Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍ତର ଓଡ଼ିଶାରେ ୫୦ ହଜାର ଟପିଲା ଟିପିଏନଓଡିଏଲ୍ ର ରୁଫଟପ୍ ସୋଲାର ସ୍ଥାପନା
ଦୃଢ଼ ସରକାରୀ ନୀତି ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟାନ୍ୱୟନ ଆଣିଲା ବଡ ସଫଳତା
ବାଲେଶ୍ୱର, ୫ ସେପ୍ଟେମ୍ବର ୨୦୨୬: ଉତ୍ତର ଓଡ଼ିଶାରେ ସୌର ତନ୍ତ୍ରର ବହୁଳ ବ୍ୟବହାର ନେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍!-->!-->!-->…
ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ବିଭାଗ AEE !
୩.୧୫ ଲକ୍ଷ ଟଙ୍କା ନଗଦ ଜବତ, ଅଫିସ୍ ଓ ବାସଭବନରେ ଚଢ଼ାଉ
କେନ୍ଦ୍ରାପଡ଼ା:୦୫ା୦୯ (ପ୍ରଫୁଲ୍ଲ କୁମାର ମଲ୍ଲ) ଠିକାଦାରମାନଙ୍କ ବକେୟା ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ!-->!-->!-->!-->!-->…
ଉପଲଡ଼ା ଶ୍ରୀ ରାଧାକାନ୍ତ ମଠ ରେ ଜନ୍ମାଷ୍ଟମୀ ପାଳିତ
ପାରଳାଖେମୁଣ୍ଡି / ପବିତ୍ର ଜନ୍ମାଷ୍ଟମୀ ଉପଲଡ଼ା ଶ୍ରୀ ରାଧାକାନ୍ତ ମଠ ରେ ମହାସମାରୋହରେ ପାଳିତ ହୋଇଯାଇଛି। ବାଘଶାଳା ମଠର ମହନ୍ତ ଗୋପାଳ କୃଷ୍ଣ ଦାସ ମହାରାଜା ଙ୍କ ତତ୍ତ୍ଵାବଧାନରେ ଉପଲଡ଼ା ସଂକୀର୍ତ୍ତନ ମଣ୍ଡଳୀ ର ଗୁରୁ ତ୍ରୀନାଥ ପଣ୍ଡା ଓ ଖୁରିଙ୍ଗା ସୀତାପୁରର ସଂକୀର୍ତ୍ତନ ମଣ୍ଡଳୀର ଗୁରୁ!-->…
ଗଞ୍ଜେଇ ଭର୍ତ୍ତି ଟେମ୍ପୋ ସହ ବୋଲେନୋ କାର ଓ ଦୁଇ ଲକ୍ଷ ଟଙ୍କା ଜବତ।
ନୀଳଗିରୀ, ୦୫/୦୯: ଭୁବନେଶ୍ୱର ର ନାର୍କୋଟିକ କଣ୍ଟୋଲ ବ୍ଯୁରୋ (ଏନ୍ ସି ବି) ଟିମ୍ ଏକ ଗଞ୍ଜେଇ ଭର୍ତ୍ତି ବୋଲେନ କାର କୁ ଭୁବନେଶ୍ୱର ରୁ ଅନୁସରଣ କରି ବାଲେଶ୍ବର ଆସୁଥିବା ବେଳେ ଖନ୍ତାପଡ଼ା ନିକଟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେଠାରେ ଥିବା ଏକ ଅଟୋରେ କାର ରୁ ୮୦କିଲୋ ଗଞ୍ଜେଇ ବାହାର କରି!-->…
ଗୁରୁଦିବସ ଉପଲକ୍ଷେ ବାଲ୍ୟବିବାହ ରୋକିବାରେ ସହଯୋଗୀ ଭୂମିକା ଆଲୋଚନା ଚକ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଗଣିଆ ଉନ୍ନୟନ କମିଟି(ଜିୟୁସି)ଏକତା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଉପଲକ୍ଷେ ବାଲ୍ୟବିବାହ ନିୟନ୍ତ୍ରଣ କରିବାରେ ସହଯୋଗୀ ମାନଙ୍କ!-->!-->!-->!-->!-->…
ସେଂଚୁରିୟାନ ବିଶ୍ୱବିଦ୍ୟାଳୟରେ ହସତେରୁଆ ଗ୍ରୁପ୍ର ଅଧ୍ୟକ୍ଷ ରାମନାଥ ତ୍ରିପାଠୀ ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସେଂଚୁରିୟାନ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଜୟପୁରର ହସତେରୁଆ ଗ୍ରୁପ୍ର ଅଧ୍ଯକ୍ଷ ରାମନାଥ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି। ନିଜର ମନ୍ତବ୍ୟରେ ହସର ମୂଲ୍ଯ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟୟନ!-->…
ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକଙ୍କ କେନ୍ଦ୍ରାପଡ଼ା ଗସ୍ତ
ସରକାରୀ ଯୋଜନାର ପ୍ରଚାର-ପ୍ରସାର ଓ ସାମାଜିକ ଗଣମାଧ୍ୟମର ସୁବିନିଯୋଗ ଉପରେ ଗୁରୁତ୍ୱ ।
କେନ୍ଦ୍ରାପଡ଼ା:05/09(ପ୍ରଫୁଲ୍ଲ କୁମାର ମଲ୍ଲ) ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (କେନ୍ଦ୍ରାଞ୍ଚଳ) ଶ୍ରୀ ଆଶୁତୋଷ ପାଇକରାୟ ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି!-->!-->!-->!-->!-->!-->!-->…
ଗୁରୁ ଦିବସ ଅବସରରେ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଉତ୍କଳ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ…
ରାୟଗଡା: ଗୁରୁ ହେଉଛନ୍ତି ସମାଜର ପଥପ୍ରଦର୍ଶକ। ଜ୍ଞାନର ଆଲୋକ ବାଣ୍ଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ। ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତି ସମ୍ମାନ ଜଣାଇ ଆଜି ପାଳିତ ହୋଇଛି ପବିତ୍ର ଗୁରୁ ଦିବସ। କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ପାଇକ!-->!-->!-->…
ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁ ପୂଜନ ଉତ୍ସବ।
ବେଲଗୁଣ୍ଠା, ୦୫/୦୯,-(ଶିବରାମ ଚୌଧୁରୀ )-ଆଜି ସମଗ୍ର ଭାରତବର୍ଷରେ ଉତ୍ସାହର ସହିତ ପାଳିତ ହୋଇଯାଇଛି ଗୁରୁ ଦିବସ। ଗୁରୁ ପୂଜନ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ I ବିଧାୟକ ଶ୍ରୀ ବିଷୋୟୀଙ୍କ ପ୍ରଚେଷ୍ଟାରେ ଗାଙ୍ଗପୁରରେ ଥିବା ଶରତଚ଼ନ୍ଦ୍ର!-->!-->!-->…
ଗୋପାଳ ସମାଜ ପକ୍ଷରୁ ନନ୍ଦ ଉତ୍ସବ ;ଗିନି, ମୃଦଙ୍ଗ ଓ ହରିନାମରେ ମୁଖରିତ ହେଲା କୁଲାଙ୍ଗି ଗାଁ
ବେଲଗୁଣ୍ଠା,୦୫/୦୯,-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗୋପାଳ ସମାଜ କୋଠାଘର ପରିସରରେ ଗୋପାଳ ସମାଜ ପକ୍ଷରୁ ପାରମ୍ପରିକ ରୀତିନୀତି ଓ ଆଧ୍ୟାତ୍ମିକ ଭାବାବେଗର ସହ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀକୃଷ୍ଣଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା ସହ!-->!-->!-->…