ପାଇକମାଳ ପଦ୍ମପୁର:- ବରଗଡ଼ ଜିଲ୍ଲା ପାଇକମାଳ ହାଇସ୍କୁଲ ରେ ଖାନ୍ ଏକାଡେମୀ ର କାସକେଡ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ୱାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବନାଞ୍ଚଲ ଅଧିକାରୀ ହୃଦାନନ୍ଦ ମିଶ୍ର,ପାଇକମାଳ ଏ.ବି.ଇ.ଓ. ଚକାମନ ସୁନା ଏବଂ ଦୁବରାଜ ବେଶ୍ରା ଯୋଗଦାନ କରିଥିଲେ l କାର୍ଯକ୍ରମ ଖାନ୍ ଏକାଡେମୀ ର ଗଣିତ ଓ ବିଜ୍ଞାନ ବିଷୟରେ ପ୍ରଶିକ୍ଷଣ ଥିଲା ବେଳେ ୨ ଜଣ ଆର.ପି. ଲଲିତ କୁମାର ବିଶ୍ଵାଳ ଏବଂ ବିକାଶ ଚନ୍ଦ୍ର ରଣା ଙ୍କ ସହିତ ୫୨ ଜଣ ଶିକ୍ଷକ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.