Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୁଚିପାଲିର ପ୍ରସିଦ୍ଧ ଜୁଗାର ଯାତ୍ରା: ମା ଙ୍କୁ ଲାଗିହେଲା ହଜାରେ ରୁ ଅଧିକ ଯୁଗାର
ସୋହେଲା :-ଧାର୍ମିକ ଭକ୍ତି ଓ ଲୋକସଂସ୍କୃତିର ଅପୂର୍ବ ମିଶ୍ରଣରେ ଏବର୍ଷ ରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଅନ୍ତର୍ଗତ କୁଚିପାଲି ଗ୍ରାମର ପ୍ରସିଦ୍ଧ ଜୁଗାର ଯାତ୍ରା ଭବ୍ୟ ଭାବରେ ସମ୍ପନ୍ନ ହୋଇଯାଇଛି। ଦିନଟି ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ କାଳୀଙ୍କ ଭକ୍ତିର ଦିନ — ଭକ୍ତି,…
ଏଣିକି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି : ପ୍ରକ୍ରିୟା ସମ୍ବନ୍ଧୀୟ ନିୟମ ଓ ନିର୍ଦ୍ଦେଶାବଳୀ ଜାରିକଲେ ଓଡିଶା…
ଭୁବନେଶ୍ୱର, ତା. ୨୨. ୧୦. ୨୫: ଓଡ଼ିଶା ମାନବାଧିକାର କମିଶନ, ଭୁବନେଶ୍ୱରଙ୍କ ସମସ୍ତ ବେଞ୍ଚମାନଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ଏହି ପ୍ରକ୍ରିୟାକୁ ଏକୀକୃତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ କମିଶନ ନିୟମ…
ମହା ଧୁମଧାମ୍ ରେ ପାଳିତ ହେଲା ଚିତ୍ରଗୁପ୍ତ ପୂଜା।
ପଦ୍ମପୁର:- ସ୍ଥାନୀୟ ରାଜାଜି ଟାଉନ୍ ହଲ୍ ଠାରେ କରଣ ସମାଜ ତରଫରୁ ଚିତ୍ରଗୁପ୍ତ ପୂଜା ମହା ଧୁମଧାମ ରେ ପାଳିତ ହୋଇଯାଇଛି। ପ୍ରଥମେ ସମାଜର ସମସ୍ତ ସଦସ୍ୟ ଘଣ୍ଟବାଦ୍ୟ ସହ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।ପଣ୍ତିତ ଆତ୍ରହିଭଞ୍ଜନ ପାଣଗ୍ରାହୀ ପୂଜାକାର୍ଯ୍ୟ କରିଥିବା ବେଳେ ପୂଜା…
ଚୋରା କାଠ କିଣୁଛନ୍ତି କି? ହୋଇଯାଆନ୍ତୁ ସାବଧାନ।
*ଆକ୍ସନ ମୋଡ୍ ରେ ଏବେ ପଦ୍ମପୁର ବନ ବିଭାଗ।
*ଗୋଟିଏ ଦିନରେ ଦ୍ୱାରବନ୍ଧ ଏବଂ ଖଇର ଗଣ୍ଡି ସହ ଦୁଇଟି ପିକ୍ଅପ୍ ଭ୍ୟାନ ଜବତ୍
ପଦ୍ମପୁର:- ପଦ୍ମପୁର ବନାଞ୍ଚଳ ଅଧିକାରୀ ଭାବରେ ରଞ୍ଜିତ ସିଂ ବାବୁ ଯୋଗ ଦେବାପରେ ଚୋରା କାଠ ଚାଲାଣ କୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି।…
ଭକ୍ତ ଓ କଂଗ୍ରେସର ମାନହାନୀ ଓ କୁତ୍ସାରଟନା: ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ
> ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହେଲେ ବରିଷ୍ଠ ଆଇନଜୀବୀ
> ରାଜ୍ୟବ୍ୟାପୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର ତା ୨୩.୧୦.୨୫ :- ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ…
ଭୋଟ୍ ଚୋରି ପ୍ରକ୍ରିୟାରୁ ନୂଆପଡ଼ା ବାଦ୍ ନୁହେଁ
ସୁଭଦ୍ରା ଯୋଜନାରୁ ବୃତ୍ତି ପାଉଥିବା ଛାତ୍ରୀଙ୍କୁ ବାଦ୍ ଦେବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ
ଏସ୍ଆଇ କେଳଙ୍କାରୀ ଓ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ତଦନ୍ତ ପାଇଁ ଦାବି କଲା କଂଗ୍ରେସ
ନୂଆପଡ଼ା / ଭୁବନେଶ୍ୱର ତା…
ବିଷପାନ କରି ଜଣେ ମୃତ
ଓଡ଼ଗାଁ,୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଘଷାଦେଇପୁର ଗାଆଁର ନୀରାକାର ମହାରଣା (୫୦) ବିଷ ପାନକରି ଆତ୍ମହତ୍ୟା କରିଥିବା ନେଇ ଓଡ଼ଗାଁ ଥାନାରେ ତାଙ୍କ ସ୍ତ୍ରୀ ସୁକାନ୍ତି ମହାରଣା ଅଭିଯୋଗ କରିଛନ୍ତି । ଓଡ଼ଗାଁ ପୋଲିସ ୩୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ…
ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫
ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ ଶିଖରପୁରର ଦଳଗତ ନୃତ୍ୟ ଜିଲ୍ଲାକୁ ଉନ୍ନିତ
ଓଡ଼ଗାଁ,୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ଜିଉ…
ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ପାଇଁ ଜଣେ ଟେକେନସିଅନ
୩ ଜଣଙ୍କ ସ୍ଥାନରେ ଜଣେ ନମୁନା ସଂଗ୍ରହ କରି ପରୀକ୍ଷା କରିବାରେ ବିଳମ୍ବ, ଅତିରିକ୍ତ ଟେକେନସିଅନ ନିଯୁକ୍ତି ପାଇଁ ଦାବି।
ଓଡ଼ଗାଁ ୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ, ମଳ, ମୂତ୍ର ଏବଂ କଫ ପରୀକ୍ଷା ପାଇଁ ଜଣେ ମାତ୍ର…
ପିସିସି ସଭାପତି ଭକ୍ତ ଦାସ ଓ ଦଳକୁ ମିଛରେ ବଦନାମ ଉଦ୍ୟମକୁ କଂଗ୍ରେସର ନିନ୍ଦା।
କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ରାଲି ସହ ଟାଉନ ଥାନାରେ ଏତଲା।
କେନ୍ଦୁଝର,ତା୨୩/୧୦- ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ…