Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଲୋୟର ପିଏମଜିରେ ଧାରଣା
ଓଡ଼ଗାଁ ବ୍ଳକରୁ ୨ ଦିନ ହେଲା ୩୬୦ ଜଣ ଶିକ୍ଷକ ଛୁଟିରେ
ଓଡ଼ଗାଁ,୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଶିକ୍ଷାଦାନ ନିମନ୍ତେ ୭ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସମୟରେ ୫ ଶହ ୬୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ…
ଗାଁ ଦାଣ୍ଡରେ ପାଳିତ ହେଲା ବାଟ ଓଷା,
ଓଡ଼ଗାଁ,୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଗ୍ରାମଠୁ ସହର ଯାଏଁ ହିନ୍ଦୁ ପରମ୍ପରା ରିତୀନିତୀ ଆଧାରେ ପିଲାମାନଙ୍କ ମଙ୍ଗଳ ମନାସି ମା'ମାନେ ଗ୍ରାମ ଦାଣ୍ଡରେ ପାଳିଲେ ଦାଣ୍ଡପହଁରା ଓ ବାଟ ଓଷା । ପୌଷ ମାସ କୃଷ୍ଣ ଦ୍ୱିତୀୟା ତିଥିରେ ଏହା ପାଳନ କରାଯାଏ । ଏହି…
୬୩ ତମ ଜିଲ୍ଲା ସ୍ତରୀୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସ
https://youtu.be/y9cuTsDiwj4
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଆଜି ( ଶନିବାର ) ଗଜପତି ଜିଲ୍ଲା ଗୃହରକ୍ଷୀ ବାହିନୀ ଆନୁକୁଲ୍ୟରେ ୬୩ ତମ ଜିଲ୍ଲାସ୍ତରୀୟ…
ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଜାତୀୟ ହାତଧୋଆ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ ପବ୍ଲିକ ସ୍କୁଲ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ସ୍କୁଲ ଅଫ୍ ନର୍ସିଙ୍ଗ ସହଯୋଗରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଜାତୀୟ ହାତଧୋଆ ସଚେତନତା ସପ୍ତାହ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
କେନ୍ଦୁଝରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ।
କେନ୍ଦୁଝର,ତା୬/୧୨- କାଲି ଥିଲା ବିଶ୍ୱ ମୃତ୍ତିକା ଦିବସ ଯାହାକୁ ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। କୃଷି ଫସଲ ଉତ୍ପାଦନ ଲାଗି ମୃତ୍ତିକାର ନିଶ୍ଚିତ ଅବଦାନ ରହିଛି। ମୃତ୍ତିକା କିସମ ନେଇ ଚାଷୀ ସତର୍କ ହୋଇ କୃଷି କର୍ମଣ କରେ ଫସଲ…
୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ଭଞ୍ଜନଗର ଥାନାରୁ ଦୁଇ ଶ୍ରେଷ୍ଠ ଗୃହରକ୍ଷୀ ପୁରସ୍କୃତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ପାତ୍ର ଙ୍କ ସଂଯୋଜନାରେ ଗଞ୍ଜାମ ପୁଲିସ ପକ୍ଷରୁ ଆଜି ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଗୃହରକ୍ଷୀ ଦିବସ ପ୍ରତ୍ୟେକ ବର୍ଷ ସାରା ଭାରତ ବର୍ଷର ପୋଲିସ୍ ମୁଖ୍ୟାଳୟ ମାନଙ୍କ ରେ ପାଳନ…
ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିଵସ ପାଳିତ
ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ୯୯ ତମ ଗୋବରା ପଦାର୍ପଣ ଦିଵସ ବଡ଼ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗୋବରା ଗାନ୍ଧିପୀଠ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୂରସଂଚାର ନିଗମର…
ତାଳପଦର ଗ୍ରାମର ପୂର୍ବତନ ସରପଞ୍ଚ ଙ୍କ ପରଲୋକ
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମ ପଂଚାୟତ ର ପୂର୍ବତନ ସରପଂଚ ନାରାୟଣ ଭୋଇ ପରଲୋକ ଗମନ କରିଛନ୍ତି I ସମ୍ବଲପୁର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ଆସିବା…
ଆତ୍ମହତ୍ୟା ର ଉଦ୍ୟମ
ରାଜଗାଙ୍ଗପୁର._ତା:୦୬-୧୨-୨୫.ଗତ ରାତି ରେ ଲାଞ୍ଜିବେରନା ସ୍ଥିତ କଲେଜ ରେ ଅଧ୍ୟୟନ କରୁଥିବା ଛାତ୍ରି ଜଣେ ରାତି ଅଧରେ ନିଜଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଘର ଲୋକ ଜାଣିବା ପରେ ତାକୁ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଆ ଜି ଏଚ ହସ୍ପିଟାଲରେ ଭର୍ତ୍ତି…
ଓଷ୍ଟା ତେଲକୋଇ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ -୨୦୨୫ ଅନୁଷ୍ଠିତ।
କେନ୍ଦୁଝର,ତା୬/୧୨- ଆଜି ଓଷ୍ଟା ତେଲକୋଇ ବ୍ଲକର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ - ୨୦୨୫ ଦୋବଲାପାଳ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଓଷ୍ଟା ତେଲକୋଇ ବ୍ଲକ ସଭାପତି ଖଗେଶ୍ବର ମହାନ୍ତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ତେଲକୋଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ…