Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆରମ୍ଭ କରି ଗୁରୁ ପରମ୍ପରା ବିଷୟରେ ଆଲୋଚନା!-->…
କଟକ ବୋର୍ଡ଼ ସେକେଣ୍ଡାରୀ ସ୍କୁଲ ରେ ଗୁରୁଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ
ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
କଟକ : ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି!-->!-->!-->!-->!-->…
ଐତିହ୍ୟ ଦିବ୍ୟ ସିଂହ ପିସିସି ସମ୍ପାଦକ ଭାବେ ମନୋନୀତ।
କେନ୍ଦୁଝର,ତା୫/୯-ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଦ୍ୟ ପ୍ରକାଶିତ ରାଜ୍ୟସ୍ତରୀୟ କମିଟିରେ ରାଜ୍ୟ ସମ୍ପାଦକ ଭାବେ କେନ୍ଦୁଝରର ଐତିହ୍ୟ ଦିବ୍ୟ ସିଂହ ମନୋନୀତ ହୋଇଛନ୍ତି । ସେ ଆଗରୁ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି, ଜିଲ୍ଲା ସାମାଜିକ ଗଣମାଧ୍ୟମ!-->…
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଲାମ୍ପସ୍ ପରିଦର୍ଶନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ
କୃଷକ ପଞ୍ଜୀକରଣ ପ୍ରକ୍ରିୟାର ସ୍ଥିତି ସମୀକ୍ଷା — ନିର୍ଦ୍ଧାରିତ ସମୟସୀମାରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ
ନବରଙ୍ଗପୁର, ୦୫ ସେପ୍ଟେମ୍ବର ୨୦୨୬: କୃଷକମାନଙ୍କ ସୁବିଧା, ସ୍ୱଚ୍ଛତା ଏବଂ ସମୟବଦ୍ଧ ଭାବେ କୃଷିଜାତ ଉତ୍ପାଦ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ!-->!-->!-->…
ଉଲ୍ଲାସ ସାକ୍ଷରତା ଅଭିଯାନ ଅବସରରେ ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ସାକ୍ଷରତା ପଦଯାତ୍ରା
“ସାକ୍ଷରତା ହେଉଛି ଉନ୍ନତିର ମୂଳଦୁଆ” — ସାକ୍ଷର ନବରଙ୍ଗପୁର ଗଠନ ପାଇଁ ଆହ୍ୱାନ
ନବରଙ୍ଗପୁର, ୦୫ ସେପ୍ଟେମ୍ବର ୨୦୨୬: ସାକ୍ଷରତାର ବିକାଶ, ନିରକ୍ଷରତା ଦୂରୀକରଣ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲକ୍ଷ୍ୟରେ ଉଲ୍ଲାସ (ULLAS) ସାକ୍ଷରତା ଅଭିଯାନ ଅବସରରେ!-->!-->!-->…
ଅବସର ପ୍ରାପ୍ତ ଶିକ୍ଷକ ଓ ବରିଷ୍ଠ ନାଗରିକ ପାଳିଲେ ଗୁରୁଦିବସ
ଖୋର୍ଦ୍ଧାରୁ (ସେକ ଜାଫର ): ବରିଷ୍ଠ ନାଗରିକ ମଞ୍ଚର ସଭାଗୃହରେ "ଗୁରୁ ଦିବସ" ପାଳନ କରାଯାଇଥିଲା l ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ "ଭାରତ ରତ୍ନ" ରେ ସମ୍ମାନିତ ଭୂତପୂର୍ବ ରାଷ୍ଟ୍ରପତି, ଶିକ୍ଷାବିତ ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ!-->…
୨୮ କୋଟିରୁ ଊର୍ଦ୍ଧ୍ୱ ବିକାଶ ପ୍ରକଳ୍ପକୁ ମିଳିଲା ଗତି
ବିଭିନ୍ନ ୱାର୍ଡରେ ଉଦ୍ଘାଟନ, ଶିଳାନ୍ୟାସ ଓ ନୂଆ ପ୍ରକଳ୍ପ ଘୋଷଣା
ଝାରସୁଗୁଡ଼ା, ୫/୯: ଝାରସୁଗୁଡ଼ା ପୌରପାଳିକା ଅଧୀନ ବିଭିନ୍ନ ୱାର୍ଡର ସାମଗ୍ରିକ ବିକାଶ ଓ ସହରର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ୨୮.୦୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ!-->!-->!-->…
ବାଣପୁରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପାଳିତ
ବାଣପୁର:(ସେକ୍ କୌସର): ଗୁରୁଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଫିସର ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ମାର୍ଗ ଦର୍ଶନରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ -୨୦୨୬ ପାଳିତ!-->!-->!-->…
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ: ନେତାଙ୍କ ମତ ପରେ ନାଗରିକ କମିଟିର ନିରବତାକୁ ନେଇ ପ୍ରଶ୍ନ
ବଲାଙ୍ଗୀର/ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଓ ଏହାର ବ୍ୟବହାରକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଦିନକୁ ଦିନ ତୀବ୍ର ହେଉଛି। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ନେତାଙ୍କ ମତାମତ ସାମ୍ନାକୁ ଆସିବା ପରେ ଏବେ ବଲାଙ୍ଗୀର ନାଗରିକ କମିଟିର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ!-->!-->!-->…
ଗୁରୁ ଦିବସର ଅନୁଚିନ୍ତା
🔹🔹🔹🔹🔹🔹🔹ଗୁରୁ ତୁମେ ଚିର ଗରୀୟାନକଞ୍ଚା ମାଟିରେ ଗଢ଼ି ପାର ଦିଅଁଦୁନିଆଁରେ ତାକୁ ଗୌରବ ଦିଅସମ୍ଭାବନାକୁ ସମ୍ଭବ କରାଅଜ୍ଞାନ ଦାତା ତୁମେ ଭଗବାନ ।।
ଶିକ୍ଷା ସହିତ ସଂସ୍କାର ଦିଅଶୃଙ୍ଖଳା ସଂଯମ ନିଷ୍ଠା ଶିଖାଅମାନବିକତାର ମନ୍ତ୍ର ପଢାଅଜ୍ଞାନ ତେଜେ ବିନାଶ ଅଜ୍ଞାନ ।।
ଗୁରୁ ପରମ୍ପରା!-->!-->!-->!-->!-->…