Browsing Category

ରାଜ୍ୟ

ଷୋହଳ ବର୍ଷ ପରେ ପ୍ରଥମ ଭତ୍ତା ପାଇଲେ ଦିବ୍ୟାଙ୍ଗ ରାଧା

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଦିବ୍ୟାଙ୍ଗ ରାଧାଙ୍କ ଦୁଃଖ ବିଷୟରେ ଗଣମାଧ୍ୟମରେ ଜାଣିବାପରେ ମାନବ ଅଧିକାର କର୍ମି ଶ୍ରୀ ରାମ କୃଷ୍ଣ ଚୌଧୁରିଙ୍କ ପ୍ରଥମେ ତାଙ୍କ ଗାଁ ବରକୋଲିଗୁଡା, ପରେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରି ସମସ୍ତ…

କାଙ୍କେର ପୁଲିସ ନିକଟରେ ୫୦ରୁ ଉର୍ଦ୍ଧ୍ବ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ।

ମାଲକାନଗିରି ତା:-୧୫/୧୦ ଓଡ଼ିଶା ସୀମାନ୍ତ କାଙ୍କେର ଜିଲ୍ଲାରେ ଏତେ ସଂଖ୍ୟାରେ ମାଓବାଦୀ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଘଟଣା ସୂଚାଇ ଦେଉଛି କି ଭାରତରେ ସିପିଆଇ ମାଓବାଦୀ ସଂଗଠନ ଏବେ ଶେଷ ନିଃଶ୍ବାସ ନେଉଛି।ମାଲକାନଗିରି ଜିଲ୍ଲା ସୀମାନୁ ଛତିଶଗଡ଼ ରାଜ୍ୟର ଉତ୍ତର…

ପ୍ରକଳ୍ପ ସ୍ତରୀୟ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଭଞ୍ଜନଗର ରେ ଅନୁଷ୍ଠିତ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ): ଭଞ୍ଜନଗର ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହା କାର୍ଯ୍ୟକ୍ରମ ଭଞ୍ଜନଗର ପଞ୍ଚାୟତ ସମିତି ସଭା ଗୃହରେ ଅଦ୍ୟ ଅକ୍ଟୋବର ମାସ ୧୫ ତାରିଖ ବୁଧବାର ୨୦୨୫ ଦିନ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ ପ୍ରକଳ୍ପ ସ୍ତରୀୟ ଅଷ୍ଟମ…

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ।

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା୧୫/୧୦/୨୫ ଆସନ୍ତା ନଭେମ୍ବର ପହିଲା ତାରିଖ ଦିନ କଳାହାଣ୍ଡି ଜିଲ୍ଲା ଗଠନ ଦିବସ- 2025 ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକ…

ମାଥିଲି ବ୍ଲକ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ମାଥିଲି,୧୫/୧୦: ରାଜ୍ୟ ସରକାରଙ୍କ ବିରୋଧରେ ଆଜି ବ୍ଲକ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମାଥିଲି ସହୀଦ ଲକ୍ଷ୍ମଣ ନାୟକ ଭବନ ଠାରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ବ୍ଲକ ବିଜେଡି ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ବରେ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇଥିଲେ।…

ହାଇସ୍କୁଲ ରେ କାସକେଡ ପ୍ରଶିକ୍ଷଣ ଅନୁଷ୍ଠିତ।

ପାଇକମାଳ ପଦ୍ମପୁର:- ବରଗଡ଼ ଜିଲ୍ଲା ପାଇକମାଳ ହାଇସ୍କୁଲ ରେ ଖାନ୍ ଏକାଡେମୀ ର କାସକେଡ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ୱାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବନାଞ୍ଚଲ ଅଧିକାରୀ ହୃଦାନନ୍ଦ ମିଶ୍ର,ପାଇକମାଳ ଏ.ବି.ଇ.ଓ. ଚକାମନ…

ଓଡ଼ିଶା୩୬୦.କମ ପକ୍ଷରୁ ନିଯୁକ୍ତି, ବ୍ୟବସାୟ, ଭ୍ରମଣ ଓ କାର୍ଯ୍ୟକ୍ରମ ପାଇଁ ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ବାଟୋଇ ସିଷ୍ଟମ୍ସର ଏକ ପ୍ରମୁଖ ଡିଜିଟାଲ ସେବା, ଓଡ଼ିଶା୩୬୦.କମ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ୨୦୨୫ ଅକ୍ଟୋବର ୧୫ରେ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଛି । ଏହି ନୂଆ…

କୃଷି ମହାବିଦ୍ୟାଳୟର ସ୍ୱତନ୍ତ୍ର ଏନଏସ୍ଏସ୍ ଶିବିର ଉଦଘାଟିତ

ଭୁବନେଶ୍ୱର, ୧୪/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ପକ୍ଷରୁ ଏନଏସ୍ଏସର ଏକ ୭-ଦିନିଆ ସ୍ୱତନ୍ତ୍ର ଶିବିର ଶୁକ୍ରବାର ସରଦେଇପୁର ଗ୍ରାମରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଶିବିରରେ ଏନ୍ଏସ୍ଏସ୍ର ଆଂଚଳିକ ନିଦେ୍ର୍ଧଶିକା ସୁଶ୍ରୀ ସରିତା…

ସୋଆ କମୁ୍ୟନିଟି ରେଡ଼ିଓ ଏବଂ ଡବ୍ଲୁଟିସିର ମିଳିତ ସହଭାଗିତାରେ ନୂତନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୧୪/୧୦ : ୱାର୍ଲ୍ଡ ଟ୍ରେଡ ସେଂଟର, ଭୁବନେଶ୍ୱରର ସହଭାଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କମୁ୍ୟନିଟି ରେଡ଼ିଓ ଷ୍ଟେସନ ଭଏସ୍ ଅଫ୍ ସୋଆ କମୁ୍ୟନିଟି ରେଡ଼ିଓ ୯୦.୪ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ବର୍ତମାନର ପ୍ରତିଯୋଗିତା ମୂଳକ…

ଇଣ୍ଡିଆ ମୋବାଇଲ କଂଗ୍ରେସରେ ସୋଆ ୫ଜି ପର୍ଯ୍ୟବେସିତ ଉଦ୍ଭାବନ ସାଜିଲା ଆକର୍ଷଣ

ନୂଆଦିଲ୍ଲୀ, ୧୪/୧୦: ନିକଟରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଯାଇଥିବା ୪-ଦିନିଆ ଇଣ୍ଡିଆ ମୋବାଇଲ କଂଗ୍ରେସ -୨୦୨୫ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଅଟଳ ଇନ୍କୁ୍ୟବେସନ୍ ସେଂଟର (ଏଆଇସି)ରେ ପ୍ରସ୍ତୁତ ୩ଟି ଅଭିନବ ୫ଜି ପର୍ଯ୍ୟବେସିତ ଷ୍ଟାର୍ଟଅପ୍ ଉତ୍ପାଦ ଆକର୍ଷଣ ପାଲଟିଥିଲା । ନୂଆ…