Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ଜବର ଦଖଲ ଜମିର ଆରମ୍ଭ ହେଲା ମାପଚୁପ,
ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କୋମଣ୍ଡ ରାଜସ୍ବ ଅଞ୍ଚଳ କୋମଣ୍ଡ ଠାରେ ଗଢ଼ିଉଠିଥିବା ବହୁମୁଖୀ ଶିଳ୍ପ ତାଲିମ କେନ୍ଦ୍ର ଶ୍ରୀପଲ୍ଲୀଟେକନିକ ଚତୁଃପାର୍ଶ୍ଵ ଜବର ଦଖଲ ଜମିର ୧୦ ତାରିଖ ବୁଧବାର ମାପଚୁପ ଆରମ୍ଭ ହୋଇଛି । କୋମଣ୍ଡ ମକରପଦା ଗ୍ରାମବାସୀଙ୍କ…
ଦୁର୍ଘଟଣାରେ ବୃଦ୍ଧାଙ୍କ ସମେତ ୨ ଗୁରୁତର
ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଜୟ ମଙ୍ଗଳ ପ୍ରସାଦ ଗ୍ରାମରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ସମେତ ୨ ଜଣ ଗୁରୁତର ହୋଇ ପଡିଥିବା ବେଳେ ୧୦୮ ଯୋଗେ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ଗୁରୁତର ମାନେ ହେଲେ ଜୟ ମଙ୍ଗଳ…
ଓଡ଼ିଆ ନବବର୍ଷ(ଏପ୍ରିଲ 15)ରୁ ଭୁବନେଶ୍ୱରରେ ଖୋଲିବ ସିଏଜିର ପୂର୍ବାଞ୍ଚଳ ଶାଖା
ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ 15 ତାରିଖରୁ ଭାରତର ନିୟନ୍ତ୍ରକ ତଥା ମହା ଲେଖା ପରୀକ୍ଷକ (CAG) ର ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି, ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଏକ…
ଓଲିଟୀପଡିଲା ଗ୍ୟାସ ବୋଝେଇ ଟ୍ୟାଙ୍କର ଛତିକୁଡାରୁ ସିକେରକୁପା ରାସ୍ତା ଯାତାୟାତ ବନ୍ଦ ରହିଛି
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲାରେ ଦୀନକୁ ଦୃଘଟଣା ଘଟୁଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ଅନ୍ୟ ଏକ ଟ୍ରକକୁ ସାଇଡ ଦେବାକୁ ଯାଇ ଗୋଟିଏ ଗ୍ୟାସ…
କର୍ଲାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଟିଏଲଏମ କର୍ମଶାଳା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ "ଟିଏଲଏମ କର୍ମଶାଳା " ଅଦ୍ୟ ତା -୦୯/୧୨/୨୦୨୫ ଓ ତା- ୧୦/୧୨/୨୦୨୫ ଦୁଇଦିନ ଧରି ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ…
ବେଟି ବଚାଅ ବେଟି ପଡ଼ାଓ ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ-୪ ଠାରେ ବେଟି ବଚାଅ ବେଟି ପଢାଅ , ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା ଅନୁଷ୍ଠିତ…
କିଶୋର କିଶୋରୀ ପ୍ରତିଭା ଅନ୍ୱେଷଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ)-,,ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବୁଧବାର ବେଲଗୁଣ୍ଠା ବ୍ଳକ୍ ସମ୍ମିଳନୀ ଗୃହରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ସିଡ଼ିପିଓ ନଳିନୀ କୁମାରୀ ମହାରଣା…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୮ତମ ବାର୍ଷିକ କ୍ରୀଡା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୮ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆୟୋଜିତ ଉଦଘାଟନୀ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା…
ଜିଲ୍ଲା ସ୍ତରୀୟ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ବଲାଙ୍ଗୀର,ଘନଶ୍ୟାମ ନାଗ (ବିଶେଷ ପ୍ରତିନଧି):- ସଇଁତଲା ବ୍ଲକ ପ୍ରାଣୀଚିକିତ୍ସାଲୟ ପରିସରରେ ସ୍ଥାନୀୟ ପ୍ରାଣୀ ସମ୍ପଦ ବିଭାଗର ସହଯୋଗରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ମଧ୍ୟମ ଔଦ୍ୟୋଗିକ ଛେଳି ପାଳନ ସମ୍ପର୍କିତ ଉନ୍ନତ ପ୍ରଶିକ୍ଷଣ ଏହି…
ବେଲଗୁଣ୍ଠାରେ ବଢୁଛି ମଶାଙ୍କ ପ୍ରାଦୂର୍ଭାବ ; ଲୋକେ କଲବଲ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବେଲଗୁଣ୍ଠା ସହରରେ ବଢୁଛି ମଶାଙ୍କ ଉପଦ୍ରବ I ସଞ୍ଜ ନଇଁ ଗଲେ ଏହି ଉପଦ୍ରବ ବହୁ ଗୁଣିତ ହୋଇ ଯାଉଛି I ମଶା କାମୁଡ଼ାରେ ସହରବାସୀ କଲବଲ ହେଉଛନ୍ତି I ଛୋଟ ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କହିଲେ ନସରେ I ସହରର ବିଭିନ୍ନ ନାଳ ନର୍ଦ୍ଦମାରେ…