Browsing Category

ରାଜ୍ୟ

ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରଠାରେ ବିଏ ସ୍ପୋର୍ଟ୍ସ ମିଟ୍-୨୦୨୬ ଆୟୋଜିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବିଏ ସ୍ପୋର୍ଟ୍ସ ମିଟ୍ -୨୦୨୬ ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୨୦ଟି ବିଜନେସ ଆସୋସିଏଟ୍ସରୁ ୨୨୦ଜଣ ଅଂଶଗ୍ରହଣକାରୀ ବିଭିନ୍ନ ବର୍ଗରେ ଭାଗ ନେବା…

ଘେଁସ ବିଦେଶୀ ମଦ ଦୋକାନରେ ଖୋଲା ଲୁଟ୍‌ !!!

ପ୍ରିଣ୍ଟ ରେଟ୍‌ ଠାରୁ ୩୦ ଟଙ୍କା ଅଧିକ ଆଦାୟ ଅଭିଯୋଗ ବିଜେପୁର : ବରଗଡ଼ ଜିଲ୍ଲା ଘେଁସ ସ୍ଥିତ ବିଦେଶୀ ମଦ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଗୁରୁତର ଅଭିଯୋଗ ଉଠିଛି। ଦୋକାନରେ ଗୋଟିଏ କ୍ୱାଟର ମଦରେ ବୋତଲ ଉପରେ ମୁଦ୍ରିତ ଦର ଠାରୁ ୩୦ ଟଙ୍କାରୁ ଅଧିକ ଅବୈଧ ଭାବେ…

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ; ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର, ୦୪/୦୨- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ନିଖୋଜ ଥିବା ଓଡିଆ ଯୁବକ ଅନନ୍ତ କୁମାର ସାହୁଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହସ୍ତକ୍ଷେପ ଲୋଡିଛନ୍ତି।…

ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵାରା ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର,ତା୪/୨- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ତରଫରୁ ପରିବେଶ , ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶାଙ୍କ ସହଯୋଗରେ ଆର୍ଦ୍ରଭୂମି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଗୋବିନ୍ଦପୁର ପୁଷ୍କରିଣୀ ପରିଷ୍କାର ଓ ଚାରାଗଛ ରୋପଣ…

ରେଳ ଧାରଣାରୁ ଜଣେ ଯୁବକ ର ଶବ ଉଦ୍ଧାର

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ କଣମଣା ଗ୍ରାମ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକ ର ମୃତ୍ୟୁ ଘଟିଥିବା ଜଣାପଡିଛି ଓ ରେଳବାଇ ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ମୃତ ବ୍ୟକ୍ତିଙ୍କ ପକେଟ୍ ରୁ ଆଧାର କାର୍ଡ ଓ ମୋବାଇଲ ଫୋନ ଜବତ କରି…

ଭଞ୍ଜବିହାର ରେ ଅଧ୍ୟୟନ ରତ ଛାତ୍ର ର ଆତ୍ମହତ୍ୟା

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଚମାଖଣ୍ଡି ଥାନା ଅର୍ନ୍ତଗତ ଉପଲାପୁଟି ଗ୍ରାମ ର ରାଜେଶ କୁମାର ବେହେରା ନାମକ ଜଣେ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କଠାରୁ ଖବର ପାଇ ଚମାଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ…

ସୁସ୍ଥ ସମାଜ ଗଢ଼ିବା , ସୁନ୍ଦର ପରିବାର ଗଢ଼ିବା , କର୍କଟ ରୋଗ ଠାରୁ ଦୂରେଇ ରହିବା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଂଗଠନ ଏବଂ ଜଗନ୍ନାଥ କମିଟି ମିଳିତ ଆନୁକୁଲ୍ୟରେ ସଚେତନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ପ୍ରଗତି ମହିଳା ସଂଗଠନ ର ଉପସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରାଜନଗର…

ଅଚିହ୍ନା ଯୁବକ ର ଝୁଲନ୍ତା ଶବ ଉଦ୍ଧାର

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ କେନାଲ ରାସ୍ତାରେ ଗୋଟିଏ ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକ ର ଶବ କୁ ପୋଲିସ ଉଦ୍ଧାର କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଉଦ୍ଧାର ହୋଇଥିବା ଶବ କିଛି ଦିନ…

ଶ୍ଵେତ ଗଙ୍ଗାରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ, ୪/୨ (ଅନିମେଶ ପଟ୍ଟନାୟକ): ଏକ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ପରିବେଶରେ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସକାଳେ ପୁରୀର ପବିତ୍ର ଶ୍ୱେତ ଗଙ୍ଗା ତୀର୍ଥ ପୁଷ୍କରଣୀରେ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ରୀତି କରିଥିଲେ ।‌ ପରେ ସେ…

ଆର ଭାଲିଆ ସାହି ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସୁବଲଡା ଗ୍ରାମପଞ୍ଚାୟତ ସ୍ଥିତ ରା.ଭାଲିଆସାହି ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫-୨୦୨୬ ମହାସମାରହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଶବରଙ୍କ ସଭାପତିତ୍ବ ରେ…