Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପୁରରେ ଅନନ୍ତ ବ୍ରତ ମହୋତ୍ସବ – ଭକ୍ତି, ଆନନ୍ଦ ଓ ସାଂସ୍କୃତିକ ଏକତାର ଉତ୍ସବ
ବିଜେପୁର :- ଚଳିତ ବର୍ଷର ଅନନ୍ତ ବ୍ରତ ମହୋତ୍ସବ ସୋମବାର ତୃତୀୟ ଦିନରେ ପହଞ୍ଚିଥିବା ବେଳେ, ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ସମସ୍ତ ଆଠଟି ପୂଜାମେଢ଼ରେ ପରିଦର୍ଶନ କରିଥିଲେ।ହାଇସ୍କୁଲ ପଡ଼ିଆରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ…
ମଦ, କାର୍ ଜବତ; ଜଣେ ଗିରଫ
ରାଜଗାଙ୍ଗପୁର, 08-09-25 ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ରାଜ୍ୟରେ ଚୋରା ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଛି ଅପରେସନ ପ୍ରହାର । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁ ପୁର ଅଞ୍ଚଳରେ ରବିବାର ରାତିରେ ବେଆଇନ ମଦ ଚାଲାଣ ହେଉଥିବା ବେ ବେଳେ ଚଢ଼ଉ କରି ମଦ, କାର୍ ଜବତ ସହ ଜଣକୁ ଗିରଫ…
ଗବେଷକ ଦୁର୍ଗାଶିଷ ପଟ୍ଟନାୟକଙ୍କ ପିଏଚ୍.ଡି ଲାଭ
ପଦ୍ମପୁର : :ଦୁର୍ଗାଶିଷ ପଟ୍ଟନାୟକ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର, ବୁର୍ଲା ପକ୍ଷରୁ ଓଡ଼ିଆରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଶୁକମୁନି ମେହେରଙ୍କ ପ୍ରତ୍ୟକ୍ଷ…
ସିଏସ୍ଆଇଆର୍ – ଆଇଏମ୍ଏମଟି ଉତ୍କର୍ଷ କେନ୍ଦ୍ର ପକ୍ଷରୁ ଆଇଓସିଏଲ୍ ଅଧିକାରୀଙ୍କ ପାଇଁ ବ୍ୟାଟେରୀ ଖଣିଜ ମୂଲ୍ୟ…
ଭୁବନେଶ୍ୱର, ସେପ୍ଟେମ୍ବର ୮, ୨୦୨୫ – ସିଏସ୍ଆଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର୍- ଆଇଏମ୍ଏମଟି), ଭୁବନେଶ୍ୱରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ର ଅଧିକାରୀଙ୍କ ପାଇଁ "ବ୍ୟାଟେରୀ ଖଣିଜ ମୂଲ୍ୟ ଶୃଙ୍ଖଳାରେ କ୍ଷମତା…
ବେଦାନ୍ତ ଆଲୁମିନିୟମ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଜରିଆରେ ଗ୍ରାମୀଣ ଶିକ୍ଷାକୁ ମଜବୁତ କରିଛି
ଓଡ଼ିଶାର ଲଖନପୁରରେ ଏଭଳି ପଦକ୍ଷେପ ଦ୍ୱାରା ୬୫୦ ରୁ ଅଧିକ ଶିକ୍ଷକ ଉପକୃତ ହୋଇଛନ୍ତି
ଭୁବନେଶ୍ୱର, ୦୮/୦୯/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ବିଜାପାଲିର ମହିମା ଡିଗ୍ରୀ କଲେଜରେ ବ୍ଲକ ଶିକ୍ଷା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ବ୍ଲକ ସ୍ତରୀୟ ଦିନିକିଆ…
ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୦୮.୦୯.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା ସଚେତନତା ସଭା – ଉଲ୍ଲାସ ଆୟୋଜିତ
ଜଗତସିଂହପୁର,ତା-୦୮.୦୯.୨୦୨୫/ସୁମନ୍ତ କୁମାର ଦାସ:ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରଠାରେ ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା ସଚେତନତା ସଭା - ଉଲ୍ଲାସ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପରେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି…
ଏକ ପେଡ ମା କେ ନାମ ରେ ଲାଗିବ ୧୩ ହଜାର ଚାରା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ର ଆଜି ଶୁଭାରମ୍ଭ ହୋଇଛି। ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ…
ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୮/୦୯/୨୫ ଡାବୁଗାଁ ସଦର ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ" ଉଲ୍ଲାସ " ଅନୁଷ୍ଠିତ ହୋଇଯାଇଛି। ବିଇଓ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
ଆଳି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୨୧୭ଟି ଅଭିଯୋଗ ପଞ୍ଜିକୃତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଆଳି ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଅଭିଯୋଗ ଶୁଣାଣିରେ ମୋଟ ୨୧୭ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା | ସେଥିମଧ୍ୟରୁ ୨୨ଟି ସାମୁହିକ ହୋଇଥିବା ବେଳେ ୧୯୫ଟି…