Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦେଓଗାଁ-ଭାଲିଆଡିହି ବିବାଦୀୟ ରାସ୍ତାରେ ମାଟି ପକାଇବାକୁ ନେଇ ବିବାଦ
ଅତିରିକ୍ତ ତହସିଲଦାର ଓ ପୋଲିସ ପ୍ରଶାସନର ପରିସ୍ଥିତି ଅନୁଧ୍ୟାନ,
ତହସିଲଦାରଙ୍କୁ ଭେଟିବା ପାଇଁ ଭାଲିଆଡିହି ଗ୍ରାମ ପ୍ରତିନିଧିଙ୍କୁ ପରାମର୍ଶ,
ଦେଓଗାଁ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କୁ ଭେଟିବା ନେଇ ସୂଚନା,
ଓଡ଼ଗାଁ,୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼…
୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା ୨୦୨୫-୨୬
ନବରଙ୍ଗପୁର ତା ୨.୧୧.୨୦୨୫: ଅଶୋକ ସାହୁ: ୧/୧୧/୨୦୨୫ ରିଖ ସକାଳ ୧୧.୦୦ ଘ ସମୟରେ ୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ( ୧୪ ବର୍ଷରୁ କମ୍ ବାଳକ ବାଳିକାଓ ୧୭ ବର୍ଷରୁ କମ୍ ବାଳକ ବାଳିକା)ଖୋଖୋ ଓ କବାଡି ପ୍ରତିଯୋଗିତା ୨୦୨୫-୨୬ ର ଉଦ୍ ଘାଟନ ଉତ୍ସବ ପିଏମ୍ ଶ୍ରୀ ରାଜା ଚୈତନ୍ୟ ନୋଡାଲ ସରକାରୀ ଉଚ୍ଚ…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା…
ଡାଲମିଆ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ସଫଳତା
ରାଜଗାଙ୍ଗପୁର,୧/୧୧/୨୫.(ବିଷ୍ଣୁ ଭୋମିକ)ରାଉରକେଲାର ନବମ ଓଡ଼ିଶା ଏନ୍ସିସି ବାଟାଲିୟନ ପକ୍ଷରୁ ଆୟୋଜିତ ଏଟିସି କ୍ୟାମ୍ପରେ ରାଜଗାଙ୍ଗପୁର ଡାଲମିଆ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି । କ୍ୟାମ୍ପରେ ରେ ମୋଟ ୫୪୦ ଜଣ କ୍ୟାଡେଟ୍ ଯୋଗ ଦେଇଥିଲେ । ଏଥିରେ ଡାଲମିଆ…
ଗୁଣବତ୍ତା ଏବଂ ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍ର ଭୁବନେଶ୍ୱର ଏବଂ କଟକ ମିଟର ଟେଷ୍ଟିଂ ଲ୍ୟାବ୍କୁ ପୁଣି ଏନ୍ଏବିଏଲ୍…
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍)ର ଭୁବନେଶ୍ୱର ଏବଂ କଟକରେ ଥିବା ଏହାର ମିଟର ଟେଷ୍ଟିଂ ଲାବୋରେଟୋରୀଗୁଡ଼ିକ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ…
ଜୟ ଢୋଲକିଆ ଙ୍କ ପାଇଁ ପ୍ରଚାର କଲେ ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା
ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା
ନୂଆପଡ଼ା / ଭୁବନେଶ୍ୱର, ତା.୦୧/୧୧ : 'ପଶ୍ଚିମ ଓଡିଶା' ମୋ ରକ୍ତରେ ଅଛି। ଏଠି ମୋ ମାମୁଁ ଘର। ଗତବର୍ଷ ବିଜେପିର ଐତିହାସିକ ବିଜୟ ହେଲା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେଲା।…
ଆଇଏଏସ୍ରେ ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ନଭେମ୍ବର ୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ)ର ୧୩ ତମ ବ୍ୟାଚ ବିଏସ୍ସି (ଏଗ୍ରିକଲ୍ଚର) ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁକ୍ରବାର ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନୂତନ…
‘ଆଇପିଏଏଫ୍ ଭୁବନେଶ୍ୱର ୨୦୨୫’ ଜୟଦେବ ଭବନରେ ସଂସ୍କୃତି, ଅନୁଗ୍ରହ ଏବଂ ଅନ୍ତର୍ଭୁକ୍ତିର ସନ୍ଧ୍ୟା ସହିତ ଦର୍ଶକଙ୍କୁ…
ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ପର୍ଫରମିଂ ଆର୍ଟସ୍ ଫେଷ୍ଟିଭାଲ (ଆଇପିଏଏଫ୍ ଭୁବନେଶ୍ୱର ୨୦୨୫) ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ସହରର ସାଂସ୍ୃତିକ କେନ୍ଦ୍ରସ୍ଥଳକୁ ଯାଜୁଲ୍ୟମାନ କରିବା ସହିତ ଶାସ୍ତ୍ରୀୟ, ଲୋକକଳା ଏବଂ ସମାବେଶୀ ପ୍ରଦର୍ଶନର ସମୃଦ୍ଧ ସମ୍ମିଶ୍ରଷର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ…
ଭାରତରେ ଚେସ୍ର ପ୍ରସାର ନେଇ କିଟ୍ ଓ ଫିଡେ ମଧ୍ୟରେ ବୁଝାମଣା
ଫିଫା ଓ ଏଫ୍ଆଇଭିବି ପରେ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ଫିଡେ ସହ ବୁଝାମଣା କରି ଇତିହାସ ସୃଷ୍ଟି କଲା କିଟ୍
ଭୁବନେଶ୍ୱର, ୩୧ । ୧୦: ଭାରତରେ ଚେସ୍ର ପ୍ରସାର ନିମନ୍ତେ କିଟ୍, ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍) ଓ ଅନ୍ତର୍ଜାତୀୟ ଚେସ୍ ସଂଘ (ଫିଡେ) ମଧ୍ୟରେ ଆଜି ଗୋଆଠାରେ ଏକ…
ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ
ଭୁବନେଶ୍ୱର, ନଭେମ୍ବର ୧: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)…