Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରିଲା ରାଜଗାଙ୍ଗପୁର ମହୋତ୍ସବ ଝରଝରା
ଲୋକନୃତ୍ୟ, ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ
ରାଜଗାଙ୍ଗପୁର,୨୨-୧୨-୨୫. ରାଜଗାଙ୍ଗପୁର ଫୁଟବଲ ପଡ଼ିଆରେ ୧୯ ତାରିଖରୁ ଚାଲିଥିବା ଲୋକ ମହୋତ୍ସବ “ଝର୍ଝରା”ର ସୋମବାର ଉଦ୍ଯାପିତ ହୋଇଯାଇଛି। ବିବିଧ ଲୋକ ନୃତ୍ୟ, ନାଗପୁରୀ, ସମ୍ବଲପୁରୀ ସହ ଆଧୁନିକ ସଙ୍ଗୀତରେ ୪ଦିନ ଧରି ଦୁଲୁକି ଥୁଲା ଫୁଟବଲ…
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଭିମୁଖୀକରଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପକ୍ଷରୁ ଆଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ମୋନାଜ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ…
ରାମାନୁଜନ ଗଣିତ କ୍ଳବ, ପାରଳାଖେମୁଣ୍ଡି ତରଫରୁ ଜାତୀୟ ଗଣିତ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ଭଳି ଏହି ବର୍ଷ ୨୦୨୫ ମସିହାରେ ରାମାନୁଜନ ଗଣିତ କ୍ଲବ୍ , ପାରଳାଖେମୁଣ୍ଡିର ତରଫରୁ ବିଶ୍ବ ବିଖ୍ୟାତ ବିସ୍ମୟ ଗଣିତଜ୍ଞ ରାମାନୁଜନଙ୍କ ଜୟନ୍ତି ଅବସରରେ ଜାତୀୟ ଗଣିତ ଦିବସ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳନ ହୋଇଯାଇଛି।…
ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ଏବଂ ସ୍ପିରିଟଜା ଆନୁକୂଲ୍ୟରେ କେନ୍ଦୁଝରରେ ଅଭିନୟ କର୍ମଶାଳା
କେନ୍ଦୁଝର,ତା୨୨/୧୨- ଏନ୍ଏସ୍ଡ଼ି, ନୂଆଦିଲ୍ଲୀ ଓ ସ୍ଥାନୀୟ ସ୍ପିରିଟଜା ନୃତ୍ୟାନୁଷ୍ଠାନର ମିଳିତ ସହଯୋଗୀତାରେ ଏକ ଅଭିନୟ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଏହା ରାଜ୍ୟର ଅନେକ କଳାକାରଙ୍କୁ ନେଇ ମାସେ ଧରି ଚାଲିବ ବୋଲି ଜଣାଯାଇଛି। ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର କୁଳସଚିବ କେନ୍ଦୁଝରର…
ଯୁବ ଆଇଏଏସ୍ ଉପଜିଲ୍ଲାପାଳ ଙ୍କ ବାଦ୍ୟରେ ଦୁଲୁକିଥିଲା “ଚଇତି” କଳସଯାତ୍ରା।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ଲୁକ୍କାୟିତ କଳା ସଂସ୍କୃତି ପରଂମ୍ପରା ବାଦ୍ୟଯନ୍ତ୍ର୍ର ଓ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଗୁଣୁପୁର ଉପଖଣ୍ଡ ରେ ଆରମ୍ଭ ହୋଇଛି "ଚଇତି" ମହୋତ୍ସବ। ପ୍ରଥମେ ରାୟଗଡା ଜିଲ୍ଲା ର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ଚଇତି ଉତ୍ସବ…
‘ଶୃଙ୍ଖଳା ଛାତ୍ରଛାତ୍ରୀ ଙ୍କୁ ସଫଳତା ଦେଇଥାଏ’
ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲର ବାର୍ଷିକ ଉତ୍ସବ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲର ବାର୍ଷିକ ସାଂସ୍କୃତିକ ଉତ୍ସବ “ ମହର୍ଷି ୨.୦ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଵସରରେ ରାମନାଗୁଡ଼ା ପଞ୍ଚାୟତ ସମିତିର…
MGNREGA ରୁ ଜି ରାମ ଜି ବିଲ ପ୍ରତ୍ୟାହାର ଦାବି ନେଇ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚଳିତ ମାସ 22 12 2025 ତାରିଖ ଦିନ ମିଳିତ ବାମପନ୍ଥୀ ପାର୍ଟୀ CPI( ml) ଲିବରେସନ, CPI (M), CPI, AIFB ତରଫରୁ ଜି - ରାମ - ଜି. କଳା ବିଲ ପ୍ରତ୍ୟାହାର ଦାବି ନେଇ ଦେଶ ବ୍ୟାପି ପ୍ରତିବାଦ ଦିବସ ରେ CPI ( ml)Liberation ତରଫରୁ ଗୁଣପୁର ନୁଆ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଲାବଣ୍ୟଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…
ସରକାରଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ସମ୍ବଳ ବ୍ୟକ୍ତିଙ୍କୁ ଅବହେଳା ପତିବାଦରେ ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ , ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ , ଓଡ଼ିଶା ଜୀବିକା ମିଶନ , ସ୍ୱଚ୍ଛ ଭାରତ ମିଶନ ଏବଂ ଅନ୍ୟାନ୍ୟ ବିଭାଗ ରେ ପ୍ରତ୍ୟକ ଜିଲ୍ଲାରେ ରହିଥିବା ଫ୍ରି ଲେନସର୍ ଜିଲ୍ଲା ସ୍ତରୀୟ ତାଲିମଦାତା / ସମ୍ୱଳ ବ୍ୟକ୍ତି…
ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫
ଜଗତସିଂହପୁର,ତା ୨୨.୧୨.୨୦୨୫ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା - ୨୦୨୫ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟ ଙ୍କ…