Browsing Category

ରାଜ୍ୟ

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୩ ଜଣ ରକ୍ତଦାନ କଲେ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ)- : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼. ଗିରିଧର ନାୟକଙ୍କ ପୌରୋହିତ୍ୟରେ…

ମୁଣ୍ଡ ଉପରେ ୨୧ ଲକ୍ଷ ଟଙ୍କାର ଇନାମି ମାଓବାଦି ର ଆତ୍ମ ସମର୍ପଣ

ମାଲକାନଗିରି, ୪ ଫେବ୍ରୁଆରି:  ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା । ଛତିଶଗଡ ମାଓ ସଂଗଠନର ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ବୁଧବାର ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମାଓ ସଂଗଠନ ରେ ବ୍ୟବହାର କରୁଥିବା ନିଜର ଅତ୍ୟାଧୁନିକ ଏସଏଲଆର ବନ୍ଧୁକ ସହ ୧୨ଟି ଅଫୁଟା…

ଦଶମ ବୋର୍ଡ ଆବାସିକ ପ୍ରସ୍ତୁତି ଦେଖିଲେ ଅତିରିକ୍ତ ଜିଲ୍ଲାପାଳ

ମାଲକାନଗିରି, ୪/୨: ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଦଶମ ବୋର୍ଡ ୨୦୨୬ ପରୀକ୍ଷାରେ ଭଲ ଫଳାଫଳ ଆଣିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଦଶମ ବୋର୍ଡ ଆବାସିକ ପ୍ରସ୍ତୁତି କାର୍ଯ୍ୟ ପରିଦର୍ଶନ କରିଛନ୍ତି I ଜିଲ୍ଲାରେ…

ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି, ୪ /୨: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ଆଜି ପେଟ୍ରୋଲିଂ ସମଯରେ ୧୬ କେଜି ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ସଦର ଥାନା ଅନ୍ତର୍ଗତ ଦାନିଗୁଡା ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୋ…

ଉଦ୍ ଘାଟନ ହେଲା ଜଗବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ସ୍ଥାନୀୟ ଅଟଳ ବିହାରୀ ହାଇସ୍କୁଲ ରେ ଟାଉନ କ୍ଲବ୍ ବାସୁଦେବପୁର ଆନୁକୁଲ୍ୟ ରେ ଉଦ୍ ଘାଟନ ହୋଇ ଯାଇଛି ଆନ୍ତ ରାଜ୍ୟ ଜଗବନ୍ଧୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସମ୍ମାନୀତ ଅତିଥି…

ଝାରସୁଗୁଡା ପୌରପାଳିକାରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ବିଜେପିର ଅଭିଯୋଗ

ଝାରସୁଗୁଡା 4/2 : ଝାରସୁଗୁଡା ପୌରପାଳିକା ଦ୍ୱାରା ବ୍ୟାପକ ଦୁର୍ନୀତି ଏବଂ ସରକାରୀ ପାଣ୍ଠିର "ଅପବ୍ୟବହାର" ହୋଇଥିବା ଅଭିଯୋଗ କରି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି I ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ବିଭିନ୍ନ ସହରାଞ୍ଚଳ ବିକାଶ ପ୍ରକଳ୍ପ ପାଇଁ…

ନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଂ ସହିତ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଏବଂ ଏହାର ତଦନ୍ତ ସହ ଦୃଢ…

 ଝାରସୁଗୁଡା, ୪/୨ : ଝାରସୁଗୁଡା ପୌର ପରିଷଦ ର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଟେଣ୍ଡର ଫିକ୍ସିଂ, କମ୍ପାନୀ ଗୁଡିକୁ ହୋଲଡିଂ ଚାର୍ଜ ରେ ଅନୁକମ୍ପା ପ୍ରଦାନ, ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ପିସି କାରବାର ସହିତ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ନେଇ ଝାରସୁଗୁଡା ପୌର ପରିଷଦ…

ଓଡ଼ିଶା ଯାତ୍ରା ଦର୍ଶକ ପରିବାରର ନବମବାର୍ଷିକ ଯାତ୍ରା କଳାକାର ସମ୍ମାନ ଉତ୍ସବ

ଭୁବନେଶ୍ୱର : : ଓଡ଼ିଶା ଯାତ୍ରା ଦର୍ଶକ ପରିବାର ର ନବମବାର୍ଷିକ ଯାତ୍ରା କଳାକାର ସମ୍ମାନ ଉତ୍ସବ ଗୁରୁ କେଳୁଚରଣ ଓଡ଼ିିଶୀ ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛିାପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୬୫ ବିଭାଗର ପ୍ରାୟ ୧୨୦ ଯାତ୍ରା କଳାକାର ଓ ୩୦ ଜଣ ଡ୍ରାମା, ପାଲା, ମଂଚ କଳାକାରମାନଙ୍କୁ…

ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବରେ ଯୋଗଦେବା ପାଇଁ ରୋମାନିଆ ଯିବେ କିସ୍‍ର ୧୦ ଛାତ୍ରୀଛାତ୍ରୀ

ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ ଓଡ଼ିଶାର ଜନଜାତି ଭାଷାରେ ପରିବେଷଣ ହେବ ପ୍ରଖ୍ୟାତ ନାଟ୍ୟକାର ସେକ୍‍ସପିଅରଙ୍କ ନାଟକ । ରୋମାନିଆରେ ଏହି ନାଟକ ପରିବେଷଣ କରିବେ କିସ୍‍ର ଛାତ୍ରଛାତ୍ରୀ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଏଥିରେ ସାମିଲ…

ମାର୍ଚ୍ଚ ୧୪ ରେ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୪ ମାର୍ଚ୍ଚ ୨୦୨୬ ରେ ପାରଳାଖେମୁଣ୍ଡି , ରା.ଉଦୟଗିରି , ମୋହନା ଓ କାଶୀନଗରରେ ଅଦାଲତ ପରିସରରେ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ପ୍ରାକ-ସ୍ତରୀୟ ମକଦ୍ଦମା ଓ…