Browsing Category

ରାଜ୍ୟ

ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ବାରିପଦା ୨୪/୦୯: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ସକାଳେ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ୨୦ ଗୋଟି ମହାବିଦ୍ୟାଳୟ ସମେତ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ସେବା ଯୋଜନାର ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ…

ଡାଲମିଆ ସିମେଣ୍ଟର ଜମି ଅଧୂଗ୍ରହଣ ମାମଲା: ତାତିଲେ ଆଦିବାସୀ, ୫ ପଞ୍ଚାୟତବାସୀ ଦେଲେ ଏତଲା

ରାଜଗାଙ୍ଗପୁର,23-09-25.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଲାଞ୍ଜିବେଣ୍ଡା ଚୂନଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣକୁ ବିରୋଧ କରି ତାତିଛନ୍ତି ଆଦିବାସୀ। ମଙ୍ଗଳବାର ସକାଳୁ ରାଜଗାଙ୍ଗପୁର ବ୍ଳକର ୫ଟି ପଞ୍ଚାୟତର ଲୁ ହାରଙ୍କ ଉପସ୍ଥିତିରେ ଗ୍ରାମସଭା…

ତାଳପଦର ପିଡିଏସ ଚାଉଳ ଗୋଦାମର ଛାତରୁ ପାଣି ବୋହୁଛି

ଚାଉଳ ସୁରକ୍ଷା ନେଇ ଚିନ୍ତା, ଶୀଘ୍ର ମରାମତି ଦାବି କଲେ ଗ୍ରାମବାସୀ ବିଜେପୁର:- ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧୀନସ୍ଥ ତାଳପଦର ଗ୍ରାମ ପଂଚାୟତରେ ଥିବା ପିଡିଏସ ଚାଉଳ ବଣ୍ଟନ ଗୋଦାମର ଅବସ୍ଥା ଦିନକୁ ଦିନ ଜର୍ଜରିତ ହେଉଛି। କୋଠାର ଛାତରୁ ପାଣି ବୋହିବାରୁ ସରକାରୀ ଚାଉଳ ସୁରକ୍ଷା ନେଇ…

ଓ ୟୁ ଡବ୍ଲୁ ଜେ ବଲାଙ୍ଗୀର ଜିଲ୍ଲା କମିଟି ଗଠିତ

ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ଭାରତୀୟ ସାମ୍ବାଦିକ ସଂଘ ସହବନ୍ଧିତ ଓଡ଼ିଶା କର୍ମଜୀବୀ ସଙ୍ଘର ଏକ ବନ୍ଧୁମିଳନ ବୈଠକ ବଲାଙ୍ଗୀର ଜଳସେଚନ ବିଭାଗର ଡାକ ବଙ୍ଗଳାରେ ମୁଖ୍ୟ ସଂଯୋଜକ ଜନାବ୍ ଖାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ…

ବଲାଙ୍ଗିର ସ୍ବାସ୍ଥ୍ୟ ସମାଜର ଶାସନ ମଣ୍ଡଳୀ ସଭା

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗିର ଜିଲ୍ଲା ପରିଷଦ, ଅଧ୍ୟକ୍ଷ୍ୟା, ଶ୍ରୀମତୀ ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଡିଏଫଓ କାର୍ଯ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ତଥା ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର,…

ଓଡ଼ିଶାର ଆଇନ ଓ ପୂର୍ତ୍ତ ମନ୍ତ୍ରୀଙ୍କୁ ପତ୍ର

ପୁରୀର ‘ପଣ୍ଡା ନିଯୋଗ ସଂସ୍କୃତ ବିଦ୍ୟାଳୟ’ର ପରିଚାଳନା ଦାୟିତ୍ୱ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ପତ୍ରରେ ଉଲ୍ଲେଖ • ଏହି ବିଦ୍ୟାଳୟ ବର୍ତ୍ତମାନ ପୂଜା ପଣ୍ଡା ନିଯୋଗ…

ଅକ୍ଟୋବର ୨ ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ

ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଆଇନ ନିଶା କବଳରୁ ଓଡ଼ିଶାକୁ ବଞ୍ଚାଇବା ପାଇଁ ସବୁ ବର୍ଗରୁ ଉଦ୍ୟମ ଆବଶ୍ୟକ: ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର, ୨୩. ୦୯. ୨୦୨୫- ବେଆଇନ ନିଶା କାରବାର ଓ ସେବନ ଯୋଗୁଁ ଅନେକ ଧନ ଜୀବନ ହାନି ଘଟୁଛି I ଏଥିନେଇ ବିଗତ ଏକ ବର୍ଷ ମଧ୍ୟରେ…

ତାପଜ କେନ୍ଦ୍ରରୁ ବାହାରୁଛି ୪୬ ନିୟୁତ ଟନ୍‍ ପାଉଁଶ

ଭୁବନେଶ୍ୱର, ୨୩/୦୯/୨୦୨୫ : ରାଜ୍ୟରେ ଥିବା ୪୫ଟି ବୃହତ୍ତ ତାପଜ ବିଦୁ୍ୟତ୍‍ କେନ୍ଦ୍ରରୁ ଗତ ଆର୍ଥିକ ବର୍ଷରେ ପ୍ରାୟ ୪୬ ନିୟୁତ୍‍ ଟନ୍‍ ପାଉଁଶ ବାହାରିଛି । ଏହାକୁ ଇଟା ତିଆରି କାରଖାନା ସହିତ ସିମେଣ୍ଟ କାରଖାନା, କଂକ୍ରିଟରେ ମିଶାଇବା, ଆଜବେଷ୍ଟସ ନିର୍ମାଣ, ବନ୍ଧ ଓ ରାସ୍ତା କାମରେ…

ତିନି ବର୍ଷରେ ରାଜ୍ୟରେ ୧୦୧ ଶିଶୁଶ୍ରମିକ ଉଦ୍ଧାର ହୋଇଛନ୍ତି

ଭୁବନେଶ୍ୱର, ୨୩/୦୯/୨୦୨୫ : ବିଗତ ତିନି ବର୍ଷ ଅର୍ଥାତ୍‍ ୨୦୨୨-୨୩ ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ୧୦୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହିସବୁ ଶିଶୁଙ୍କୁ ଶ୍ରମିକଭାବେ କାର୍ଯ୍ୟରେ ଲଗାଇଥିବା ନିଯୁକ୍ତିଦାତାମାନଙ୍କ ବିରୁଦ୍ଧରେ ବିଭିନ୍ନ ଅଦାଲତରେ ୧୧୬ଟି ମୋକଦ୍ଧମା ଦାୟର…

ରାଜ୍ୟରେ ଚିହ୍ନଟ ହୋଇଛି ୮୯୪ଟି ଜଳକ୍ଲିଷ୍ଟ ଗ୍ରାମ

ଭୁବନେଶ୍ୱର, ୨୩/୦୯/୨୦୨୫ : ଚଳିତବର୍ଷ ସଂଗୃହୀତ ତଥ୍ୟ ଅନୁଯାୟୀ ରାଜ୍ୟରେ ୮୯୪ଟି ଗ୍ରାମ ଓ ପଡାଗ୍ରାମକୁ ଜଳକ୍ଲିଷ୍ଟ ଭାବେ ଚିହ୍ନଟ କରାଯାଇଥିଲା । ଏହିସବୁ ଗ୍ରାମରେ ଜଳାଭାବର ସାମୟିକ ନିରାକରଣ ନିମନ୍ତେ ପର୍ଯ୍ୟାୟକ୍ରମେ ନୂତନ ନୂକୂପ ଖନନ କରାଯିବା ସହିତ ଦୀଘକାଳନୀ ସମାଧାନ ପାଇଁ ପାଇପ୍‍…