Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫୩ ନମ୍ବର ଜାତୀୟ ରାଜପଥ କାମରେ ଶିଶୁ ଶ୍ରମ ଅଭିଯୋଗ, PSK କମ୍ପାନୀ ବିରୋଧରେ ଜିଲ୍ଲା ଶ୍ରମ ବିଭାଗର ଚଢ଼ାଉ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ୫୩ ନମ୍ବର ଜାତୀୟ ରାଜପଥରେ ଚାଲୁଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ PSK ଠିକା ସଂସ୍ଥା ବିରୋଧରେ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା କାମରେ ଅବୟସ୍କ ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଥିବା ଖବର ପାଇ ଜିଲ୍ଲା ଶ୍ରମ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶତମ ବାର୍ଷିକଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି…
ତାଳପଦର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ଉତ୍ସାହର ସହ ପାଳିତ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁ ମନ୍ଦିର ପରିସରରେ ସୋମବାର “ଜାତୀୟ ଗଣିତ ଦିବସ” ପାଳିତ ହୋଇଯାଇଛି। ଭାରତର ମହାନ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ ଅବସରରେ ପାଳିତ ଏହି ଦିବସ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣିତ ପ୍ରତି ଆଗ୍ରହ ସୃଷ୍ଟି…
ମୃତ ଦାଦନଙ୍କ ପରିବାର ସଦସ୍ୟଙ୍କୁ ପ୍ରଶାସନ ତରଫରୁ ସହାୟତା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପଂଚାୟତର ନାୟକ ପଡ଼ା ଗ୍ରାମର ମୃତ ଦାଦନ ଉତ୍ତମ ପ୍ରସାଦ ରଣାଙ୍କ ପରିବାର ସଦସ୍ୟଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯାଇଛି I ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା…
ବିଧାୟକଙ୍କ ଦ୍ୱାରା ଆମ୍ବପୁଆରେ ଧାନମଣ୍ଡି ଉଦ୍ଘାଟିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଆମ୍ବପୁଆ ସେବା ସମବାୟ ସମିତି ପରିସରରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦ୍ଘାଟନ କରିଛନ୍ତି I ମଣ୍ଡି ଉଦ୍ଘାଟନ କରିବା ପରେ ବିଧାୟକ ଶ୍ରୀ ବିଷୋୟୀ ଉପସ୍ଥିତ ଚାଷୀ ସମାବେଶକୁ ଉଦବୋଧନ ଦେଇ…
କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ)-, ବେଲଗୁଣ୍ଠା ବ୍ଳକ୍ କୋକଲୁଣ୍ଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷର ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ରୂପେ ବିଦ୍ୟାଳୟ…
କପାଣି ଲାଇସେନ୍ସପ୍ରାପ୍ତ ମହୁଲି ମଦଭାଟିରେ ଅପମିଶ୍ରଣ କେଲେଙ୍କାରି !
ବିଷାକ୍ତ ମଦ ତିଆରିକୁ ଅଞ୍ଚଳବାସୀଙ୍କ ବିରୋଧ, ଜିଲ୍ଲା ଅବକାରୀ ବିଭାଗର ଭୂମିକା ପ୍ରଶ୍ନରେ
ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):- ସାରା ଓଡ଼ିଶାରେ ପ୍ରତିଦିନ ଦେଶୀ ଅପମିଶ୍ରିତ ବିଷାକ୍ତ ମଦ ସେବନ ଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ, ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା…
ଭାଗବତପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ପରଲୋକ
ପୁରୀ,୨୩/୧୨- ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଭାଗବତ ଟୁଙ୍ଗୀ ଓ ଗାଁ ଗାଁରେ ପରିଚିତ ଭାଗବତ ପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ଯ ଜନିତ ରୋଗରେ ପୀଡ଼ିତ ଥିଲେ । ସେହି ଅଞ୍ଚଳର ଛୋଟପୁର…
ସହିଦ୍ ଦିବସରେ ଟଙ୍କଧରଙ୍କୁ ନିଶାଣ କଲେ ଦୀପାଳି
"ସତ କହିଲେ ବିଧାୟକଙ୍କୁ ଖରାପ ଲାଗୁଛି,ରକ୍ତଚାପ ବଢ଼ିଯାଉଛି"
ଝାରସୁଗୁଡ଼ା: ଜୟପୁର ଇଷ୍ଟେଟ ସ୍ମୃତି କମିଟି ତରଫରୁ ଲଇ ଉଇକେରା ଠା ଠାରେ ସହିଦ ଦିବସ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଯୋଗ ଦେଇଥିଲେ। ବ୍ଳକ କାର୍ଯ୍ୟାଳୟ…
ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗ : କ୍ଷତିଗ୍ରସ୍ତ ପ୍ରଜାଙ୍କ ବିକ୍ଷୋଭ ଅବ୍ୟାହତ
ରାଜଗାଙ୍ଗପୁର: .ଲାଞ୍ଜିବେଣ୍ଡାରେ ଡିସିବିଏଲ ଦ୍ବାରା ଜମି ଅଧିଗ୍ରହଣ ବିରୋଧରେ ସ୍ଥାନୀୟ ପ୍ରଜାମାନଙ୍କ ବିକ୍ଷୋଭକୁ ଆଜି ୯ ଦିନ ପୂରିଛି। ଡିସିବିଏଲ ଗତ ୧୩ ତାରିଖ ଭୋର ସମୟରେ ଲାଞ୍ଜିବେଣ୍ଡାସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଖଣିକୁ ଲାଗିଥିବା ୨୭.୫୧ ଏକର ଜମିକୁ ଜେସିବି ଅଧିଗ୍ରହଣ କରାଯାଇଥିଲା…