Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜେକେ କାଗଜ କଳ ଲିମିଟେଡ୍ ର ଅ।ନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ ।
ଜେକେ କାଗଜ କଳ ଲିମିଟେଡ୍ ର ଅ।ନ୍ତଃ ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦ୍ଘାଟିତ ।
ରାୟଗଡା:(କୋଲନରା ରୁ ଦେବୀପ୍ରସାଦ ମହାନ୍ତି )ଜେକେ କାଗଜକଳ ଲିମିଟେଡ୍ ୩ ପ୍ରଡକସନ୍ ୟୁନିଟ୍, ଜେକେ ପେପର୍ ମିଲ୍ସ, ଜେକେପୁର, ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼, ଶିରିପୁର ପେପର୍…
ବେଦାନ୍ତ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ ଜରୁରୀକାଳୀନ ମକ୍ ଡ୍ରିଲ୍ ସହିତ ଶୂନ୍ୟ କ୍ଷତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି
ଲାଞ୍ଜିଗଡ଼, କଳାହାଣ୍ଡି, 07/01/2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଲାଞ୍ଜିଗଡ଼ ବିଶୋଧନାଗାରରେ ସଫଳତାର ସହ ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ପରିଚାଳନା କରିଛି ଯାହା ବଡ ଧରଣର ବିପଦ ମୁକାବିଲା ପାଇଁ ପ୍ରସ୍ତୁତିକୁ ମଜବୁତ କରିବା ସହ ଏହାର…
ଆଦିତ୍ୟ ଆଲୁମିନା ରିଫାଇନେରୀଙ୍କ ସହଯୋଗରେ ନୂଆସାହିରେ ଜିଲ୍ଲାସ୍ତରୀୟ ଯୁବ ଭଲିବଲ୍ ଟୁର୍ଣ୍ଣାମେଣ୍ଟ
କଂସାରିଗୁଡ଼ା, ରାୟଗଡ଼ା | ୦୮ ଜାନୁଆରୀ ୨୦୨୬: କଂସାରିଗୁଡ଼ାସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ ନୂଆସାହିରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ସକ୍ରିୟ ସହଯୋଗ ପ୍ରଦାନ କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ୧୬ଟି ଦଳ ଅଂଶଗ୍ରହଣ କରିଥିଲେ, ଯାହା ସ୍ଥାନୀୟ ସମୁଦାୟର…
ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀ ଙ୍କର ଅକାଳ ବିୟୋଗ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ ପୁରୁଣା ପାଟଣା ଗ୍ରାମର ଦିବାକର ଗୌଡ ନାମକ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଛି ଓ ସେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ନିଜ ଘର ସାମନାରେ ଏକ ଭୋଜି କାର୍ଯ୍ୟକ୍ରମ ରେ କାମ କରୁଥିବା ବେଳେ…
ଜାଡ଼ରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ: ଆଜି ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ ରେକର୍ଡ,…
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୋମବାର ପାରଦ ୬.୮ ବେଳେ ମଙ୍ଗଳବାର ୩ ଡିଗ୍ରିକୁ ଖସିଥିବା ବେଳେ ଆଜି କ୍ରମାଗତ ଭାବେ ନିମ୍ନଗାମୀ ହୋଇ ୨.୫…
ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ପୁରୁଷୋତ୍ତମ ପୁର ସହର ନନ୍ଦିକ ସାହିର କୃଷ୍ଣ ଚନ୍ଦ୍ର ଗୌଡ ନାମକ ଜଣେ ଯୁବକ ଭୋଜି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଘରକୁ ଫେରିବା ବେଳେ ବାଲିଆଶଙ୍ଖ ନିକଟସ୍ଥ ରାସ୍ତା କଡ଼କୁ ଖସି ପଡ଼ିଥିଲେ। ନିକଟସ୍ଥ ଗ୍ରାମ ବାସିନ୍ଦା ତାଙ୍କୁ ସେଠାରୁ ଉଦ୍ଧାର କରି…
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କଳାହାଣ୍ଡି ୨୦୨୫ ଉଦଯାପିତ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି | ୦୭ ଜାନୁଆରୀ, ୨୦୨୬ – ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ମେଳାର ଅନ୍ତିମ ଦିବସରେ ମାନ୍ୟବର…
ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିଜିଟାଲ ସେବା କେନ୍ଦ୍ର ଏବଂ ମାଣ୍ଡିଆ ଛତୁଆ ଉତ୍ପାଦନ କେନ୍ଦ୍ରର ଶୁଭଦ୍ଘାଟନ
କେନ୍ଦୁଝର,ତା୭/୧- ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍)ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍- ଉଦ୍ୟମୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଝୁମ୍ପୁରା ବ୍ଲକର କେନ୍ଦୁଆ ଗ୍ରାମରେ ତାରଣୀସେନ ମୁଣ୍ଡାଙ୍କ ଏକ ଡିଜିଟାଲ ସେବା କେନ୍ଦ୍ର ଓ ଆନ୍ଧାରୀଖମଣ ଗ୍ରାମରେ ଶ୍ରୀରାମ ଛତୁଆ କେନ୍ଦ୍ରର…
ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୧୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଡଃ. ରୀନା ସାହୁ (ଅଧ୍ୟକ୍ଷଙ୍କ) ଅଧ୍ୟକ୍ଷତାରେ ଉତ୍ସାହ ଓ ଉଦ୍ଦୀପନାର ସହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି…
ଡ୍ରେନ୍ ପାଣି ଘେରରେ ଚନ୍ଦ୍ରମଣୀଙ୍କ ଘର ପରିବାର
ଘରେ ପଶି ଉତ୍ପାତ କରୁଛନ୍ତି ମଶା, ମାଛି, ସାପ ଓ ବେଙ୍ଗ
ଓଡ଼ଗାଁ,୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ହରିହର ପୁର ଗ୍ରାମପଞ୍ଚାୟତ ଅସୁରଢିପା ଗ୍ରାମ ଓ୍ବାଡ ନମ୍ବର ୨୧ ବଡ଼ସାହିରେ ଡ୍ରେନ ଅଧାପନ୍ତରିଆ ହୋଇ ନିର୍ମାଣ କରାଯାଇଥିବା ବେଳେ ପଥରୋଧ କାରଣରୁ ଚନ୍ଦ୍ରମଣି…