Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୀପ ତଳ ଅନ୍ଧାର : ଦୁଃଖରେ ଦିନ କାଟୁଛନ୍ତି କୁବେର ପୁରୀର ଅସହାୟ ନିରୀହ ମଣିଷମାନେ
କେନ୍ଦୁଝର : ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ। ତା'ରି ଭିତରେ ପାହାଡ ତଳେ , ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ - ଘୁଙ୍ଗି। ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି। ମୋଟ ପରିବାର ସଂଖ୍ୟା ଛତିଶ ହେବ। ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ। ଏଇମାନଙ୍କ ବିଧାୟକ।
ଏଠି ସମସ୍ତେ…
୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ…
~ବିଭିନ୍ନ ପ୍ରତିଯୋଗିତାରେ ୩୫ ସ୍ୱର୍ଣ୍ଣ, ୩୪ ରୌପ୍ୟ ଏବଂ ୩୩ ବ୍ରୋଞ୍ଜ ପଦକ ହାସଲ ~
ଭୁବନେଶ୍ୱର, ଫେବୃଆରୀ ୦୩, ୨୦୨୬: ପୁରୀରେ ଅନୁଷ୍ଠିତ ୪୪ତମ ଓଡ଼ିଶା ରାଜ୍ୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ସହିତ…
ମାଲ୍ୟବନ୍ତ ମହୋତ୍ସବ-୨୦୨୫,ତୃତୀୟ ସନ୍ଧ୍ୟାରେ ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ଉପସ୍ଥିତି ଓ ସାଂସ୍କୃତିକ କଳାର ମହାକୁମ୍ଭ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,:୪/୨/୨୬-ମାଲକାନଗିରି ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଆୟୋଜିତ ମାଲ୍ୟବନ୍ତ ମହୋତ୍ସବର ଆଜିର ତୃତୀୟ ସନ୍ଧ୍ୟା ଏକ ଭିନ୍ନ ସ୍ତରର ଉତ୍ସାହ ନେଇ ଆସିଛି। ଆଜିର ଏହି ଭବ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ…
ଓଡ଼ଗାଁ ବ୍ଲକ କଂଗ୍ରେସ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର, ଏନଏସିରେ ବିଭୂତି
ଓଡ଼ଗାଁ, ୩।୨ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ପଦବୀରେ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପୁନଃ ଚୟନ କରାଯାଇଥିବା ବେଳେ ଓଡ଼ଗାଁ ଏନଏସି କଂଗ୍ରେସ କମିଟିର ସଭାପତି ଭାବେ ବିଭୂତି ରାଉତଙ୍କୁ ଚୟନ କରାଯାଇଛି। ପୂର୍ଣ୍ଣଚନ୍ଦ୍ର ନାୟକ…
ଚାଷୀର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ବିଜେଡି ନେତା ଓ କର୍ମୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୦୩/୦୨:- ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି…
ପଡିଆରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ପଡିଅ। ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପଡିଅ । ବ୍ଲକର ଅ।ଠଗୋଟି ପଞ୍ଚାୟତରୁ ମୋଟ ୪୪ ଟି ଅଭିଯୋଗର…
ଭାରସାମ୍ୟ ହରାଇ ଗଛରେ ପିଟିଲା ଯାତ୍ରୀବାହୀ ବସ୍
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୩/୨/୨୬- ଆଜି ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ମାଲକାନଗିରି ସୀମାନ୍ତ ମୋଟୁଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ‘ପାତ୍ର ମାଁ ବାଙ୍କେଶ୍ୱରୀ’ ଯାତ୍ରୀବାହୀ ବସ୍ ପୁଷୁଗୁଡା ଛକ ପୂର୍ବରୁ ଏକ ସ୍ଥାନରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ…
ତାଳପଦର ଏମଇ ସ୍କୁଲ ପଛପଟେ ଭୟାବହ ନିଆଁ, ଦମକଳ ବାହିନୀର ତତ୍ପରତାରେ ବଡ଼ ଦୁର୍ଘଟଣା ଟଳିଲା
ବିଜେପୁର :- ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମର ଏମଇ ସ୍କୁଲ ଓ ସରସ୍ବତୀ ଶିଶୁ ମନ୍ଦିର ମଝିରେ ହଠାତ୍ ଭୟାବହ ନିଆଁ ଲାଗିଯାଇଥିବାରୁ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା। ସ୍କୁଲ ପରିସର ନିକଟରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ…
ଅଷ୍ଟମ ମା ମେଟଖାଇ ଟେନିସ ବଲ୍ କ୍ରିକେଟ ଟୁର୍ନାମେଣ୍ଟ ସଫଳତାର ସହ ସମାପ୍ତ
ବିଜେପୁର :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବି-ନୁଆଁପାଳି ଖେଳ ପଡ଼ିଆ ଠାରେ ଅଷ୍ଟମ ମା ମେଟଖାଇ ଟେନିସ ବଲ୍ କ୍ରିକେଟ ଟୁର୍ନାମେଣ୍ଟ ମହାଆଡମ୍ବର ସହିତ ଆୟୋଜିତ ହୋଇ ସଫଳତାର ସହ ସମାପ୍ତ ହୋଇଯାଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ଟୁର୍ନାମେଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ…
ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ
ରାୟଗଡ଼: ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭାଗୃହରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଉଦଘାଟନ ସମାରୋହ ଆୟୋଜିତ ହୋଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ବିକାଶ ଓ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ…