Browsing Category

ରାଜ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

ବହୁବିଧ ବିଭାଗ, ଟ୍ୟୁମର ବୋର୍ଡ ଓ ପେନ୍ ଆଣ୍ଡ ପାଲିଆଟିଭ କେୟାର ଲଢ଼େଇରେ ସାମିଲ ଭୁବନେଶ୍ୱର, ଫେବୃଆରୀ ୫: କର୍କଟ ଭଳି ଦୁଃସାଧ୍ୟ ବ୍ୟାଧିକୁ ପରାସ୍ତ କରିହେବ। ଜୀବନ ଯୁଦ୍ଧରେ ଲଢ଼ୁଥିବା କର୍କଟ ରୋଗୀକୁ ଜିତାଇ ଆଣି ମୁହଁରେ ହସ ଫୁଟାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି ଇନ୍‌ଷ୍ଟିଚ୍ୟୁଟ୍…

ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର ୦୪/୦୨/୨୦୨୬: ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଧାନ କ୍ରୟ, ମଣ୍ଡି ସମସ୍ୟା, ଚାଷୀଙ୍କୁ ମିଳୁନଥିବା ନ୍ୟାୟ ସଙ୍ଗତ ମୂଲ୍ୟ ଭଳି ବିଭିନ୍ନ ଦାବିକୁ ନେଇ ଏହି ଆନେ୍ଦାଳନ ହୋଇଥିଲା । ବିଜେଡି…

ଗୃହରକ୍ଷୀ(ହୋମ ଗାର୍ଡ) ପଦବୀ ନିଯୁକ୍ତି ନିମନ୍ତେ ଲିଖିତମୂଳକ ପରୀକ୍ଷା

ଜଗତସିଂହପୁର,ତା-୦୪.୦୨.୨୦୨୬/ସୁମନ୍ତ କୁମାର ଦାସ ଏତଦ୍ ଦ୍ବାରା ସମସ୍ତ ଜଗତସିଂହପୁର ଜିଲ୍ଲା ପାଇଁ ଗୃହରକ୍ଷୀ ନିଯୁକ୍ତି —୨୦୨୫ ଲିଖିତ ପରୀକ୍ଷା ନିମନ୍ତେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ଜଣାଇ ଦିଆଯାଉଛି ଯେ, ଲିଖିତ ପରୀକ୍ଷା ତା.୧୪.୦୨.୨୦୨୬ ସକାଳ ୧୦.୦୦ ଘଟିକା ସମୟରେ ନବକୃଷ୍ଣ…

ଉତ୍କଗୌରବ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର,ତା-୦୪.୦୨.୨୦୨୬/ସୁମନ୍ତ କୁମାର ଦାସ: ଆଜି ଉତ୍କଗୌରବ ମଧୁସୂଦନ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ସେହି ମହାନ ଆତ୍ମାଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ୍ ଜ୍ଞାପନ…

ଜିଲ୍ଲା ସ୍ତରୀୟ ବିଶ୍ୱ କର୍କଟ ଦିବସ – ୨୬ ପାଳିତ

ଜଗତସିଂହପୁର,ତା-୦୪.୦୨.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ତା 4.2.26 ରିଖରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ କର୍କଟ ଦିବସ - 26 ଜିଲ୍ଲା ମୁଖ୍ୟ ଚିକିତ୍ସାଲଳୟ ସଭାଗୃହ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର କୁମାର…

୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀ ଙ୍କ ସମୀକ୍ଷା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୦୪.୦୨.୨୦୨୬/ସୁମନ୍ତ କୁମାର ଦାସ:ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀ ଙ୍କ ସମୀକ୍ଷା ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ…

ପ୍ରାକ ଶୈଶବ ଯତ୍ନ ଓ ବିକାଶ ଆଲୋଚନାଚକ୍ର ଅନୁଷ୍ଠିତ।

କେନ୍ଦୁଝର,ତା୪/୨- ପ୍ରାକ୍ ଶୈଶବ ଯତ୍ନ ଓ ବିକାଶ ଉପରେ ଏକ ଆଲୋଚନାଚକ୍ର ମୋବାଇଲ କ୍ରେଚ୍ ସଂସ୍ଥା ଓ ପଞ୍ଚାୟତ ସମିତି କାର୍ଯାଳୟ,ବାଂଶପାଳର ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜା ରଂଜିତ ପ୍ରତାପ ବଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଶିଶୁ ବିକାଶ ସୁରକ୍ଷା ଅଧିକାରୀ ସ୍ୱପ୍ନମୟୀ ପଣ୍ଡା…

୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପୋରୀ ଉଦଘାଟିତ

କେନ୍ଦୁଝର,ତା୪/୨- ପିଏମଶ୍ରୀ ସନ୍ଥେ ଭଞ୍ଜ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ,ପଳାଶପଙ୍ଗା ଠାରେ ୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପୋରୀ ଉଦଘାଟିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ଆୟୋଜିତ ଏହି କ୍ୟାମ୍ପୋରୀରେ…

ପଣ୍ଡିତ ତ୍ରିନାଥ ହୋତାଙ୍କ ସହିତ ସପ୍ତାହକ ମଧ୍ୟରେ ୪ ଜଣଙ୍କ ବିୟୋଗ,

ପନ୍ତିଖାରୀ ଶାସନରେ ଶୋକାକୁଳ ପରିବେଶ ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ପନ୍ତିଖାରୀ ଶାସନ ଗ୍ରାମର ପଣ୍ଡିତ ତ୍ରିନାଥ ହୋତା(୮୧)ବୁଧବାର ଅପରାହ୍ନରେ ପରଲୋକ ଗମନ କରିଥିବା ବେଳେ ସପ୍ତାହକ ମଧ୍ୟରେ ୪ ଜଣଙ୍କ ବିୟୋଗ ଯୋଗୁଁ…

ତୃତୀୟ ବାର୍ଷିକ ବିଶ୍ୱଶାନ୍ତି ଶକ୍ତି ଯଜ୍ଞ, ମହିଳାଙ୍କ ଦ୍ବାରା ଭବ୍ୟ ୧୦୮ କଳସ ଶୋଭାଯାତ୍ରା

ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଦଳୀ ବନ୍ଧ ଠାରେ ମା' ଅନ୍ଧାର ବାଉତୀଙ୍କ ତୃତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଶକ୍ତିଯଜ୍ଞ ଅବସରରେ ମହିଳା ମାନଙ୍କ ଦ୍ଵାରା ଭବ୍ୟ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୩ ଦିନଧରି ଅନୁଷ୍ଠିତ ହେବାକୁ…