Browsing Category

ରାଜ୍ୟ

ହୋଲି ପର୍ବରେ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ପୂର୍ବତଟ ରେଳପଥର ୧୩୨ଟି ହୋଲି ସ୍ପେଶାଲ୍ ଟ୍ରେନ୍ ।

ପୂର୍ବତଟ ରେଳପଥ ମଧ୍ୟଦେଇ ଅତିରିକ୍ତ ୧୫୦ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଯାତାୟାତ ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୬: ଆସନ୍ତା ହୋଲି ପର୍ବ ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ, ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା…

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା, ବୁଲେଟ୍ ଚାଳକ ମୃତ, ଅନ୍ୟ ୩ ଗୁରୁତର।

ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡ଼ା ହାଡ଼ ରାସ୍ତାରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ବୁଲେଟ୍ ଚାଳକ ତଥା ନିକଟସ୍ଥ ସିଦ୍ଧେଶ୍ୱର ଗ୍ରାମର ଗଣେଶ ରେଡି ପ୍ରାଣ ହରାଇଥିବା ବେଳେ ଆରୋହୀ ଚେରୁ ରେଡ଼ି, ସ୍କୁଟି ଚାଳକ ଓ ଆରୋହୀ ରାଜା ପ୍ରଧାନ ଓ ଆଦର୍ଶ ଦଳେଇ ଗୁରୁତର ଆହତ ହୋଇ ପ୍ରଥମେ…

ଭାଷା ବଞ୍ଚାଇବା ଦାୟିତ୍ୱ ଗଣମାଧ୍ୟମ ହାତରେ : ସିଦ୍ଧାନ୍ତ

- ସଡ଼କ ସୁରକ୍ଷା ସଚେତନଧର୍ମୀ ଭିଡିଓ 'ସମୟ' ଉନ୍ମୋଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ମିଡିଆ ଫେଷ୍ଟ ଉଦଯାପିତ ଭୁବନେଶ୍ୱର : ଏବେ ଓଡ଼ିଆ ଭାଷାରେ ବହୁତ ବିସଂଗତି ରହୁଛି। ମାତ୍ର ଗଣମାଧ୍ୟମରେ ଶୁଦ୍ଧ ଭାଷା ରହିବା ଦରକାର। ତେଣୁ ଭାଷା ବଞ୍ଚାଇବା ଦାୟିତ୍ୱ ଗଣମାଧ୍ୟମ ହାତରେ…

ରାଉରକେଲାରେ ICICNDA-SERS 2026 ଆୟୋଜନ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫେବୃଆରୀ 27-28, 2026 ରେ ଇଣ୍ଟେଲିଜେଣ୍ଟ କମ୍ୟୁନିକେସନ୍ ନେଟୱାର୍କ ଏବଂ ନିରନ୍ତର ଶକ୍ତି-ସ୍ଥାପକ ସିଷ୍ଟମ ପାଇଁ ନିଷ୍ପତ୍ତି ବିଶ୍ଳେଷଣ ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ (ICICNDA-SERS 2026) ସଫଳତାର…

ରୋଟାରି କ୍ଲୁବ ମାଲକାନଗିରି ପକ୍ଷ ରୁ ନିଶୁଳ୍କ ଡାକ୍ତର ପରାମର୍ଶ ଓ ନିଶୁଳ୍କ ହୋମିଓପାଥି ଔଷଧ ବିତରଣ ଅନୁଷ୍ଠିତ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ-୨୭/୨/୨୬: ମାଲକାନଗିରି ଜିଲ୍ଲା ରୋଟାରୀ କ୍ଳବ୍ ଏବଂ ସାଉଥ୍ ଭୁବନେଶ୍ୱର ରୋଟାରୀ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ସଦର ମହକୁମାର ନଗର ଭବନରେ ମାଗଣା ହୋମଓପାଥିକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ। ଏହି ଶିବିର ରେ ଭୁବେଶ୍ୱରର…

କେନ୍ଦୁଝରରେ ‘ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ’ର ସମୀକ୍ଷା: କାର୍ଯ୍ୟକାରିତା ଅନୁଧ୍ୟାନ କଲେ କେନ୍ଦ୍ରୀୟ…

କେନ୍ଦୁଝର,ତା୨୭/୨- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ ଠାରେ କେନ୍ଦ୍ର ସରକାରଙ୍କ ‘ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ’ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉପ-ସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ…

ଯଜ୍ଞ ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କଲେ ସୋରଡା ବିଧାୟକ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଅଖଣ୍ଡ ନାମ ଯଜ୍ଞ ଚାଲିଥିବା ବେଳେ ସୋରଡା ବିଧାୟକ ନୀଳମଣି ବିଷୋୟୀ ବିଭିନ୍ନ ଯଜ୍ଞ ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି I ସୂଚନା ଥାଉକି ବେଲଗୁଣ୍ଠା ବ୍ଳକ୍ ର ପଥରାପଲ୍ଲୀ ଗ୍ରାମରେ ମାଆ ସନ୍ତୋଷୀଙ୍କ ନୂତନ…

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ସମାଧାନ ଦାବିରେ ଶରଣକୁଳ ବିକାଶ ମଞ୍ଚର ୧୨ ଘଣ୍ଟିଆ ଧର୍ମଘଟ ଡାକରା

ଓଡ଼ଗାଁ,୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶରଣକୁଳରେ ଗତ ୧୩।୨।୨୬ ତାରିଖରୁ ପ୍ରଶାସନିକ ଅସ୍ପଷ୍ଟତା ଯୋଗୁଁ ଚିକିତ୍ସା ସେବାକୁ ନେଇ ଅସନ୍ତୋଷ ପରିସ୍ଥିତି ଦେଖାଦେଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପଦବୀକୁ ନେଇ…

ପନ୍ତିଖାରୀ ସିଦ୍ଧେଶ୍ଵରୀଙ୍କ ପୀଠରେ ଶକ୍ତି ଯଜ୍ଞ ଅନୁଷ୍ଠିତ

ଓଡ଼ଗାଁ,୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ପନ୍ତିଖାରୀ ଶାସନ ଗ୍ରାମରେ ଅବସ୍ଥିତ ସିଦ୍ଧେଶ୍ବରୀଙ୍କ ପୀଠରେ ଏକଦିବସୀୟ ବିଶ୍ବ ଶାନ୍ତି ଶକ୍ତି ଯଜ୍ଞ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଲଡ଼ୁ କିଶୋର ରଥଙ୍କ ଦ୍ଵାରା ପରିଚାଳିତ ଯଜ୍ଞ…

ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ

ରାୟଗଡ଼ ତା 27.2.2026: ଜିଲ୍ଲାକୁ ନିଶାମୁକ୍ତ ଓ ଅବୈଧ ଚାଲାଣ ରୋକିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼ଙ୍କ…