ଭାରତୀୟ ଜନତା ପାର୍ଟି ଅନ୍ତରା ମଣ୍ଡଳ କମିଟି ଗଠିତ

4

(ଖଇରା ) ବୁଲୁ ଲେଙ୍କା ୨୦/୧୦/୨୦୨୫ ଭାରତୀୟ ଜନତା ପାର୍ଟି ର ବାଲେଶ୍ଵର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ଅନୁମୋଦନ କ୍ରମେ ସିମୁଳିଆ ନିର୍ବାଚନ ମଣ୍ଡଳୀ ର ଅନ୍ତରା ମଣ୍ଡଳ କମିଟି ଘୋଷଣା କରାଯାଇଛି ମଣ୍ଡଳ ସଭାପତି ରମେଶ ଜେନାଙ୍କ ଙ୍କ ସମେତ ଛଅ ଜଣ ଉପସଭାପତି ଦୁଇ ସାଧାରଣ ସମ୍ପାଦକ ଛଅ ଜଣ ସମ୍ପାଦକ କୋଷାଧକ୍ଷ ନାମ ଘୋଷଣା କରାଯାଇଛି ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ଭାବେ ଶ୍ୟାସୁନ୍ଦର ଜେନା,ଗୀତାଞ୍ଜଳି ଲେଙ୍କା,ଜ୍ୟୋତିରଂଜନ ପଣ୍ଡା,ମଦନ ବେହେରା,ସନ୍ତୋଷ ଦାସ,ମନୋରମା ଓଝା,ସାଧାରଣ ସମ୍ପାଦକ ଭାବେ ଶରତ କୁମାର ଜେନା,ଲକ୍ଷ୍ମୀ କଟୁଆଳ,ସମ୍ପାଦକ ଭାବେ ନିତୁନିବେଦିତା ମାଝୀ, ଶ୍ୟାସୁନ୍ଦର ଦାସ,ସନ୍ଧ୍ୟାରାଣି ସାହୁ,ରାଜେଶ କୁମାର ବାରିକ,ହେମନ୍ତ ମହାନ୍ତି, ଗଦାଧର ସେଠୀ,କୋଷାଧ୍ୟକ୍ଷ ଭାବେ ରତନ ଜେନା ଙ୍କ ନାମ ଘୋଷଣା କରାଯାଇଛି

Leave A Reply

Your email address will not be published.