Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମା ସନାଦେଇ ଫୁଟବାଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୧୦/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଖେଳ ପଡିଆ ରେ ଆନ୍ତଃ ବ୍ଲକ ମା ସନାଦେଇ ଫୁଟବାଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୧୬ ଟି ଦଳ କୁ ନେଇ ଅନୁଷ୍ଠିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଉଦଘାଟନ ଦିବସରେ ମେଣ୍ଡରା…
କିୟୋସ୍କ ବ୍ୟାଙ୍କ କର୍ମଚାରୀ ଙ୍କୁ ଆଖିରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଓ ଲାପଟପ ଲୁଟ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୦/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ବଡ ଓଲମା - ଜବାଗୁଡା ଗ୍ରାମ ମଧ୍ୟରେ ଏକ କିୟୋସ୍କ ବ୍ୟାଙ୍କ୍ କର୍ମଚାରୀ ବଡ ଧରଣର ଲୁଟ ର ଶିକାର ହୋଇଛନ୍ତି। ତିନି ଜଣ ଅଜଣା ବ୍ୟେକ୍ତି ଲଙ୍କା ଗୁଣ୍ଡ ଭର୍ତ୍ତି ପାଣି ବୋତଲ ରେ ଆଖି…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶପଥପାଠ ଏବଂ ରଙ୍ଗୋଲି କାର୍ଯ୍ୟକ୍ରମ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ସଚେତନତା ଦୁର୍ନୀତି ନିବାରଣ ସଚେତନନା ସପ୍ତାହ (୨୭ ଅକ୍ଟୋବର -୨ ନଭେମ୍ବର) ପାଳନ ଅବସରରେ ସାଧୁତା ଶପଥ ପାଠ କରାଯାଇଛି | ଆଜି ଦିବା ୧୨ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଅଧିକାରୀ /କର୍ମଚାରୀଙ୍କୁ ଓସ୍ୱାନ…
ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ
କାଶୀପୁରରେ ୫ଟି ବିଦ୍ୟାଳୟର ୫୦୦ କିଶୋରୀଙ୍କୁ ପ୍ରଶିକ୍ଷଣ ପାଇଁ ଲକ୍ଷ୍ୟ
ରାୟଗଡା, ୨୮/୧୦: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ପକ୍ଷରୁ ସରକାରୀ ବିଦ୍ୟାଳୟର କିଶୋରୀମାନଙ୍କ…
ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ
ବାରିପଦା - ତା :- ୨୮/୧୦/୨୦୨୫ ରିଖ ଭଂଜପୁର ଠାରେ ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କମିଟି ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଂଗୀତ…
ସର୍ତକତା ସଚେତନତା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ ନୂଦଡ଼ିହା ରେ ଗ୍ରାମସଭା ଆୟୋଜିତ
ବାରିପଦା/ଗୌର ଦାସ ଗିରି: ସର୍ତକତା ସଚେତନତା ସପ୍ତାହ ୨୦୨୫ ପାଳନ ଆନୁକୁଲ୍ୟରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚ଼େତନତା କାର୍ଯ୍ୟକ୍ରମ ସହ ଜନ ଅଭିଯୋଗ ଶୁଣାଣି ପାଇଁ ଉଦଳା ପଞ୍ଚାୟତର ନୂଦଡ଼ିହା ଗ୍ରାମରେ ଏକ ଗ୍ରାମସଭା ର ଆୟୋଜନ କରାଯାଇଥିଲା l ମୟୂରଭଞ୍ଜ ଡ଼ାକ ମଣ୍ଡଳର ଉପ…
ବାତ୍ୟା ର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି : ଜିଲ୍ଲାପାଳ ଶ୍ରୀମତୀ ମଧୁମିତା
https://youtu.be/9hzUEPLWjt0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାତ୍ୟା ମୋନ୍ଥା ପ୍ରଭାବରେ ସମଗ୍ର ଗଜପତି ଜିଲ୍ଲାରେ ଆଜି ସକାଳ ଠାରୁ ବର୍ଷା ଲାଗିରହିଛି। ତେବେ ଏହି ବାତ୍ୟାର ସମସ୍ତ ପ୍ରକାରର ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ…
ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫
ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ
ଦୁର୍ନୀତି ବିରୋଧରେ ଲଢିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ
ନୂଆ ସରକାର ଆସିବା ପରଠାରୁ ଦୁର୍ନୀତି ଅଭିଯୋଗରେ ୩୦ ଜଣ ସରକାରୀ କର୍ମଚାରୀ ବହିଷ୍କୃତ, ୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ବନ୍ଦ…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ କୁ ସମର୍ଥନ : ଗ୍ରାମାଞ୍ଚଳରେ ଯୁବ ପ୍ରତିଭାର ବିକାଶ
ଭୁବନେଶ୍ୱର, ତା ୨୭/୧୦/୨୦୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାରେ 'ସୁରଭି' ଶିଶୁ ମହୋତ୍ସବକୁ ସମର୍ଥନ କରିଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ମଧ୍ୟରେ…
ଛଠ୍ ପୂଜା ପ୍ରକୃତି, ଜ୍ଞାନ ଓ ବିଜ୍ଞାନର ସଙ୍ଗମ – ଧର୍ମେନ୍ଦ୍ର ପ୍ରଧାନ
କାଶୀରେ ଛଠ୍ ପର୍ବ ପାଳିଲେ କେନ୍ଦ୍ରମନ୍ତ୍ରୀ
ଛଠ୍ ପର୍ବର ଅଭିନନ୍ଦନ ଜଣାଇଲେ, ଛଠ୍ ପର୍ବ ଆସ୍ଥା ଓ ଶ୍ରଦ୍ଧାର ପ୍ରତୀକ
କାଶୀ, ଅକ୍ଟୋବର ୨୭ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାବା ବିଶ୍ୱନାଥଙ୍କ ନଗରୀ କାଶୀରେ ଛଠ୍ ପର୍ବ ଅବସରରେ ସୂର୍ଯ୍ୟ ଦେବତାଙ୍କୁ…