Browsing Category

ରାଜ୍ୟ

ବିଜୁ ଜନତା ଦଳର ବନ୍ଧୁ ମିଳନ ସମାବେଶ, ସଙ୍ଗଠନ ସୁଦୃଢିକରଣ ପାଇଁ ଗୁରୁତ୍ୱ

ଓଡ଼ଗାଁ,୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ନୟାଗଡ଼ ବିଧାନମଣ୍ଡଳ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ପ୍ରାୟ ଦୁଇ ହଜାରରୁ ଅଧିକ କର୍ମୀ ଓ ସମର୍ଥକ ରବିବାର ବୁଢ଼ା ବୁଢିଆଣୀ ଡ୍ୟାମ ପରିସରରେ ଆୟୋଜିତ ବନ୍ଧୁ ମିଳନ ସମାବେଶରେ…

ଆମେ ସନ୍ତାନଙ୍କ ସଫଳତାରେ ଶ୍ରେୟ ନେବାକୁ ଆଗ୍ରହୀ, କିନ୍ତୁ ତାଙ୍କର ବିଫଳତାରେ ଦାୟୀ ହେବାକୁ ଚାହୁଁନାହୁଁ : ଡ. ଅରୁଣ…

ସେଣ୍ଟ ଜାଭିୟର ହାଇସ୍କୁଲ ଓଡ଼ଗାଁର ଦ୍ବାଦଶ ବାର୍ଷିକ ଉତ୍ସବ ପାଳିତ ଓଡ଼ଗାଁ, ୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ…

ଓଡ଼ଗାଁରେ ଜିଲ୍ଲା ସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ–୨୦୨୬’ ଅନୁଷ୍ଠିତ

ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପରେ ଭବିଷ୍ୟତ ଭାରତ ଉପରେ ଚର୍ଚ୍ଚା ଓଡ଼ଗାଁ, ୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ–୨୦୨୬’ ଅବସରରେ “ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପରେ ଆମ…

ସରମରେଇ ସାହିରେ ନିଆଁ ଲାଗି ଗୋଟିଏ ବଖରା ପୋଡି ପାଉଁଶ

ପଡ଼ୋଶୀ ନିଆଁ ଲଗେଇଥିବା ନେଇ ଥାନାରେ ଅଭିଯୋଗ ଓଡ଼ଗାଁ, ୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ପଞ୍ଚାୟତ ସରମରେଇ ସାହିରେ ଗତ ୨୭ ତାରିଖ ରାତି ୧୦ ବେଳେ ଶୋଇଥିବା ଅବସ୍ଥାରେ ପଛପାଖ ଘରେ ନିଆଁ ଲାଗିଥିବା ନେଇ ଗାଁ ଲୋକେ ପାଟିତୁଣ୍ଡ କରିବାରୁ ଘରଲୋକେ ଉଠି…

ପ୍ରଖ୍ୟାତ ସାମ୍ବାଦିକ ପ୍ରକାଶଚନ୍ଦ୍ର ପାଢୀଙ୍କ ୯୯ତମ ଜୟନ୍ତୀ ପାଳନ

 https://youtu.be/vC1Ko9Q41rg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ଓ ପ୍ରକାଶଚନ୍ଦ୍ର ପାଢୀ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ଗଜପତିର ପ୍ରାକ୍ତନ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ , ସମାଜସେବୀ , ସ୍ତମ୍ଭକାର , ସାହିତ୍ୟିକ , ପ୍ରକାଶ ଚନ୍ଦ୍ର…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ

ନିଷ୍ଠା ଓ ସାଧନା ବଳରେ ସଫଳତା ପାଇପାରିବା: ବିଧାୟକ ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-- ବେଲଗୁଣ୍ଠା ର ପ୍ରତିଷ୍ଠିତ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି…

ଦାରିଙ୍ଗବାଡ଼ିରେ ଦାଦନ ଯନ୍ତ୍ରଣା, କେରଳକୁ ଦାଦନ ଖଟିବାକୁ ଯାଇ ତିରୁବନନ୍ତପୁରମରେ ଓଡ଼ିଆ ଶ୍ରମିକ ମୃତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ସରୁନି ଦାଦନ ଯନ୍ତ୍ରଣା l ପେଟର ଭୋକ ମେଣ୍ଟେବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ l ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଅନେକ ଶ୍ରମିକ l ଏଥି ପ୍ରତି ସରକାର…

ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମୀ ଗୁରୁତର

ଅସ୍ତରଙ୍ଗ୧/୩:ଆଜି ମଧ୍ୟାହ୍ନ ସମୟ ରେ ଅସ୍ତରଙ୍ଗ ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି । ଜଣେ ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ ଖୁଣ୍ଟ ରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତ ରେ ଉକ୍ତ କର୍ମଚାରୀ ଗୁରୁତ୍ୱର ହୋଇଛନ୍ତି । ସୂଚନା ମୁତାବକ ଅସ୍ତରଙ୍ଗ ବ୍ଲକ ନୂଆଗଡ ଅଞ୍ଚଳ ର…

ଟ୍ରାକ୍ଟର ଓଲଟି ଜଣେ ମୃତ, ଚାରିଜଣ ଆହତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ଟିକିରି ସ୍ଥିତ ତୋଟାଗୁଡା ବୁଲାଣି ନିକଟରେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଏକ ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଭାବେ…

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନବିଭାଗର ପାଠଚକ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ମହାବିଦ୍ୟାଳୟ ର ଅଧକ୍ଷ ଗିରିଧର ନାୟକ ଙ୍କ ଅଧକ୍ଷତl ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର କେ ଏସ ୟୁ…