Browsing Category

ରାଜ୍ୟ

ଜଣେ ଆଦିମ ଜନଜାତି ଯୁବକ ଡକ୍ଟର ରାମ ଚନ୍ଦ୍ର କ୍ରିସାନିଙ୍କ ପିଏଚଡି ହାସଲ

ମାଲକାନାଗିରି, ତାରିଖ: ୦୮/୧୧.୨୦୨୫: ଅଧ୍ୟବସାୟ ଏବଂ ସମର୍ପଣର ଏକ ପ୍ରେରଣାଦାୟକ କାହାଣୀରେ, ସ୍ୱର୍ଗତ ସାନିଆ କ୍ରିସାନି ଏବଂ ସମ୍ବାରୀ କ୍ରିସାନିଙ୍କ ପୁଅ ଡକ୍ଟର ରାମ ଚନ୍ଦ୍ର କ୍ରିସାନିଙ୍କୁ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (KISS) ଡିମ୍ଡ୍ ଟୁ ବି…

ସେଲ୍, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରାଉରକେଲା ହାପ୍ ମାରାଥନ୍-୨୦୨୬

 ରାଉରକେଲା ଇସ୍ପାତ କାରଖାନା ଦ୍ବାରା ପ୍ରଥମଥର ପାଇଁ ହାପ୍ ମାରାଥନ୍ ଘୋଷଣା ରାଉରକେଲା, (ବସନ୍ତ କୁମାର ଜେନା) : ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (SAIL)ର ଅଳ୍ପତମ ୟୁନିଟ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି) ପକ୍ଷରୁ ସେଲ୍ ସ୍ଥାପନା ଦିବସ ପାଳନ ଉପଲକ୍ଷେ ଆସନ୍ତା ୨୦୨୬ ମସିହା…

ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ପାଳନ

ଜିଲ୍ଲାରେ ସମବେତ ଭାବେ ଗାନ ହେଲା ବନ୍ଦେ ମାତରମ ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ଆଜି ୧୫୦ ବର୍ଷ ପୂର୍ତ୍ତି ହୋଇଅଛି। ଏହି ଅବସରରେ ରାଜ୍ୟରେ ସମବେତ ଭାବେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଗୀତ ଗାନ କରାଯାଇଅଛି। ଏହା ଛଡ଼ା ସମସ୍ତ ବିଦ୍ୟାଳୟ,…

ଭାରତର ଲୌହ ପୁରୁଷ ସର୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଦିବସ ଉପଲକ୍ଷେ ଏକତା ପଦଯାତ୍ରା

"ଯୋଗଦେଲେ ମାନ୍ୟବର ସାଂସଦ, ଜିଲ୍ଲାପାଳ, ବରିଷ୍ଠ ପଦାଧିକାରୀ, ଜନସାଧାରଣ, ଛାତ୍ର ଛାତ୍ରୀ" ରାୟଗଡ:-ତା. ୮/୧୧/୨୫- ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ,…

ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

  ରାୟଗଡ ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଶନିବାର ଜିସିଡ଼ି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ କୋରାପୁଟ ଲୋକସଭା ସାଂସଦ ଓ ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ରୂପେ ଜିଲ୍ଲା…

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ

 ନୟାଗଡ଼(ବିଶ୍ୱଜିତ ନାୟକ): -ନୟାଗଡ଼ ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଧାୟକ କିମ୍ବା ସାଂସଦ ଯୋଗ ଦେଇନଥିବା ବେଳେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ,…

ବାଲିଯାତ୍ରାରେ ହଜାର ହଜାର ଲୋକଙ୍କୁ ସୌର ଶକ୍ତି ସମ୍ପର୍କରେ ସଚେତନ କରୁଛି ଟିପିସିଓଡିଏଲ୍‌

ଭୁବନେଶ୍ବର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ଉତ୍ସବ ଐତିହାସିକ ବାଲିଯାତ୍ରା ମେଳାରେ ସୌର ଶକ୍ତି ସଚେତନତା ଶିବିର ସ୍ଥାପନ କରିଛି।ନବୀକରଣୀୟ ଶକ୍ତିକୁ…

ବେଦାନ୍ତ ଝାରସୁଗୁଡା ସମ୍ପ୍ରଦାୟିକ ଆଉଟରିଚ୍ ପଦକ୍ଷେପ ସହିତ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରିଛି

କ୍ୟାନସରର ପ୍ରତିରୋଧ ଏବଂ ପ୍ରାରମ୍ଭିକ ଚିହ୍ନଟ ବିଷୟରେ ଯୁବ ଛାତ୍ରୀମାନଙ୍କୁ ସଚେତନତା ସହିତ ସଜ୍ଜିତ କରିବା ପାଇଁ ଝାରସୁଗୁଡାର ମହିଳା ମହାବିଦ୍ୟାଳୟରେ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଡଛି। ଝାରସୁଗୁଡା, ଓଡିଶା, ନଭେମ୍ବର ୮, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ…

ଡାକ୍ତର ଙ୍କ ଚୌକି ମେଲା, ରୋଗୀ ହେଉଛନ୍ତି ଗୁଲଗୁଲା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସି ଏଚ ସି ମାତୃ ଓ ଶିଶୁ ଡାକ୍ତର ଖାନରେ ଅଭାବନୀୟ ପରିସ୍ଥିତି। ହସ୍ପିଟାଲ ରେ ରୋଗୀ ପ୍ରବଳ ଭିଡ଼ ହେଲେ ଡାକ୍ତର ବାବୁ ଚିକିତ୍ସା କରୁଛନ୍ତି ଘରୋଇ ମେଡିକାଲ ରେ।ଏଠାକାର ସରକାରୀ ହସ୍ପିଟାଲ ରେ ଓ ପି…

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜୟନ୍ତୀ ପାଳନ ଓ ଏକତା ପଦଯାତ୍ରା ଅନୁଷ୍ଠିତ

https://youtu.be/6KownO2gvUs   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଶନିବାର) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ଏକତା ପଦଯାତ୍ରା ମହା ଆଡ଼ମ୍ବରେ ଅନୁଷ୍ଠିତ…