଆଁଖାଇ ଉପଲକ୍ଷେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେଥି ମଧ୍ୟରୁ ରଶିଟଣା ପ୍ରତିଯୋଗିତା ଏକ ପ୍ରମୁଖ ଆକର୍ଷଣ ଥିଲା। ନୂଆଁଖାଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ସର୍ବମୋଟ ଆଠଟି ଦଳ ଅଂଶଗ୍ରହଣ…

ଶିକ୍ଷକ ବଦଳିକୁ ନେଇ ତାତିଲେ ଜନତା,ବାଲିଘାଇ ବଜ୍ରସୁନା ବିଦ୍ୟାଳୟକୁ ତାଲା, ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ ।

  ଶିକ୍ଷକ ବଦଳିକୁ ନେଇ ଜନତାଙ୍କ ଅସନ୍ତୋଷ ଉପଜିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ତେଇପାହିଲ ଅଞ୍ଚଳର ବାଲିଘାଇ ବଜ୍ରସୁନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ସକାଳୁ ତାଲା ପକାଇ ଆନ୍ଦୋଳନରେ ଯୋଗ ଦେଇଛନ୍ତି ଅଞ୍ଚଳବାସୀ ସହିତ ଛାତ୍ରଛାତ୍ରୀ । ସୂଚନା ଅନୁସାରେ, ବିଦ୍ୟାଳୟରୁ ଜଣେ…

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ପଦ୍ମପୁର:- ଅଞ୍ଚଳ ମହାବିଦ୍ୟାଳୟ ରେ କ୍ରୀଡ଼ା ସଂସଦ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶଙ୍କ ସଭାପତିତ୍ବରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ କ୍ରୀଡ଼ାବିତ୍ ଧ୍ୟାନଚାନ୍ଦଙ୍କ ବ୍ୟକ୍ତିଗତ ଓ ଖେଳ ଜୀବନ ତଥା ଭାରତୀୟ କ୍ରୀଡ଼ା ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ…

ଅଞ୍ଚଳ ମହାବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।

ପଦ୍ମପୁର :-ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମେଳନ ପ୍ରକୋଷ୍ଠରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାଶଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ର ସାମ୍ବାଦିକ ମାନଙ୍କ ସହିତ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଥଲା।ନୂତନ ରୂପେ ସ୍ନାତକୋତ୍ତର ଶ୍ରେଣୀ ଖୋଲିବା ପାଇଁ…

ସାପ କାମୁଡା ରେ 4ବର୍ଷ ର ଶିଶୁ ମୃତ ।

କେନ୍ଦ୍ରାପଡା(ପ୍ରଫୁଲ୍ଲ କୁମାର ମଲ୍ଲ): ବ୍ରହ୍ମଣୀ ନଦୀ ବନ୍ୟା ଜଳ ବନ୍ଦୀରେ ଲୋକେ କୁମ୍ଭୀର ଓ ସାପ ର ଭୟରେ ଆତଙ୍କିତ ଥିବାବେଳେ ଘଟିଛି ହୃଦୟ ବିଦାରକ ଘଟଣା ! ବିଷଧର ସାପ କାମୁଡ଼ାରେ ଚାଲିଗଲା ୪ବର୍ଷ ଶିଶୁ ପୁତ୍ରର ଜୀବନ ! ମୃତ ଶିଶୁ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଂଚାୟତ ତେଲିପାଟଣା…

ଦେଓଗାଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଅହୋରାତ୍ର ଧାରଣା ନିଷ୍ପତ୍ତି

ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାଓଡ଼ଗାଁ ବ୍ଳକ ପାଣ୍ଡେରିପଡା ଗ୍ରାମପଞ୍ଚାୟତ ଦେଓଗାଁ ଗ୍ରାମବାସୀ ସେପ୍ଟେମ୍ବର ମାସ ୧ ତାରିଖ ସୋମବାର ଠାରୁ ଅଟକି ରହିଥିବା ଗ୍ରାମ ରାସ୍ତା ନିର୍ମାଣ କାର୍ଯ୍ୟ ହେବା ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ…

ଓଡ଼ଗାଁ ବନାଞ୍ଚଳରେ ୧୦ ଟିକିଆ ହାତୀପଲର ପ୍ରବେଶ

ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓଡ଼ଗାଁ,୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନ ଖଣ୍ଡ ଗୋଚ୍ଛା ସଂରକ୍ଷିତ ଜଙ୍ଗଲ ପଞ୍ଚିରିଡା ବନାଞ୍ଚଳରୁ ଓଡ଼ଗାଁ ବନାଞ୍ଚଳ ମଧ୍ୟରେ ୧୦ ଟିକିଆ ହାତୀପଲଙ୍କ ପ୍ରବେଶ ସୂଚନା ପାଇବା ପରେ ଓଡ଼ଗାଁ ରେଞ୍ଜରଙ୍କ ପରାମର୍ଶକ୍ରମେ…