Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦକ୍ଷିଣ ପୂର୍ବ ରେଳବାଇର ବେପରୁଆ କାର୍ଯ୍ୟକାଳପ : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମାଲ ବୋଝେଇ ଟେମ୍ପୋ ଓ ବାଇକ…
ବସ୍ତା ୩/୫:ବସ୍ତା ରେଳ ଷ୍ଟେସନ ସଂଲଗ୍ନ ରେଳ ଫାଟକରେ ଆଜି ଅଳ୍ପକେ ବର୍ତ୍ତିଲା ପତ୍ର ଥାଳି ବୋଝେଇ ଟେମ୍ପୋ |ରେଳ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ତଥା ବେପରୁଆ ଢଙ୍ଗ ଯୋଗୁଁ ଆଜି ଦିନ ଗୋଟାଏ ସମୟରେ ଏକ ପତ୍ର ଥାଳି ବୋଝେଇ ଗାଡି ସିଧା ଫାଟକ ବେରିଗେଟରେ ବାଜି ଅଳ୍ପକେ…
ବେଲଗୁଣ୍ଠା ବ୍ଲକରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ; ସଫଳତାର ହାର ୯୮.୮୬%,
ଶୀର୍ଷରେ ରହିଲେ ବେଣିପଲ୍ଲୀ ଶ୍ରୀ ଗୋପୀନାଥ ସ୍ୱାମୀ ବିଦ୍ୟାପୀଠର ଅନିଲ
ବେଲଗୁଣ୍ଠା:-3/5/26-:(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ବ୍ଲକର ମୋଟ ୨୪ଟି ହାଇସ୍କୁଲରୁ ପରୀକ୍ଷା ଦେଇଥିବା ୧୫୦୦…
ସମାସିଂହାରେ ଅଖଣ୍ଡ ଅଷ୍ଟପ୍ରହର ନାମଯଜ୍ଞ
ଝାରସୁଗୁଡା : ସମାସିଂହା ହରିଜନ ପଡା ସ୍ଥିତ ଯଜ୍ଞମଣ୍ଡପ ଠାରେ ଅଖଣ୍ଡ ନାମଯଜ୍ଞ ସମାପନ ହୋଇଯାଇଛି l ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଗୁରୁବାର ନାମଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ଯଜ୍ଞରେ କ୍ଷମା ରଣବିଡା ଓ ତାଙ୍କ ଧର୍ମପତ୍ନୀ ନୀଲାବତୀ ରଣବିଡା କର୍ତ୍ତା ଦାୟିତ୍ଵ…
କୋଲାବିରାରେ ବିଧାୟକଙ୍କ ଦ୍ଵାରା ୫ ପାଣି ଟ୍ୟାଙ୍କର ଶୁଭାରମ୍ଭ
ଝାରସୁଗୁଡା : କୋଲାବିରା ବ୍ଲକ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ପାଣି ସମସ୍ୟା ଦୂର ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଉଦ୍ୟମରେ ୫ଟି ପାଣି ଟ୍ୟାଙ୍କର ରେ ଶୁଭାରମ୍ଭ ହୋଇଯାଇଛି l ରବିବାର ବିଧାୟକ ଶ୍ରୀ ତ୍ରିପାଠୀ ଫିତା କାଟି ଟ୍ରାକ୍ଟର ସହ ଟ୍ୟାଙ୍କର ର ଶୁଭାରମ୍ଭ କରିଥିଲେ l କୋଲାବିରା ବ୍ଲକ…
ବଡବାହାଲରେ ପ୍ରସ୍ତାବିତ ମଦ୍ରାସାକୁ ନେଇ ବିରୋଧ, ଗ୍ରାମବାସୀଙ୍କ ଅଭିଯୋଗ ପତ୍ର ଦାଖଲ
ଝାରସୁଗୁଡ଼ା, : କୋଲାବିରା ତହସିଲ ଅଧୀନ ବଡବାହାଲ ଅଞ୍ଚଳରେ ପ୍ରସ୍ତାବିତ ଏକ ମଦ୍ରାସା ସ୍ଥାପନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ଦେଖାଦେଇଛି। ଏହି ପ୍ରସଙ୍ଗରେ ଶନିବାର ଦିନ ଅଞ୍ଚଳର ବିଭିନ୍ନ ଗ୍ରାମବାସୀ କୋଲାବିରା ତହସିଲଦାରଙ୍କ ନାମରେ ଏକ ଅଭିଯୋଗ…
ଝାରସୁଗୁଡାରେ ଅବୈଧ ଫ୍ଲାଇଏଶ ଡମ୍ପିଂ ବିରୋଧରେ କଠୋର ପଦକ୍ଷେପ: 24×7 ଟାସ୍କ ଫୋର୍ସ ଗଠନ
ଝାରସୁଗୁଡା, ରବିବାର: ଜିଲ୍ଲାରେ ଅବୈଧ ଭାବେ ଫ୍ଲାଇଏଶ ଡମ୍ପିଂକୁ ରୋକିବା ପାଇଁ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣଙ୍କ ଅଧ୍ୟକ୍ଷତାରେ ଡିଏମ୍ ଅଫିସ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପରିବେଶ ସୁରକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଅଞ୍ଚଳର…
ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ…
ନବରଙ୍ଗପୁର ତା ୩.୫.୨୦୨୬: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ର ଛାତ୍ର ଛାତ୍ରୀ ମାନେ ମେଡିକାଲ ଚିକିତ୍ସା ପାଠ୍ୟକ୍ରମରେ ଭର୍ତ୍ତି ହେବା ପାଇଁ ସାରା ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା NEET ( UG)2026 ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ଦେଇଥିଲେ।ଜିଲ୍ଲାର ନବରଙ୍ଗପୁର ସହରର ଆର୍ ସି…
ଡ. ମଜହର ବେଗ୍ଙ୍କୁ ସିଇଓ ଅଫ୍ ଦି ଇୟର ସମ୍ମାନ
ଭୁବନେଶ୍ୱର : ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡାର ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଡ. ମଜହର ବେଗ୍ଙ୍କୁ ବିଶ୍ୱ ମାନବ ସମ୍ବଳ ବିକାଶ କଂଗ୍ରେସ ଦ୍ୱାରା ଭୁବନେଶ୍ୱରର ସାଣ୍ଡିସ୍ ଟାୱରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଦି ବିଜିନେସ୍ ଲିଡର ଅଫ୍ ଦି ଇୟର କାର୍ଯ୍ୟକ୍ରମ ଅଧୀନରେ…
୨୦୨୬-୨୭ ପାଇଁ ‘ସୁଜଳ’ ଯୋଜନାରେ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ
ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅଗ୍ରଗତି
ଭୁବନେଶ୍ୱର, ୩ ମେ, ୨୦୨୬: ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିଜର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ…
ବିଜେପୁରରେ ମାଟ୍ରିକ ଫଳାଫଳ: ଦୁଇ ଛାତ୍ରୀଙ୍କ ଉଜ୍ଜ୍ୱଳ ସଫଳତା
ବିଜେପୁର:-ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ…