Browsing Category

ରାଜ୍ୟ

ଅତି ନିମ୍ନମାନର କଂକ୍ରିଟ ରାସ୍ତା କରି ପାଞ୍ଚ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

  ବଲାଙ୍ଗିର, (ଶାସକ ପ୍ରଶାସକ):- ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ସମଗ୍ର ବଲାଙ୍ଗିର ଜିଲ୍ଲା ର କୋଣେ ଅନୁକୋଣେ - ଜେଡପିଡିପି, ବିପିଡିପି, ଜିପିଡିପି ପକ୍ଷରୁ ଅନେକ ଗୁଡ଼ାଏ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ହେଲେ ଏହି ସବୁ କାମରେ ମହାଦୁର୍ନୀତି ହେଲେ ସୁଦ୍ଧା ସରକାରୀ ବାବୁମାନଙ୍କ…

ବିଦ୍ୟାଳୟରେ ତହସିଲଦାରଙ୍କ ଦ୍ବାରା ପୋଷାକ ବିତରଣ

ବିଦ୍ୟୁତ ସଂଯୋଗ ପାଇଁ ତହସିଲଦାରଙ୍କ ସହଯୋଗ ଲୋଡ଼ିଲେ ପରିଚାଳନା କମିଟି, ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଆଞ୍ଚଳିକ ସାଧନକେନ୍ଦ୍ରର କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ…

ଗ୍ରାମବାସୀଙ୍କ ସହଯୋଗରେ ସଫାହେଲା ବିଦ୍ୟାଳୟ,

ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଭଗବତୀ ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀଙ୍କ ସହଯୋଗରେ ଶନିବାର ବିଶ୍ବବିଦ୍ୟାଳୟ ପରିସର ସଫେଇ ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ…

ରଘୁନାଥ ଆଥଲେଟିକ ଆସୋସିଏସନ୍ ଓଡ଼ଗାଁ,ଜିଲ୍ଲା ସ୍ତରୀୟ ଅଣ୍ଡର – ୧୯ ଫୁଟବଲ ଟୁର୍ଣ୍ଣାମେଣ୍ଟ,

ଆରଏଏ, ଓଡ଼ଗାଁ, ରାଜପାଟଣା, ନାଗମୁଣ୍ଡୁଳୀ ଓ ମଣିଙ୍ଗ୍ କ୍ଳବ ନୟାଗଡ଼ ସେମିଫାଇନାଲରେ ପ୍ରବେଶ ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ ଓଡ଼ଗାଁ କଲେଜ ରୋଡ଼ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଅଣ୍ଡର -…

ନ୍ୟାୟ ପାଇଁ ଥାନା ଆଗରେ ଶବ ରଖି ରାସ୍ତା ଅବରୋଧ

ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଶିଖରପୁର ଗ୍ରାମର ଅଧିବାସୀ ମାନେ ଶନିବାର ଥାନା ଆଗରେ ଶବ ରଖିବା ସହିତ ୨୧ ନମ୍ବର ରାଜ୍ୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାକ୍ରମରେ ୯ ତାରିଖ ଗୁରୁବାର ଦିନ ସଂଧ୍ୟା ସମୟରେ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଉଛି। ଏହି ଦିବସରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶନିବାର) ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା…

ମାଆ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଭିକ୍ଷା କଲେ ପୂର୍ବତନ ବିଧାୟକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ବିଭିନ୍ନ ଗ୍ରାମରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡମ୍ବରରେ ଚାଲିଥିବା ବେଳେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା…

ବୁଡି ଯାଉଥିବା ଯୁବକ କୁ ଉଦ୍ଧାର କରିଲେ ଦୁଇ ଗୃହରକ୍ଷୀ

 ( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର):ଗୋପାଳପୁର ସମୁଦ୍ର କୁଳରେ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଜଣେ ଯୁବକ। ଯୁବକ ଜଣକ ଖୋର୍ଦ୍ଧା ମୁକୁନ୍ଦ ସାହିର ସତ୍ୟ ସାମନ୍ତ ରାୟ ବୋଲି ଜଣାପଡିଛି। ଏତିକି ବେଳେ କର୍ତ୍ତବ୍ୟରତ ଗୋପାଳପୁର ଥାନା ର ଜି…

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲିଜାତୀୟ ଫସଲ ରେ ଆତ୍ମନିର୍ଭରତା ମିଶନ ଆନୁକୁଲ୍ୟରେ…

ଜଗତସିଂହପୁର, ତା.୧୧.୧୦.୨୦୨୫/ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲି ଫସଲ ମିଶନର ଲୋକାର୍ପଣ ଅବସରରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ସମାନ୍ତରାଳ…