Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍କଳ ବାଳାଶ୍ରମ ର ଶିଶୁଙ୍କ ସହ ଦୀପାବଳୀ ପାଳିଲେ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଲୋକର ଏହି ପର୍ବ ଦୀପାବଳୀ ଅବସରରେ ସୋମବାର ଦିନ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିଶୁଙ୍କ ସହ ଦୀପାବଳି ପାଳନ କରିଛନ୍ତି। ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କ…
ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଶ୍ରା ବରିଷ୍ଠ ନାଗରିକ ଗୃହ ଠାରେ ଦୀପାବଳୀ ମହୋତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେରାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବି. ସିତାପୂର୍ ଗ୍ରାମରେ ଥିବା ଆଶ୍ରା ବରିଷ୍ଠ ନାଗରିକ ଗୃହ ଠାରେ ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦୀପାବଳୀ ମହୋତ୍ସବ ପାଳିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଜଷ୍ଟିସ କର୍ଣ୍ଣର ସଭାପତି…
ଭାରତୀୟ ଜନତା ପାର୍ଟି ଅନ୍ତରା ମଣ୍ଡଳ କମିଟି ଗଠିତ
(ଖଇରା ) ବୁଲୁ ଲେଙ୍କା ୨୦/୧୦/୨୦୨୫ ଭାରତୀୟ ଜନତା ପାର୍ଟି ର ବାଲେଶ୍ଵର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ଅନୁମୋଦନ କ୍ରମେ ସିମୁଳିଆ ନିର୍ବାଚନ ମଣ୍ଡଳୀ ର ଅନ୍ତରା ମଣ୍ଡଳ କମିଟି ଘୋଷଣା କରାଯାଇଛି ମଣ୍ଡଳ ସଭାପତି ରମେଶ ଜେନାଙ୍କ ଙ୍କ ସମେତ ଛଅ ଜଣ ଉପସଭାପତି…
ବିନା ସୂଚନାଫଳକରେ ଚାଲିଛି ମହିଳା କଲେଜ ଭବନ ନିର୍ମାଣ
ଟିଟିଲାଗଡ ମହିଳା କଲେଜରେ ଦୁର୍ନୀତି ଗନ୍ଧ - ବିଭାଗୀୟ ଅଧିକାରୀଙ୍କ ନୀରବତା ଉପରେ ପ୍ରଶ୍ନ
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଟିଟିଲାଗଡ ବେଲଗାଁ ରାସ୍ତାରେ ନିର୍ମାଣାଧୀନ ମହିଳା କଲେଜ ଭବନ କାମ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି। କାମ ଚାଲିଥିବା…
ଆବାସ ଯୋଜନା ସାତସପନ, ଭଙ୍ଗା କୁଡ଼ିିଆରେ ବିତୁଛି ଜୀବନ
ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଭଙ୍ଗା କୁଡିଆ ରେ ଛିଣ୍ଡା ଜରି ପାଲ ତଳେ ଜୀବନ କାଟୁଛନ୍ତି ଭାରତୀ ଙ୍କ ପରିବାର- ଜୀବନ କାହା ପାଇଁ କେମିତି । କିଏ ଉଆସ ଭଳି କୋଠାରେ ରହୁଛି ତ, ଆଉ କାହାକୁ ମୁଣ୍ଡ ଗୁଞ୍ଜିବା ପାଇଁ ଛଣ ଛପର କୁଡ଼ିଆ ବି ମିଳୁନାହିଁ । ସରକାରଙ୍କ ଆବାସ…
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
ବିଜୁ ଜନତା ଦଳ ନେତୃତ୍ୱ ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ନାମାଙ୍କନ
ନବୀନ ପଟ୍ଟନାୟକଙ୍କ ସମୟରେ ହୋଇଥିବା ବିକାଶ ଓ ବିଜେପି ସରକାରଙ୍କ ବିଫଳତା ମୁଖ୍ୟ ପ୍ରସଙ୍ଗ ହେବ
ଭୁବନେଶ୍ୱର, ୨୦/୧୦/୨୦୨୫: ବିଜୁ ଜନତା ଦଳ ପକ୍ଷରୁ ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ…
ବିଜେପି ଶାସନରେ ଚାଷୀ ସବୁଠୁ ବେଶି ଅବହେଳିତ: ଭକ୍ତ
ନୂଆପଡ଼ାରେ କୃଷକ ସଂଗଠକମାନେ ଏକାଠି ହେଲେ
ନୂଆପଡ଼ା ତା ୧୯.୧୦.୨୫ :- କିଷାନ କଂଗ୍ରେସ ପକ୍ଷରୁ ନୂଆପଡ଼ା ସ୍ଥିତ ଖୁଣ୍ଟିଆ ଭବନ ଠାରେ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୂଆପଡ଼ାର ବିଶିଷ୍ଟ କୃଷକ ନେତା ଏବଂ ବିଭିନ୍ନ ଜିଲ୍ଲାରୁ କୃଷକ ସଂଗଠକ ଯୋଗ ଦେଇଥିଲେ। ଉକ୍ତ…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତଦିନ ଟ୍ରେନ୍ରୁ ଟଙ୍କା ଜବତ ହେଲା; କଂଗ୍ରେସ ମୁଣ୍ଡରେ ଅଠା ବୋଳିବାର ହୀନ ଚକ୍ରାନ୍ତରେ ମାତିଛି…
ନରେଶ ଓ ବିଜେପି ସାଂସଦ ସୁଜିତଙ୍କ ସମ୍ପର୍କ କ’ଣ ସ୍ପଷ୍ଟ ହେଉ
୪ ଜଣ ଯାକ ବ୍ୟକ୍ତିଙ୍କ ମୂଳ ଯାଂଚ ହେଉ; ସତ୍ୟ ପଦାକୁ ଆସିବ
ମିଛ ଖବର ପ୍ରସାର କରୁଥିବା ଓ୍ବେବ୍-ପୋର୍ଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ
ଭୁବନେଶ୍ୱର ତା ୧୯.୧୦.୨୫ :- ନୂଆପଡ଼ା ଉପନିର୍ବାଚନରେ…
ବିଜେପିରେ ଯୋଗ ଦେଲେ ନୂଆପଡା ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତଃ ପ୍ରେମ କୁମାର ଆଜାଦଙ୍କ କନ୍ୟା ଶିଖା
ନୂଆପଡାରେ ବିଜେପି ଜୟଲାଭ କରିବା ସୁନିଶ୍ଚିତ: ମନମୋହନ ସାମଲ କଂଗ୍ରେସ ଦଳ ଉପରୁ ନୂଆପଡାବାସୀ ଆସ୍ଥା ହରାଇ ବସିଛନ୍ତି: ଶିଖା ଆଜାଦ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର, ତା.୧୯/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ…
“ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳ ଗୋହତ୍ୟା ପାଇଁ ଦାୟୀ”
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବା ଘଟଣା
ଲୋକଙ୍କ ପାଇଁ ପ୍ରସ୍ତୁତ ବଳକା ଖାଦ୍ୟ ଖାଇ ୨୦ ଗାଈ ମୃତ
ବଳକା ଖାଦ୍ୟ ନ ପୋତି ଫୋପାଡ଼ିଦେବା ବିଜେପିର ଦାୟିତ୍ୱହୀନତା
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ
ଭୁବନେଶ୍ୱର, ୧୯/୧୦/୨୦୨୫:…