Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ–୨୦୨୬ କାର୍ଯ୍ୟକ୍ରମ ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ( ରବିବାର) ମହାଆଡମ୍ବରରେ “ବିକଶିତ ଭାରତ ଯୁବ ସଂସଦ–୨୦୨୬” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…
ଜଗତସିଂହପୁର ଜିଲ୍ଲାରେ ଏଚ୍ପିଭି ଟୀକାକରଣ ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
ଜଗତସିଂହପୁର,ତା-୦୧. ୦୩. ୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଏଚ୍ପିଭି (ହ୍ୟୁମାନ୍ ପାପିଲୋମା ଭାଇରସ୍) ଟୀକାକରଣ ଅଭିଯାନର ତା ୧.୦୩.୨୦୨୬ ରେ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାନ୍ୟବର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ…
ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା
ଜଗତସିଂହପୁର,ତା-୦୧. ୦୩. ୨୦୨୬/ସୁମନ୍ତ କୁମାର ଦାସ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମହିମା…
ବିକାଶର ନଗ୍ନ ଚିତ୍ର : ମିଳୁନି ଆବାସ ଗୃହ,ପଲିଥିନ ତଳେ ବିତୁଛି ଦୁଇ ଜୀବନ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ- ୦୧/୩/୨୬: ପଞ୍ଚାୟତରାଜ ବିଭାଗର ଗ୍ରାମୀଣ ବିକାଶ ଯୋଜନା ଅପହଞ୍ଚ ରହିଥିବାର ଏକ ଲଗ୍ନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି -୭୯ ଗ୍ରାମ ରେ । ରାଜେଶ୍ଵରୀ ପଟ୍ଟନାୟକ ଏବଂ ତାଙ୍କ ଝିଅ ଇନ୍ଦିରା ପଟ୍ଟନାୟକ ନାମକ…
କୋୟା ସଂପ୍ରଦାୟର ମହୁଲ ପର୍ବ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ତା ୧/୩ : ମାଲକାନଗିରି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, ପରଜା, ଦୁରୁଆ ଜନଜାତି ବସବାସ କରିଆସୁଛନ୍ତି । ପ୍ରତ୍ୟେକ ଜନଜାତିର ନିଜସ୍ବ ପରଂପରା ଓ ସଂସ୍କୃତି ରହିଛି। ତେବେ ଜିଲ୍ଲାରେ କୋୟା ଜନଜାତିଙ୍କ ଜନସଂଖ୍ୟା ଅଧିକା ରହିଛି।…
ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରୀୟ ଏଚ. ପି. ଭି.(ହ୍ୟୁମାନ ପାପିଲୋମା ଭାଇରସ) ଟୀକାରରଣ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନ ମାଲକାନଗିରି ଠାରେ ଜିଲ୍ଲା ସ୍ତରୀୟ ଏଚ.ପି.ଭି.(ହ୍ୟୁମାନ ପାପିଲୋମା ଭାଇରସ)ଟୀକାକରଣର ଶୁଭ ଉଦଘାଟନ ମାନ୍ୟବର ବିଧାୟକ, ମାଲକାନଗିରି ନରସିଂହ ମIଡକାମୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଏହି ଉଦଘାଟନ ସମାରୋହରେ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧/୩) :- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ବିଜ୍ଞାନ ଦିବସର ଉଦେଶ୍ୟ କଥନ କହିଥିଲେ । ବିଦ୍ୟା ମନ୍ଦିର ପ୍ରମୁଖ…
ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରରେ ବିକଶିତ ଭାରତ ଯୁବ ସଂସଦ–୨୦୨୬ ଉତ୍ସାହର ସହ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ -୦୧-୦୩-୨୦୨୬: ମାଲକାନଗିରି ଜିଲ୍ଲା ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ–୨୦୨୬” ଅତ୍ୟନ୍ତ ଉତ୍ସାହ ଓ ଉତ୍କର୍ଷ ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓ ଯୁବ ବ୍ୟାପାର…
ମହାତ୍ମଗାନ୍ଧୀ ଇଣ୍ଟର ମେସନାଲ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା, 118 ଟି ମଡେଲ ପ୍ରଦର୍ଶିତ।
ବିଜ୍ଞାନ ମେଳା (Science Exhibition) ହେଉଛି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବଂ ବୈଜ୍ଞାନିକ ମନୋଭାବକୁ ପ୍ରଦର୍ଶନ କରିବାର ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣୁପୁର ସଦର ରାମେଶ୍ୱର ନଗର ସ୍ଥିତ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ…
କେନ୍ଦୁଝର ଗସ୍ତରେ ରାଜସ୍ୱ ମନ୍ତ୍ରୀ: ଜମି ଅଧିଗ୍ରହଣ ଓ ରାଜସ୍ୱ ମାମଲାର ସମୀକ୍ଷା।
କେନ୍ଦୁଝର,ତା୧/୩- ଓଡ଼ିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ମନ୍ତ୍ରୀ ଆଜି ସକାଳେ ସମ୍ବଲପୁରରୁ ବାହାରି ଘଟଗାଁରେ…