Browsing Category

ରାଜ୍ୟ

ଜୁଆଙ୍ଗ କିଶୋରୀଙ୍କ ଅପପୁଷ୍ଟି ଦୂର ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ରେନବୋ ଡାଏଟ୍ କାର୍ଯ୍ୟକ୍ରମ

କେନ୍ଦୁଝର,ତା୧୨/୨- ଜୁଆଙ୍ଗ ଜାତିର ଶିଶୁ ଓ କିଶୋରୀମାନଙ୍କ ମଧ୍ୟରେ ପୂଷ୍ଟି ସୁରକ୍ଷା ବୃଦ୍ଧି କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ରେନବୋ ଡାଏଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗୋନାସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୨ ଜଣ କିଶୋରୀଙ୍କୁ ନେଇ କ୍ୟାମ୍ପେନ୍ ଅଂଶ…

ପିଏମଶ୍ରୀ ଡି.ଏନ.ହାଇସ୍କୁଲର ବାର୍ଷିକୋତ୍ସବ ଓ ଛାୟା ବିଧାନସଭା

କେନ୍ଦୁଝର,ତା୧୨/୨- କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ପିଏମଶ୍ରୀ ଐତିହ୍ୟ ଡି.ଏନ. ହାଇସ୍କୁଲର ବାର୍ଷିକ ଉତ୍ସବ ଓ ଛାୟା ବିଧାନସଭା ବର୍ଣାଢ୍ୟ ପରିବେଶରେ ପ୍ରଧାନଶିକ୍ଷକ ପ୍ରବୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ବ୍ୟାପୀ ଏହି ଉତ୍ସବରେ ପୋୖରାଧ୍ୟକ୍ଷା ନିକୁସାହୁ…

ଖୋର୍ଦ୍ଧାରେ ସେକ୍ସ୍ ରାକେଟ ଠାବ

ଖୋର୍ଦ୍ଧାରୁ ( ସେକ ଜାଫର): ଖୋର୍ଦ୍ଧାରେ ସେକ୍ସ୍ ରାକେଟ ଠାବ। ଆଦର୍ଶ ଥାନା ଅଞ୍ଚଳ ରେ ବିକାଶ ନଗର ଅଞ୍ଚଳ ରେ ଚାଲିଥିଲା ସେକ୍ସ ରାକେଟ। ଭଡ଼ାଘରେ ଚାଲୁଥିଲା ସେକ୍ସ ରାକେଟ। ପୋଲିସ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲେ। କବାଟ ଭାଙ୍ଗି ପୋଲିସ ଧରିଥିଲେ…

ଜାତୀୟସ୍ତରୀୟ କ୍ୟାମ୍ପେନର ଶୁଭାରମ୍ଭ କରିଛି ଡାବର ଚୱନପ୍ରାଶ

ପିଲାମାନଙ୍କ ମଧ୍ୟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଲକ୍ଷ ଭୁବନେଶ୍ୱର : ଶୀତ ଋତୁ ହେଉଛି ଭାରତରେ ଅନ୍ୟତମ ବହୁପ୍ରତିକ୍ଷୀତ ଋତୁ, କିନ୍ତୁ ଏହା ନିଜ ସହ ଥଣ୍ଡା-କାଶ ଏବଂ ଶ୍ୱାସକ୍ରିୟା ସମସ୍ୟା ଭଳି କିଛି ରୋଗ ମଧ୍ୟ ଆଣିଥାଏ; ଯାହାକି ଏହି ଋତୁରେ ସର୍ବାଧିକ ପ୍ରଚଳିତ ଏବଂ…

ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଫେବୃଆରୀ ୧୧: ଦେଶ ବ୍ୟାପୀ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଏକ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ହସ୍ପିଟାଲର ସହରାଂଚଳ ସ୍ୱାସ୍ଥ୍ୟ ଓ…

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

ଭୁବନେଶ୍ୱର, ଫେବୃଆରୀ ୧୧: ଶିକ୍ଷା ଓ ଅନୁସନ୍ଧନା (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ ପକ୍ଷରୁ ନିମାପଡ଼ାସ୍ଥିତ ରେସିଙ୍ଗା ଗ୍ରାମରେ ବିଶ୍ୱ ଡାଲି ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ…

ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବ ଅନ୍ୟତମ। ଏହା ଏକ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କାର୍ଯ୍ୟକ୍ରମ। ଏଥିରେ ଦେଶର ପ୍ରତିଭାଦୀପ୍ତ ଉଦୀୟମାନ ଶିଳ୍ପୀମାନେ ସୁଯୋଗ ପାଇଥାନ୍ତି। ସମ୍ପ୍ରତି ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର…

ଭଞ୍ଜନଗର ସମ୍ପୂର୍ଣ୍ଣ ବନ୍ଦ: ୧୨ ଦଫା ଦାବିରେ ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ଶକ୍ତି ପ୍ରଦର୍ଶନ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା )ଶାସକ ପ୍ରଶାସକ: ​ଭଞ୍ଜନଗର, ଗଞ୍ଜାମ ଜିଲ୍ଲା ରେ ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଦିଆଯାଇଥିବା 'ଭାରତ ବନ୍ଦ' ଡାକରାର ବ୍ୟାପକ ପ୍ରଭାବ ଭଞ୍ଜନଗର ସହରରେ ଦେଖିବାକୁ ମିଳିଛି। ୧୨ ଗୋଟି ଶ୍ରମିକ ସଂଗଠନ ସମେତ କଂଗ୍ରେସ, ବିଜେଡି ଏବଂ ବିଭିନ୍ନ…

ଜଳବାୟୁ ପରିବର୍ତ୍ତନ ସହନଶୀଳତା ଦିଗରେ ପାରମ୍ପରିକ ଦେଶୀୟ ବିହନର ଭୂମିକା

ଗଜପତି ଜିଲ୍ଲାର ମୋହନା ବ୍ଲକ ଅଧୀନରୁ ପାଲକୁଆ ଗ୍ରାମରେ VIEWS NGO ଦ୍ବାରା DASRA ସଂଗଠନର ସହଯୋଗରେ ଜଳଦାୟୁ ସହନଶୀଳ କୃଷି ବିଷୟରେ ଏକ ପରାମର୍ଶ କାର୍ଯ୍ୟକ୍ରମ ସହ ଦେଶୀ ବିହନ ମେଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଜନଜାତି ସମୁଦାୟ ମଧ୍ୟରେ ପରିବେଶ ଉପଯୋଗୀ ଓ…

ଏସ୍.କେ.ସି.ଜି. ମହାବିଦ୍ୟାଳୟର ୧୯୭୩ ବ୍ୟାଚର ୫୩ ବର୍ଷ ପୂର୍ତ୍ତି ଉତ୍ସବ ଉଲ୍ଲାସମୟ ପରିବେଶରେ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୧୯୭୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ୫୩ ବର୍ଷ ପୂର୍ତ୍ତି ଅବସରରେ ଏକ ଗରିମାମୟ ସମାବେଶ ଆୟୋଜିତ ହୋଇଯାଇଛି। ସମୟର ଦୀର୍ଘ ପଥରେ ୫୩ ବର୍ଷ…